Wednesday, April 22, 2026 09:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଭୁବନେଶ୍ୱର ହେଲା ୱାଇଫାଇ ସହର

by Our Correspondent
05 Nov, 2018- 02:25 PM
in Latest News, News
1 min read
0
ଭୁବନେଶ୍ୱର ହେଲା ୱାଇଫାଇ ସହର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଆଜିଠାରୁ ୱାଇଫାଇ ସହର ପାଲଟିଛି । ସହରବାସୀ ଏଣିକି ମାଗଣାରେ ଇଣ୍ଟରନେଟ୍ ସୁବିଧା ପାଇପାରିବେ । ୧୦୦ଟି ହଟ୍ ସ୍ପଟ୍ ଏବଂ ୨୭୫ ଆକସେସ୍ ପଏଣ୍ଟ ରୁ ଏହା କାର୍ଯ୍ୟକାରୀ ହୋଇଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ପକ୍ଷରୁ ଏଥିନିମନ୍ତେ “ ଭୁବନେଶ୍ୱର ମି ୱାଇଫାଇ” ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଭୁବନେଶ୍ୱର ସହର ପାଇଁ ଆଜିର ଦିନକୁ ମୁଖ୍ୟମନ୍ତ୍ରୀ ଏକ ଐତିହାସିକ ଦିନ ଭାବେ ଅଭିହିତ କରିଛନ୍ତି । ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ମନ୍ଦିର ମାଳିନୀ ସହର ବିଶ୍ୱର ଶ୍ରେଷ୍ଠ ଅଗ୍ରଣୀ ସହର ସହ ତୁଳନୀୟ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ପ୍ରକଳ୍ପରେ ସମଗ୍ର ଭୁବନେଶ୍ୱର ସହରରେ ୫୧୮ ହଟ୍ ସ୍ପଟ୍ ଏବଂ ୧୮୦୦ ଆକସେସ୍ ପଏଣ୍ଟ କାର୍ଯ୍ୟକ୍ଷମ ହେବ । ୨ ଏମବିପିଏସ୍ ସ୍ପିଡ୍ ରେ ଜଣେ ବ୍ୟବହାରକାରୀ ୨୫୦ ଏମବି ମାଗଣା ଡାଟା ପାଇପାରିବେ । ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଥ୍ରୀ-ଟି ସଂକଳ୍ପ (ଟେକ୍ନୋଲୋଜି, ଟ୍ରାନସପେରେନ୍ସି ଏବଂ ଟିମ୍ ୱାର୍କ)କୁ ଦୋହରାଇବା ସହ ଆଗାମୀ ଦିନରେ ଭୁବନେଶ୍ୱର ଭଳି କଟକ, ସମ୍ବଲପୁର, ବ୍ରାହ୍ମପୁର, ରାଉରକେଲା ଏବଂ ପୁରୀ ସହରରେ ୱାଇଫାଇ ସହ ମାଗଣାରେ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ ବୋଲି କହିଥିଲେ ।
ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଉନ୍ନୟନ କମିଶନର ତଥା ସ୍ମାର୍ଟ ସିଟି ଲିମିଟେଡ଼ ର ଅଧ୍ୟକ୍ଷ ଆର.ବାଲକ୍ରିଷ୍ଣନ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
Previous Post

ପିଏସୟୁ କର୍ମଚାରୀଙ୍କ ପାଇଁ ୨% ମହଙ୍ଗା ଭତ୍ତା

Next Post

ଟଙ୍କା ଆସିଲା କୋଉଠୁ ?

Next Post
ଟଙ୍କା ଆସିଲା କୋଉଠୁ ?

ଟଙ୍କା ଆସିଲା କୋଉଠୁ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA