Monday, May 25, 2026 09:15 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମରୁଡ଼ି ଅଞ୍ଚଳକୁ ପ୍ୟାକେଜ୍

by Our Correspondent
25 Oct, 2017- 07:06 PM
in Latest News, News
1 min read
0
ମରୁଡ଼ି ଅଞ୍ଚଳକୁ ପ୍ୟାକେଜ୍
ଭୁବନେଶ୍ୱର: ୨୦୧୭ ଖରିଫ୍ ଋତୁରେ ୩୩ ପ୍ରତିଶତ ଏବଂ ତାଠାରୁ ଅଧିକ ଫସଲହାନୀ କରିଥିବା ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ମରୁଡ଼ି ପ୍ୟାକେଜ୍ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ୩୩ ପ୍ରତିଶତ ଏବଂ ଅଧିକ ଫସଲ ହରାଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସରକାର କୃଷି ଇନପୁଟ୍ ସବସିଡ଼ି ଦେବେ । ଅଣ ଜଳସେଚିତ ଅଞ୍ଚଳ ଚାଷୀଙ୍କ ପାଇଁ ହେକ୍ଟର ପିଛା ୬,୮୦୦ ଟଙ୍କା ଏବଂ ଜଳସେଚିତ ଅଞ୍ଚଳର ଚାଷୀଙ୍କ ପାଇଁ ୧୩,୫୦୦ ଟଙ୍କା ପ୍ରଦାନ କରାଯିବ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଛଡ଼ା ୨ ହେକ୍ଟର ଚାଷଜମି ଥିବା ଅନ୍ୟାନ୍ୟ ଚାଷୀଙ୍କୁ ମୁଣ୍ଡପିଛା ସମାନ ଇନପୁଟ୍ ସବସିଡ଼ି ରାଶି ମିଳିବ । ପ୍ରକୃତ ଚାଷୀଙ୍କୁ ଏହି ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଚଳିତ ଖରିଫ୍ ଋତୁରେ ମରୁଡ଼ି ପ୍ରଭାବିତ ଚାଷୀଙ୍କୁ ରବି ଚାଷ ପାଇଁ ଫ୍ରେସ୍ ଫାଇନାନସ୍ ବ୍ୟବସ୍ଥା କରାଯିବ । ଏଥିସହ ଖରିଫ ଚାଷୀଙ୍କ ସର୍ଟ ଟର୍ମ ଲୋନ୍ କୁ ମିଡ଼ିୟମ୍ ଟର୍ମ ଲୋନ୍ ରେ ପରିଣତ କରାଯିବ । କ୍ଷତିଗ୍ରସ୍ତ ଅଞ୍ଚଳ ଚାଷୀଙ୍କ ଖରିଫ୍ ସର୍ଟ ଟର୍ମ ଲୋନ୍ ପରିଶୋଧ ସମୟସୀମା ୨୦୧୮, ସେପ୍ଟେମ୍ବର ୩୦ କୁ ବୃଦ୍ଧି କରାଯାଇଛି । ୫୦ ପ୍ରତିଶତ ସବସିଡ଼ିରେ ୫ ହଜାର ପମ୍ପସେଟ୍ ସହ ମରୁଡ଼ି କ୍ଷତିଗ୍ରସ୍ତ ଜିଲ୍ଲାରେ ଚାଷୀଙ୍କୁ ୫୦ ଦିନର ଅତିରିକ୍ତ ମନରେଗା କାମ ଦିଆଯିବ । ପ୍ରଭାବିତ ଜିଲ୍ଲାର ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ କଲେଜ ପିଲାଙ୍କ ସ୍କୁଲ ଟିଉସନ୍ ଫି ଓ ପରୀକ୍ଷା ଫି ଛାଡ଼ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଗାଁ ସାହୁକାର କିମ୍ବା ସୁଧ ପ୍ରଦାନକାରୀ ବ୍ୟକ୍ତିବିଶେଷଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କ କବଳରୁ ବିପଦଗ୍ରସ୍ତ ଚାଷୀଙ୍କ ରକ୍ଷା ପାଇଁ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।
Previous Post

ଫେରିଲେ ଟୁଇଟ୍ ମାଷ୍ଟର୍

Next Post

ଓଟିରୁ ବାହାରିଲେ ଜଗା-ବଳିଆ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର

Next Post
ଓଟିରୁ ବାହାରିଲେ ଜଗା-ବଳିଆ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ଓଟିରୁ ବାହାରିଲେ ଜଗା-ବଳିଆ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA