Monday, May 25, 2026 08:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁଖ୍ୟମନ୍ତ୍ରୀଙ୍କ ମରୁଡ଼ି ପ୍ୟାକେଜ୍

by Our Correspondent
15 Nov, 2018- 07:24 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କ ମରୁଡ଼ି ପ୍ୟାକେଜ୍
ଭୁବନେଶ୍ୱର: ରାଜ୍ୟର ମରୁଡ଼ି ପ୍ରଭାବିତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ପ୍ୟାକେଜ୍ ର ମୁଖ୍ୟାଂଶ ଗୁଡ଼ିକ ହେଲା..
– ୩୩% ବା ଅଧିକ ଫସଲ ହାନି ହୋଇଥିବା ଅଣଜଳସେଚିତ ଅଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା ମିଳିବ ୬,୮୦୦ ଟଙ୍କା । ନିଶ୍ଚିତ ଜଳସେଚିତ ଅଞ୍ଚଳ ଚାଷୀଙ୍କୁ ୧୩,୫୦୦ ଟଙ୍କା ଓ ବର୍ଷବ୍ୟାପୀ ଫସଲ ନିମନ୍ତେ ହେକ୍ଟର ପିଛା ୧୮,୦୦୦ ଟଙ୍କା ମିଳିବ । ପ୍ରତି ଚାଷୀଙ୍କୁ ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ଏହା ଦିଆଯିବ । ବର୍ଷବ୍ୟାପୀ ଫସଲ ନିମନ୍ତେ ସର୍ବନିମ୍ନ ୨,୦୦୦ଟଙ୍କା ଓ ଅନ୍ୟାନ୍ୟ ଫସଲ ନିମନ୍ତେ ସର୍ବନିମ୍ନ ୧,୦୦୦ଟଙ୍କା ହେକ୍ଟର ପ୍ରତି ଇନପୁଟ୍ ସବସିଡ଼ି ଦିଆଯିବ ।
– ଶତକଡ଼ା ୫୦ ଭାଗ ଓ ସର୍ବାଧିକ ୧୫,୦୦୦ ଟଙ୍କା ରିହାତିରେ ୩,୦୦୦ ଟି ୦.୫ ଏଚପି ର ପାଣିପମ୍ପ ଏବଂ ୯୦% ଓ ସର୍ବାଧିକ ୫୪,୦୦୦ ଟଙ୍କା ରିହାତିରେ ସୌର ଜଳନିଧି ଯୋଜନାରେ ୧,୦୦୦ଟି ସୌରଚାଳିତ ପାଣି ପମ୍ପ ଯୋଗାଇ ଦିଆଯିବ ।
– ୨୦୧୮-୧୯ ରବି ଋତୁରେ ୫୦% କିମ୍ବା ସର୍ବାଧିକ ୩,୮୦୦ ଟଙ୍କା ରିହାତିରେ ବ୍ୟାଟେରି ଚାଳିତ ସିଞ୍ଚନ ଯନ୍ତ୍ର ଓ ସର୍ବାଧିକ ୬୦୦ ଟଙ୍କା ରିହାତିରେ ୩,୦୦୦ ହସ୍ତଚାଳିତ ସିଞ୍ଚନ ଯନ୍ତ୍ର ପ୍ରଦାନ କରାଯିବ ।
– ପ୍ରଭାବିତ ଗ୍ରାମର ଅଚଳ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ମରାମତି କରାଯିବ ।
– ବିଦ୍ୟୁତ ସଂଯୋଗ ନ ଥିବା ଉଠାଜଳସେଚନ ପ୍ରକଳ୍ପ ଓ ସମସ୍ତ ଗଭୀର ନଳକୂପଗୁଡ଼ିକୁ ତୁରନ୍ତ ବିଦ୍ୟୁତ ସଂଯୋଗ କରାଯିବ ।
– ୩୩% କିମ୍ବା ଅଧିକ ଫସଲ ହାନି ହୋଇଥିବା ଅଞ୍ଚଳରେ ୨୦୧୮ରେ ଖରିଫରେ ଦିଆଯାଇଥିବା ସ୍ୱଳ୍ପ ଅବଧି ଋଣକୁ ମଧ୍ୟମ ଅବଧି ଋଣରେ ପରିବର୍ତ୍ତିତ ହେବ । ପରିବର୍ତ୍ତନ କରିବାର ତାରିଖ ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ।
– ଖରିଫ ମରୁଡ଼ି ପ୍ରଭାବିତ ଚାଷୀଙ୍କୁ ରବି ଋତୁ ପାଇଁ ନୂତନ ଫସଲ ଋଣ ଯୋଗାଇ ଦିଆଯିବ ।
– ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଫସଲ ବୀମା କରିଥିବା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ବୀମା ରାଶି ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଯିବ ।
– ୩୩% କିମ୍ବା ଅଧିକ ଫସଲ ହାନି ହୋଇଥିବା ଅଞ୍ଚଳରେ ଚାଷୀମାନଙ୍କର ଖଜଣା ଓ ଜଳକର ସମ୍ପୂର୍ଣ୍ଣ ଛାଡ଼ କରାଯିବ ।
– ମରୁଡ଼ି ପ୍ରଭାବିତ ଅଞ୍ଚଳର ସମସ୍ତ ସରକାରୀ ଓ ସରକାର ଅନୁଦାନପ୍ରାପ୍ତ ସ୍କୁଲ, କଲେଜଗୁଡ଼ିକର ଛାତ୍ରୀଛାତ୍ରୀମାନଙ୍କ ପରୀକ୍ଷା ଫିସ୍ ଓ ଟ୍ୟୁସନ୍ ଫିସ୍ ସମ୍ପୂର୍ଣ୍ଣ ଛାଡ଼ କରାଯିବ ।
Previous Post

ମିଶନ ଶକ୍ତି ଗ୍ରୁପ୍ କୁ ସ୍ମାର୍ଟ ଫୋନ୍

Next Post

ଦ୍ୱନ୍ଦରେ ଅପରାଜିତା ଷଡ଼ଙ୍ଗୀ !

Next Post
ଦ୍ୱନ୍ଦରେ ଅପରାଜିତା ଷଡ଼ଙ୍ଗୀ !

ଦ୍ୱନ୍ଦରେ ଅପରାଜିତା ଷଡ଼ଙ୍ଗୀ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA