Thursday, April 30, 2026 08:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୁଖ୍ୟମନ୍ତ୍ରୀଙ୍କୁ ଛିଗୁଲେଇଲେ ମନ୍ତ୍ରୀ ଅଶୋକ ପଣ୍ଡା!

by Our Correspondent
26 Dec, 2019- 11:58 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କୁ ଛିଗୁଲେଇଲେ ମନ୍ତ୍ରୀ ଅଶୋକ ପଣ୍ଡା!
ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କର ଜଣେ ମନ୍ତ୍ରୀ ପରାମର୍ଶ ଆଳରେ ଛିଗୁଲେଇବେ ଏକଥା ବିଶ୍ୱାସ କରିହେଉ ନ ଥିଲେ ବି ସତ । ଗୁରୁବାର ବିଜେଡ଼ିର ପ୍ରତିଷ୍ଠା ଦିବସ ସମାରୋହ ମଞ୍ଚରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରିୟପାତ୍ର କୁହାଯାଉଥିବା ମନ୍ତ୍ରୀ ଅଶୋକ ପଣ୍ଡା ଏଭଳି ଦୁଃସାହାସ କରିଛନ୍ତି ।
ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇଥିବା ମନ୍ତ୍ରୀ ଅଶୋକ ପଣ୍ଡା ତାଙ୍କ ଭାଷଣରେ କୋଇଲା ରୟାଲିଟି ସଂଶୋଧନ ପ୍ରସଙ୍ଗ ଉଠାଇଥିଲେ । ଠିକ୍ ବର୍ଷକ ତଳେ ବିଜେଡ଼ି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଦେଇଥିବା ଭାଷଣକୁ ମନେ ପକାଇ ଦେଇଥିଲେ ।
ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ସେତେବେଳେ କଠୋର ଆଭିମୁଖ୍ୟ ପୋଷଣ କରିଥିଲେ । ‘ଜବାବ ମାଗୁଛି ଓଡ଼ିଶା’ ଜରିଆରେ ୯ଟି ପ୍ରଶ୍ନ ପଚାରିଥିଲେ । ୫ ନଂ ପ୍ରଶ୍ନଟି ଥିଲା କୋଇଲା ରୟାଲିଟି ସଂଶୋଧନ ଉପରେ । କୋଇଲା ନିଲାମରୁ ଓଡ଼ିଶା ୭୦ ହଜାର କୋଟି ଟଙ୍କା ପାଇବ ବୋଲି ଆକଳନ ହୋଇଥିଲା । ମାତ୍ର ୩ ବର୍ଷରେ ଓଡ଼ିଶାକୁ ମାତ୍ର ୩୭୦ କୋଟି ଟଙ୍କା ମିଳିଲା । ୨୦୧୫ରୁ କୋଇଲା ରୟାଲିଟି ସଂଶୋଧନ କରାଯାଇନାହିଁ । କେନ୍ଦ୍ର ସରକାର ଚାହିଁଲେ ୫ ମିନିଟ୍ ରେ ଏହି ନିଷ୍ପତ୍ତି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବର୍ଷକ ତଳର ମୁଖ୍ୟମନ୍ତ୍ରୀଙ୍କ ଭାଷଣକୁ ମନ୍ତ୍ରୀ ଅଶୋକ ପଣ୍ଡା ମନେ ପକାଇ କୋଇଲା ରୟାଲିଟି ସଂଶୋଧନ କେବେ ହେବ ତାହା କେନ୍ଦ୍ରକୁ ପଚାରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । କେନ୍ଦ୍ରର ବିଜେପି ସରକାର ଏବଂ ରାଜ୍ୟର ବିଜେଡ଼ି ସରକାର ମଧ୍ୟରେ ରାଜନୈତିକ ସମୀକରଣ ଏବେ କେଉଁ ସ୍ଥିତିରେ ଅଛି ତାହା ମନ୍ତ୍ରୀଙ୍କୁ ଭଲ ଭାବେ ଜଣାଥିଲେ ବି ଦଳୀୟ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଆଳରେ ଏହା ଛିଗୁଲେଇବା ସଦୃଶ ବୋଲି କୁହାଯାଉଛି । ତାଙ୍କ ମନ୍ତ୍ରୀଙ୍କର ଏଭଳି ପରାମର୍ଶ ମୁଖ୍ୟମନ୍ତ୍ରୀଙ୍କୁ ଅକଳରେ ପକାଇଥିବା ଲକ୍ଷ୍ୟ କରାଯାଇଥିଲା ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କେନ୍ଦ୍ରୀୟ ଅବହେଳା ସମ୍ପର୍କରେ ପଦୁଟିଏ ବି କହି ନ ଥିଲେ । ଯୋଉ ମୁଖ୍ୟମନ୍ତ୍ରୀ ବର୍ଷକ ତଳେ କେନ୍ଦ୍ର ବିରୋଧରେ କଠୋର ଥିଲେ ଏବେ ଚୁପ୍ ରହିବା ପଛର କାରଣ ରାଜନୈତିକ ମହଲରେ କାହାରିକୁ ଅଛପା ନାହିଁ । ସେଥିରେ ତାଙ୍କର ଜଣେ ମନ୍ତ୍ରୀ କୋଇଲା ରୟାଲିଟି ସଂଶୋଧନ ପ୍ରସଙ୍ଗ ଖାଲି ଉଖୁରେଇନାହାନ୍ତି । ବରଂ ପରାମର୍ଶ ଆଳରେ ଛିଗୁଲେଇଥିବାରୁ ମନ୍ତ୍ରୀଙ୍କ ଆଡକୁ ସମସ୍ତଙ୍କ ନଜର ଯାଇଛି ।
Previous Post

ବିଜେଡ଼ି କାହାର ଜାଗିରି ନୁହେଁ

Next Post

ନିଜେ ଫସିଲେ, ଦଳକୁ ଫସାଇଲେ

Next Post
ନିଜେ ଫସିଲେ, ଦଳକୁ ଫସାଇଲେ

ନିଜେ ଫସିଲେ, ଦଳକୁ ଫସାଇଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA