Friday, April 17, 2026 02:03 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୁକୁଙ୍କ ଡ୍ରିମ୍ କ୍ୟାବିନେଟ୍

by Our Correspondent
01 Aug, 2017- 10:25 AM
in Latest News, Politics
1 min read
0
ମୁକୁଙ୍କ ଡ୍ରିମ୍ କ୍ୟାବିନେଟ୍
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ୧୨୦ ଆସନ ପାଇଁ ଓଡ଼ିଶାରେ ସରକାର ଗଢ଼ିବ । ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଏହି ଘୋଷଣା କରିଯାଇଛନ୍ତି । ଅମିତ୍ ବେଫିକର୍ ହୋଇ ଏକଥା କହିନାହାନ୍ତି ଭିତରକୁ ଯାଇ ବାସ୍ତବ ଅଙ୍କ କଷିଛନ୍ତି ବୋଲି ଭାବୀ ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓରଫ୍ ମୁକୁ ଦମ୍ଭ ଦେଖାଇଛନ୍ତି । ଅମିତ୍ ଙ୍କ ଅଙ୍କ ଓ ମୁକୁଙ୍କ ଦମ୍ଭ ଏବେ ଆଗଧାଡ଼ିରେ ଦୃଶ୍ୟମାନ ହେଉଥିବା ରାଜ୍ୟ ବିଜେପି ନେତାଙ୍କ ନିଦ ହଜାଇ ଦେଇଛି । ମାତ୍ରାଧିକ ଉତ୍ସାହିତ ହୋଇ ଠାଣିବାଣି ବଦଳାଇ ଦେଇଛନ୍ତି । ଉତ୍ସାହିତ ମୁକୁଙ୍କ କ୍ୟାମ୍ପ ଏହି ଅବସରରେ ଭାବି କ୍ୟାବିନେଟ୍ ର ପରିକଳ୍ପନା କରିସାରିଲେଣି । ଖାତା କଲମରେ ସେମାନେ କ୍ୟାବିନେଟ୍ ର ରୂପରେଖ ପ୍ରସ୍ତୁତ କରିଛନ୍ତି । କିଏ କେଉଁ ବିଭାଗ ପାଇବେ ସେହି ତାଲିକା ମଧ୍ୟ ପ୍ରସ୍ତୁତି ହୋଇଛି । ମୁକୁ କ୍ୟାମ୍ପର୍ ଏହି ଡ୍ରିମ୍ କ୍ୟାବିନେଟ୍ ରୂପରେଖ ଏମିତି…

ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ- ଗୃହ, ସାଧାରଣ ପ୍ରଶାସନ, ପୂର୍ତ୍ତ ଓ ଜଳସମ୍ପଦ

ଭୃଗୁ ବକ୍ସିପାତ୍ର- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଶିଳ୍ପ, ସାଧାରଣ ଉଦ୍ୟୋଗ, ଗୃହ(ରାଷ୍ଟ୍ରପାହ୍ୟା)

ଗୋଲକ ମହାପାତ୍ର- କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ମତ୍ସ୍ୟ ଓ ପଶୁପାଳନ

ସମୀର ମହାନ୍ତି- ନଗର ଉନ୍ନୟନ ଓ ଗୃହ ନିର୍ମାଣ, ଯୋଜନା ଓ ସମନ୍ୱୟ

ସଜ୍ଜନ ଶର୍ମା- ମହିଳା ଓ ଶିଶୁକଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ

ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର- ସୂଚନା ଓ ଲୋକସମ୍ପର୍କ, ସଂସ୍କୃତି ଓ ପର୍ଯ୍ୟଟନ

କାଳିନ୍ଦି ସାମଲ- ଶକ୍ତି, ସଂସଦୀୟ ବ୍ୟାପାର ଓ ସାଧାରଣ ପ୍ରଶାସନ, ଦକ୍ଷତା ବିକାଶ

ବସନ୍ତ ପଣ୍ଡା- ଗ୍ରାମ୍ୟ ଉନ୍ନୟନ, ଅବକାରୀ, ଏମଏସଏମଇ

ସମୀର ଦେ- ସ୍ୱାସ୍ଥ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା

ପୃଥ୍ୱୀରାଜ ହରିଚନ୍ଦନ- ପଞ୍ଚାୟତିରାଜ, ପାନୀୟ ଜଳ ଓ ଆଇନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା

ଜଗନ୍ନାଥ ପ୍ରଧାନ- ଜଙ୍ଗଲ ଓ ପରିବେଶ, କ୍ରୀଡ଼ା ଓ ଯୁବସେବା

ବିନୋଦ ଦାଶ- ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା

ବିଶ୍ୱରଂଜନ ମଲ୍ଲିକ- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଇସ୍ପାତ ଓ ଖଣି

ଡ. ପ୍ରିୟବ୍ରତ ମାଝୀ- ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ କଲ୍ୟାଣ

ଜୟରାମ ପାଙ୍ଗୀ- ବାଣିଜ୍ୟ ଓ ପରିବହନ

ସରକାର ବାହାରେ ମିଡ଼ିଆ ମ୍ୟାନେଜମେଣ୍ଟ, ଦଳ ଓ ସରକାରଙ୍କ ପ୍ରଚାର ପ୍ରସାର ଭଳି କେତେକ ସ୍ୱତନ୍ତ୍ର ବିଭାଗ ରଖିବାକୁ ମୁକୁଙ୍କ କ୍ୟାମ୍ପ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଆଉଟ୍ ସୋର୍ସିଂରେ କିଛି ବରିଷ୍ଠ ସାମ୍ବାଦିକ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ କ୍ୟାବିନେଟ୍ ପାହ୍ୟାର ମର୍ଯ୍ୟାଦା ସହ ଏହି ଦାୟିତ୍ୱ ସମର୍ପି ଦେବାକୁ ଯୋଜନା ହୋଇଥିବା ବିଜେପି ମହଲରୁ ଜଣାପଡ଼ିଛି ।
Previous Post

ଧର୍ମେନ୍ଦ୍ର ଡର ! ଜୁଏଲ୍ ଙ୍କ ପାଇଁ ଓକିଲାତି କରିବାକୁ ବିଜେପିର ପଛଘୁଞ୍ଚା

Next Post

ବାଇଧରଙ୍କ ନିହାଣରେ ଯଯାତିକେଶରୀ

Next Post
ବାଇଧରଙ୍କ ନିହାଣରେ ଯଯାତିକେଶରୀ

ବାଇଧରଙ୍କ ନିହାଣରେ ଯଯାତିକେଶରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA