Tuesday, May 26, 2026 05:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମର୍ଯ୍ୟାଦାକୁ ଥୂ : ରୂପା ଚଉକିରେ ନବୀନ

by Our Correspondent
16 Aug, 2016- 06:21 PM
in News
1 min read
0
ମର୍ଯ୍ୟାଦାକୁ ଥୂ : ରୂପା ଚଉକିରେ ନବୀନ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ପରମ୍ପରା ଭାଙ୍ଗିଲା। କେବଳ ରାଜ୍ୟପାଳ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପାଇଁ ଉଦ୍ଦିଷ୍ଟ ରୂପା ଚଉକିଟି ମୁଖ୍ୟମନ୍ତ୍ରୀଙ୍କ ଅଧିକାରକୁ ଚାଲିଆସିଛି। ସ୍ୱାଧୀନତା ଦିବସ ପ୍ୟାରେଡ ଅଭିବାଦନସ୍ଥଳରେ ମୁଖ୍ୟମନ୍ତ୍ରୀ ଏହି ପାରମ୍ପରିକ ଦୁର୍ଲ୍ଲଭ ଚଉକିରେ ବସି କାହିଁ କେତେ ବର୍ଷ ତଳରୁ ପ୍ରଚଳିତ ପରମ୍ପରା ଭାଙ୍ଗିଛିନ୍ତି। ଏହିି ବ୍ୟତିକ୍ରମକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି।

ରାଜ୍ୟ ସରକାରଙ୍କ ହେପାଜତରେ ଥିବା ଏହି ଦୁର୍ଲ୍ଲଭ ରୂପା ଚେୟାରଟି କେବଳ ରାଜ୍ୟପାଳ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ। ଏହି ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କ ଶପଥ ଗ୍ରହଣ ଉତ୍ସବଠାରୁ ଆରମ୍ଭ କରି ବିଭିନ୍ନ ଉତ୍ସବରେ ଯୋଗଦାନ ବେଳେ ଏହି ନିର୍ଦ୍ଦିଷ୍ଟ ଚେୟାରରେ ଆସନ ଗ୍ରହଣ କରନ୍ତି। ସୁତରାଂ ସାମ୍ବିଧାନିକ ଉଚ୍ଚ ପଦବୀଧାରୀ ରାଜ୍ୟପାଳ ଓ ମୁଖ୍ୟ ବିଚାରପତିଙ୍କ ବ୍ୟତିରେକେ ଅନ୍ୟ କାହାରି ପାଇଁ ଏହି ଚେୟାରର ବ୍ୟବହାର ମନା। ବ୍ୟତିକ୍ରମକୁ ଆସନ ପ୍ରତି ଅପମାନ ବୋଲି ବିବେଚନା କରାଯାଏ। ମାତ୍ର ନବୀନ ପଟ୍ଟନାୟକଙ୍କ ପାଇଁ ଚେୟାରର ସୁରକ୍ଷା କର୍ତା ଖୋଦ୍ ଗୃହ ବିଭାଗ ଦୀର୍ଘ ବର୍ଷର ପରମ୍ପରା ଓ ପଦମର୍ଯ୍ୟାଦାକୁ ଦଳି ଦେଇଛି। ସ୍ୱାଧୀନତା ଦିବସ ପ୍ୟାରେଡ ଅଭିବାଦନ ବେଳେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏହା ବ୍ୟବହୃତ ହୋଇଛି।

ସଚିବାଳୟ ଗୃହ ବିଭାଗରେ ଏକ ବଡ଼ ଲକରରେ ସାଇତା ରହିଛି ଏହି ରୂପା ଚଉକି। ଦରକାର ବେଳେ ପୁଲିସର କଡ଼ା ସୁରକ୍ଷା ବଳୟରେ ଚଉକି ବାହାରକୁ ଯାଏ ଓ ସଯତ୍ନେ ଫେରିଆସେ। ସ୍ୱାଧୀନତା ଦିବସର ତିନି ଦିନ ଆଗରୁ ଅଗଷ୍ଟ ୧୨ ତାରିଖରେ ସଚିବାଳୟରୁ ପୁଲିସ କଡ଼ା ପ୍ରହରାରେ ଚଉକିକୁ ଅଣାଯାଇଥିଲା ମହାତ୍ମା ଗାନ୍ଧୀ ମାର୍ଗସ୍ଥିତ ପ୍ୟାରେଡ ସ୍ଥଳକୁ। ଆଉ ସ୍ୱାଧୀନତା ଦିବସ ସକାଳେ ଜାତୀୟ ପତାକା ଉତୋଳନ ଓ ପ୍ୟାରେଡ ଅବସରରେ ମୁଖ୍ୟମନ୍ତ୍ରୀ ବସିଥିଲେ ଚଉକିରେ। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏହି ଚଉକି ବ୍ୟବହାର ହୋଇ ଆସୁଛି। ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏହା ଜଣା କି ଅଜଣା ସେହି ଖବର ଆମେ ଜାଣିନାହୁଁ।

Previous Post

ମହାନଦୀ ଜଳ: ଚାଲୁଣି କହୁଛି ଛୁଞ୍ଚିକୁ

Next Post

ନବୀନଙ୍କ ମଣିଷପଣିଆ

Next Post
ନବୀନଙ୍କ  ମଣିଷପଣିଆ

ନବୀନଙ୍କ ମଣିଷପଣିଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA