Monday, May 25, 2026 11:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ମହିଳା କାର୍ଡ: ଏସଏଚଜି ଗ୍ରୁପ୍ କୁ ବିନା ସୁଧରେ ମିଳିବ ଋଣ

by Our Correspondent
05 Jan, 2019- 02:22 PM
in Latest News, News
1 min read
0
ନବୀନଙ୍କ ମହିଳା କାର୍ଡ: ଏସଏଚଜି ଗ୍ରୁପ୍ କୁ ବିନା ସୁଧରେ ମିଳିବ ଋଣ
ପୁରୀ: ଚାଷୀ ଓ ମହିଳାଙ୍କ ବିନା ସମର୍ଥନରେ ନିର୍ବାଚନ ଜିଣିବା ସହଜ ନୁହେଁ । ସମ୍ଭବତଃ ଏହାକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମହିଳାମାନଙ୍କ ପାଇଁ ଆଉ ଏକ ମନଲୋଭା ପ୍ୟାକେଜ୍ ଛାଡ଼ିଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବା ଏସଏଚଜି ଗ୍ରୁପ୍ କୁ ଏଣିକି ବିନା ସୁଧରେ ଋଣ ଦିଆଯିବ । ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ । ଏହାଦ୍ୱାରା ରାଜ୍ୟର ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ଉପକୃତ ହେବେ । ପୁରୀରେ ମିଶନ ଶକ୍ତି ମହାସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି । ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।
ପୁରୀ ମହାସମାବେଶରେ ମିଶନ୍ ଶକ୍ତି ମହିଳାମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । (୧) ନୂତନ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ୧୫ ହଜାର ଟଙ୍କା ସିଡ୍ ମନି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ । (୨) ପ୍ରତି ବ୍ଲକ୍ ସ୍ତରୀୟ ମହାସଂଘ ନିମନ୍ତେ ୨୫ ଲକ୍ଷ ଟଙ୍କାର ସହାୟତା ପାଣ୍ଠି ଓ ମୋବାଇଲ୍ ଫୋନ କିଣିବାକୁ ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ । ମହିଳାମାନଙ୍କ ଡିଜିଟାଲ୍ ସଶକ୍ତିକରଣ ପାଇଁ ଗତ ମେକ୍ ଇନ ଓଡ଼ିଶା କନକ୍ଲେଭ୍ ରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ ।(୩) ଅଙ୍ଗନବାଡ଼ି କର୍ମୀମାନଙ୍କୁ ୫୦୦ ଟଙ୍କା ଓ ସହାୟିକାମାନଙ୍କୁ ୨୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ।
ଏହି କାର୍ଯ୍ୟକ୍ରମରେ ମିଶନ୍ ଶକ୍ତିର ସଫଳ ମହିଳା ମହିଳାମାନେ ସେମାନଙ୍କର ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ । ସହଯୋଗୀ ମନ୍ତ୍ରୀ ଓ ବିଧାୟକମାନଙ୍କ ସହ ପାଖାପାଖି ୪୦ ମିନିଟ୍ ଧରି ମୁଖ୍ୟମନ୍ତ୍ରୀ ସେହି ସଫଳତାର କାହାଣୀକୁ ବେଶ୍ ଧ୍ୟାନ ର ସହ ଶୁଣିଥିଲେ ।
ମିଶନ ଶକ୍ତିର ଏହି ବିଶାଳ କାର୍ଯ୍ୟକ୍ରମରେ ମିଶନ ଶକ୍ତି ନିର୍ଦ୍ଦେଶିକା ତଥା କମିଶନର ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ସ୍ୱାଗତ ଭାଷଣ ଦେଇଥିଲେ । ମିଶନ ଶକ୍ତିର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସେ ସୂଚନା ଦେଇଥିଲେ । ମହିଳା ସମବାୟ ବିକାଶ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Previous Post

ଖାରବେଳଙ୍କ ମହାମେଣ୍ଟ ସଜବାଜ

Next Post

ଓଡ଼ିଶାରେ ବିଜେପିର କ୍ଷମତା ମୋହକୁ ମୋଦିଙ୍କ ଚଟକଣି !!

Next Post
ଓଡ଼ିଶାରେ ବିଜେପିର କ୍ଷମତା ମୋହକୁ ମୋଦିଙ୍କ ଚଟକଣି !!

ଓଡ଼ିଶାରେ ବିଜେପିର କ୍ଷମତା ମୋହକୁ ମୋଦିଙ୍କ ଚଟକଣି !!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA