Tuesday, May 26, 2026 09:28 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମହାପ୍ରଭୁଙ୍କ ୟେସ୍ ବ୍ୟାଙ୍କ ଡିପୋଜିଟ୍ ଟଙ୍କା ଫେରିଲା

by Our Correspondent
19 Mar, 2020- 01:14 PM
in Latest News, News
1 min read
0
ମହାପ୍ରଭୁଙ୍କ ୟେସ୍ ବ୍ୟାଙ୍କ ଡିପୋଜିଟ୍ ଟଙ୍କା ଫେରିଲା
ପୁରୀ: ଦ୍ୱନ୍ଦ, ଆଶଙ୍କାର ଅବସାନ ଘଟିଲା । ୟେସ୍ ବ୍ୟାଙ୍କରେ ଜମା ଥିବା ମହାପ୍ରଭୁଙ୍କ ମୂଳ ୫୪୫ କୋଟି ଟଙ୍କା ମଧ୍ୟରୁ ଆଜି ୮ କୋଟି ଟଙ୍କା ସୁଧ ସହ ୩୮୯ କୋଟି ମୂଳଟଙ୍କା ଫେରି ଆସିଥିବା ବେଳେ ଅବଶିଷ୍ଟ ୧୫୬ କୋଟି ଟଙ୍କା ମାର୍ଚ୍ଚ ୩୦ ତାରିଖ ମ୍ୟାଚୁରିଟି ପରେ ସୁଧ ସହ ଫେରିବ । ୟେସ୍ ବ୍ୟାଙ୍କରୁ ଏହି ଟଙ୍କା ପୁରୀ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାରେ ଥିବା ଜଗନ୍ନାଥ ଟେମ୍ପୁଲ୍ କର୍ପସ୍ ଫଣ୍ଡ୍ କୁ ଇ-ଟ୍ରାନସଫର୍ ହୋଇଛି । ୟେସ୍ ବ୍ୟାଙ୍କର ବରିଷ୍ଠ ଉପସଭାପତି ଜୟଦେବ ଦାସ ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।

ମ୍ୟାଚୁରିଟି ପାଇଥିବା ୩୮୯ କୋଟିର ମୂଳ ଜମାଟଙ୍କା ଉପରେ ୮ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ସୁଧ ମିଳିଛି । ଏହି ସୁଧକୁ ମିଶାଇ ୟେସ୍ ବ୍ୟାଙ୍କରୁ ସର୍ବମୋଟ ୩୯୭, ୨୩,୨୭,୬୩୬ ଟଙ୍କା ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନସଫର୍ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୧୫୬ କୋଟି ଟଙ୍କା(ଦୁଇଟି ଫିକ୍ସଡ୍ ଡିପୋଜିଟ୍) ଏବଂ ତାହାର ସୁଧ ଟଙ୍କା ଷ୍ଟେଟ୍ ବ୍ୟାଙ୍କ ଜଗନ୍ନାଥ ଟେମ୍ପୁଲ୍ କର୍ପସ୍ ଫଣ୍ଡ୍ ଆକାଉଣ୍ଟକୁ ଟ୍ରାନସଫର୍ ହୋଇଯିବ ବୋଲି ୟେସ୍ ବ୍ୟାଙ୍କର ବରିଷ୍ଠ ଉପସଭାପତି ଶ୍ରୀ ଦାସ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିରର ଏହି ଟଙ୍କାକୁ ଘରୋଇ ୟେସ୍ ବ୍ୟାଙ୍କରେ ଗତବର୍ଷ ଫିକ୍ସଡ୍ ଡିପୋଜିଟ୍ ଆକାରରେ ରଖାଯାଇଥିଲା । ୨୦୧୯ ମାର୍ଚ୍ଚ ୧୯ ତାରିଖରେ ୩୮୯ କୋଟି ଏବଂ ମାର୍ଚ୍ଚ ୩୦ ତାରିଖରେ ୧୫୬ କୋଟିର ଦୁଇଟି ଫିକ୍ସଡ଼୍ ଡିପୋଜିଟ୍ ଏହିଭଳି ସର୍ବମୋଟ ୫୪୫ କୋଟି ଟଙ୍କା ଜମା ରହିଥିଲା । ତେବେ ୟେସ୍ ବ୍ୟାଙ୍କ ଦେବାଳିଆ ହୋଇଯିବାରୁ ମହାପ୍ରଭୁଙ୍କ ଏହି ଟଙ୍କା ଫେରିପାଇବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ବିଧାନସଭାରେ ଘେରି ହୋ ହଲ୍ଲା କରିଥିଲେ ବିରୋଧୀ ଦଳ ।
ଅନ୍ୟପକ୍ଷରେ ଟଙ୍କା ସୁରକ୍ଷିତ ଅବସ୍ଥାରେ ଫେରି ପାଇବା ପାଇଁ ମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିଲା । ବିଜେଡ଼ି ସାଂସଦମାନେ ମଧ୍ୟ ଦୁଇ ଦୁଇ ଥର ଅର୍ଥମନ୍ତ୍ରୀଙ୍କୁ ଭେଟି ମହାପ୍ରଭୁଙ୍କ ଟଙ୍କାର ସୁରକ୍ଷା ମାଗିଥିଲେ ।
ଇତିମଧ୍ୟରେ ୟେସ୍ ବ୍ୟାଙ୍କର ପୁନଃରୁଦ୍ଧାର ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବା ପରେ ଗତକାଲି ସଂଧ୍ୟାରୁ ୟେସ୍ ବ୍ୟାଙ୍କ କାରବାର ସ୍ୱାଭାବିକ ହୋଇଥିଲା । ଆଉ ସୁଧମୂଳ ସହ ମହାପ୍ରଭୁଙ୍କ ଟଙ୍କା ସୁରକ୍ଷିତ ଅବସ୍ଥାରେ ଫେରି ଆସିଛି ।
Previous Post

ମୋଦିଙ୍କ ପ୍ରଶଂସା: କରୋନା ମୁକାବିଲାରେ ନବୀନ ବାବୁ ଉଦାହରଣ, ଅନ୍ୟମାନେ ଅନୁସରଣ କରନ୍ତୁ

Next Post

କରୋନା ଭୟ: ପଞ୍ଜାବରେ ଫସିଥିବା ୬୯ ଓଡ଼ିଆ ଛାତ୍ରଛାତ୍ରୀ ଫେରିଲେ

Next Post
କରୋନା ଭୟ: ପଞ୍ଜାବରେ ଫସିଥିବା ୬୯ ଓଡ଼ିଆ ଛାତ୍ରଛାତ୍ରୀ ଫେରିଲେ

କରୋନା ଭୟ: ପଞ୍ଜାବରେ ଫସିଥିବା ୬୯ ଓଡ଼ିଆ ଛାତ୍ରଛାତ୍ରୀ ଫେରିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA