Tuesday, May 26, 2026 02:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମହାରଥୀଙ୍କ ଏ କି ରୂପ ?

by Our Correspondent
17 Jan, 2018- 09:15 PM
in Latest News, News
1 min read
0
ମହାରଥୀଙ୍କ ଏ କି ରୂପ ?
ଭୁବନେଶ୍ୱର: ବରିଷ୍ଠ ମନ୍ତ୍ରୀ ପ୍ରଦୀପ ମହାରଥୀ ଯାତ୍ରା ପାର୍ଟି ମାଲିକ ବେଶରେ ଆଜି ପ୍ରେସ୍ ମିଟ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ଚର୍ଚ୍ଚାର ବିଷୟ ହୋଇଛି । ଯାତ୍ରାକୁ ପ୍ରଶାସନର ଅସହଯୋଗ ଓ ବିନା କାରଣରେ ଯାତ୍ରା ପରିବେଷଣର ଅନୁମତି ଦିଆଯାଉନାହିଁ ବୋଲି ସଂଘର ସଭାପତି ସୌମ୍ୟରଂଜନ ପଟ୍ଟନାୟକଙ୍କ ମନ୍ତବ୍ୟ ସହ ସେ ସ୍ୱର ମିଳାଇଛନ୍ତି । ଏମିତି କିଛି କାରଣ ପାଇଁ ଯାତ୍ରା ପାର୍ଟିଗୁଡ଼ିକ କ୍ଷତିରେ ଚାଲୁଥିବା ସେ କହିବା ସହ ଯାତ୍ରା ପାର୍ଟି ବନ୍ଦ କରିଦେବା ଧମକକୁ ସମର୍ଥନ ଜଣାଇଛନ୍ତି ।
ପ୍ରଦୀପ ମହାରଥୀ କଳିଙ୍ଗ ଯାତ୍ରା ପାର୍ଟିର ମାଲିକ ହେଲେ ବି ସମ୍ପ୍ରତି ମନ୍ତ୍ରୀମଣ୍ଡଳର ଜଣେ ଓଜନଦାର ମନ୍ତ୍ରୀ । ପଞ୍ଚାୟତିରାଜ ଓ କୃଷି ବିଭାଗ ଭଳି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ । ମାତ୍ର ପ୍ରେସ୍ ମିଟରେ ସେ ଯାତ୍ରା ପାର୍ଟି ଭଳି ବ୍ୟବସାୟିକ ଅନୁଷ୍ଠାନର ପ୍ରତିନିଧିତ୍ୱ କରି ସରକାରଙ୍କୁ ପୁଳାଏ ବର୍ଷିଛନ୍ତି । କଥା ଉଠୁଛି, ପ୍ରେସ୍ ମିଟ କରିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଯାତ୍ରା ପାର୍ଟି ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ କି ? ସହଯୋଗୀ ସଂସ୍କୃତି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ କି ? ଖବର ଅନୁଯାୟୀ ମହାରଥୀ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କି ବିଭାଗୀୟ ମନ୍ତ୍ରୀଙ୍କ ନଜରକୁ ପୂର୍ବରୁ ଆଣିନାହାନ୍ତି । ଆଜି ହଠାତ ସଂଘର ପ୍ରେସ୍ ମିଟ୍ ରେ ସେ ହାଜର ହୋଇ ଯାତ୍ରା ପାର୍ଟି କ୍ଷତିରେ ଚାଲିବା ପଛରେ ସରକାରଙ୍କୁ ଦାୟୀ କରିଛନ୍ତି । ସଂଘର ସ୍ୱରରେ ସାମିଲ ନିଜକୁ ସାମିଲ କରିଛନ୍ତି ।
ଆଜିର ପ୍ରେସ୍ ମିଟ୍ ରେ ମହାରଥୀଙ୍କ ସମେତ୨୩ ଯାତ୍ରା ପାର୍ଟିର ମାଲିକ ଉପସ୍ଥିତ ଥିଲେ । ସଂଘର ସଭାପତି ସୌମ୍ୟରଂଜନ କହିଥିଲେ ଯାତ୍ରା ପାର୍ଟି ମାଲିକମାନେ ପ୍ରଚୁର ଅର୍ଥ ବ୍ୟୟ କରୁଛନ୍ତି, କିନ୍ତୁ ଆୟ କମ୍ ହେଉଛି । ସରକାରୀ କଟକଣା ଯୋଗୁଁ ଯାତ୍ରା ପାର୍ଟି କ୍ଷତି ସହୁଛି । ଫଳରେ ଯାତ୍ରାପାର୍ଟି ଚଳାଇବା ସମ୍ଭବ ନୁହେଁ । ଏଣୁ ଆଗାମୀ ସିଜନ୍ ରୁ ଯାତ୍ରା ପାର୍ଟି ବନ୍ଦ କରାଯିବ । ଏଥିଯୋଗୁଁ ୫ ହଜାର କଳାକାର ଜୀବିକା ହରାଇବେ ବୋଲି ସରକାରଙ୍କୁ ଚେତାବନୀ ଦେଇଥିଲେ ।
ତେବେ ଯାତ୍ରା ପାର୍ଟି ସଂଘର ଏଭଳି ନିଷ୍ପତ୍ତିକୁ ଅନେକ କଳାକାର ଓ ସାଧାରଣ ଲୋକ ନାପସନ୍ଦ କରିଛନ୍ତି । ସରକାରଙ୍କୁ ଏହା ବ୍ଲାକମେଲିଂ ବୋଲି ସେମାନେ କହିଛନ୍ତି । ଯାତ୍ରାପାର୍ଟିକୁ ସରକାର ଶିଳ୍ପର ମାନ୍ୟତା ଦେଇଥିବାରୁ ଟିକସ ରିହାତି ଦେଉଛନ୍ତି । ଯାତ୍ରାପାର୍ଟି ଲାଭ କ୍ଷତିର ସରକାରୀ ଅଡ଼ିଟ୍ ନାହିଁ । ମାଲିକମାନେ କେଉଁଠୁ ଟଙ୍କା ଆଣୁଛନ୍ତି, କେତେ ଖର୍ଚ୍ଚ ଆଉ ଲାଭ କରୁଛନ୍ତି ସରକାର ତାହାର ହିସାବ ରଖୁନାହାନ୍ତି । ଅଣସଂଗଠିତ କ୍ଷେତ୍ର ଯୋଗୁଁ କଳାକାରଙ୍କ ସୁରକ୍ଷା ପାଇଁ ମାଲିକ ବି ଦାୟିତ୍ୱ ନେଉନାହାନ୍ତି । ଅନ୍ୟପକ୍ଷରେ ମାଲିକମାନେ ପ୍ରଚୁର ଲାଭ ନିଶାରେ ଯାତ୍ରାର ରଙ୍ଗଢ଼ଙ୍ଗ ବଦଳେଇ ଦେଲେଣି । କପଡ଼ା ମଂଚ ଛାଡ଼ି ଷ୍ଟିଲ୍ ମଂଚ । ତିନି ତିନିଟା ପେଣ୍ଡାଲ୍ । ଶକ୍ତି କପୁର କି ଅମିଷା ପଟେଲଙ୍କ ଭଳି ଗଣ୍ଡା ଗଣ୍ଡା ହାଇପେଡ୍ ବଲିଉଡ଼ ଷ୍ଟାରଙ୍କୁ ଆଣି ସୋ’ ଆଉ ରେକର୍ଡ ଡ୍ୟାନ୍ସ ନାଁରେ ମୋଟା ଟଙ୍କାରେ ଡ୍ୟାନସର୍ ଙ୍କୁ ଆଣି ନଗ୍ନତାକୁ ପ୍ରଶୟ । ଏଥିପାଇଁ ପ୍ରଚୁର ବ୍ୟୟ ହେଲେ ତାହାର ଭରଣା ପାଇଁ ସରକାର କାହିଁକି ଦାୟୀ ରହିବେ ବୋଲି ଅନେକ ପ୍ରଶ୍ନ କରିଛନ୍ତି । ସରକାରୀ କଟକଣା ସମ୍ପର୍କରେ ସେମାନଙ୍କର ମତ ବି ସ୍ପଷ୍ଟ । ସ୍କୁଲ,କଲେଜ ପରୀକ୍ଷା ସମୟରେ କୌଣସି ଅଞ୍ଚଳରେ ଯାତ୍ରାପାର୍ଟିକୁ ଅନୁମତି ନ ଦେବା ଠିକ୍ କଥା ବୋଲି ସେମାନେ ମତ ଦେଇଛନ୍ତି । ବିଶିଷ୍ଟ କଳାକାର ଲୋକନାଥ ଲେଙ୍କା କହିଛନ୍ତି, ଯାତ୍ରା ଥିଲା, ରହିଛି ଏବଂ ରହିବ । ଯାତ୍ରାର ତରିକା ପରିବର୍ତ୍ତନ ହୋଇପାରେ । ହେଲେ ଏହା କେବେ ବନ୍ଦ ହେବନି ।
Previous Post

ଖୁସି ନା ହତାଶାର ଟୁଇଟ୍ ?

Next Post

ନବୀନଙ୍କ ସ୍ୱାସ୍ଥ୍ୟ ଗୁଜବ ପଛରେ ବୈଜୟନ୍ତ !

Next Post
ନବୀନଙ୍କ ସ୍ୱାସ୍ଥ୍ୟ ଗୁଜବ ପଛରେ ବୈଜୟନ୍ତ !

ନବୀନଙ୍କ ସ୍ୱାସ୍ଥ୍ୟ ଗୁଜବ ପଛରେ ବୈଜୟନ୍ତ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA