Monday, May 25, 2026 11:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁହଁ ଖୋଲି ଫସିଲେ ପ୍ରଶାନ୍ତ

by Our Correspondent
06 Jan, 2018- 10:24 PM
in Latest News, News
1 min read
0
ମୁହଁ ଖୋଲି ଫସିଲେ ପ୍ରଶାନ୍ତ
ଭୁବନେଶ୍ୱର: ଗଧିଆଟି କୁକୁଡାର ବେକକୁ ଚାପି ଧରିଥିଲା । କୁକୁଡ଼ା ଗଧିଆକୁ ଅନୁରୋଧ କଲା ଆପଣ ଗୋଟେ ଗୀତ ଗାଆନ୍ତୁ । ଭଳିଗଲା ଗଧିଆ । ଗୀତ ଗାଇବା ପାଇଁ ମୁହଁ ଖୋଲୁ ଖୋଲୁ କୁକୁଡ଼ା ପାର୍ । ବିଚରା ଗଧିଆ ବୁଝିଲା ଯେ ମୁହଁ ଖୋଲିଲେ କେଡେ ବଡ଼ ବିପଦ । ମୁହଁ ଖୋଲି ସେମିତି ବିପଦରେ ପଡିଗଲେ ସିସୋର୍ ଚିଟଫଣ୍ଡ୍ ଅଭିଯୁକ୍ତ ପ୍ରଶାନ୍ତ ଦାଶ । ସାମ୍ବାଦିକମାନଙ୍କୁ ସାମ୍ନା କରି ଜେଲରେ ସେ ଭାବିଥିବା କଥାଗୁଡ଼ିକ ଗଳଗଳ କରି ଗାଇ ଦେଇଥିଲେ । କହିଥିଲେ, ସିସୋର ଏକ ଚିଟଫଣ୍ଡ୍ ସଂସ୍ଥା ନୁହେଁ । ନିଜକୁ ଏକ ବଡ଼ ଶିଳ୍ପପତି ଭାବେ ପ୍ରତିଷ୍ଠା କରିବାକୁ ଯାଇ ଏକଥା କହୁଥିଲେ ପ୍ରଶାନ୍ତ । ସେମିତି ମିଡ଼ ନାଇଟ୍ ଅପରେସନ ଓ ପରବର୍ତୀ ତାଙ୍କ ଗିରଫଦାରୀ ଉପରେ ଫୁଟାଣି ଢ଼ଙ୍ଗରେ ମୁହଁ ଖୋଲି ବିଜେଡ଼ିର ଅଜାଗା ଘା’ରେ ହାତ ମାରିଲେ । କହିଲେ, ମିଡ଼ନାଇଟ୍ ଅପରେସନ ପରେ ସୁନାମୀ ମାଡି ଆସିଥିଲା ।
ପ୍ରଶାନ୍ତ ବୁଝିବା ଉଚିତ ଥିଲା ସେ ଯେଉଁ ସୁନାମୀ ଆସିଥିଲା, ତାହା ଅତିକ୍ରାନ୍ତ । ଏବେ ସେ ବିଷୟରେ ଉଲ୍ଲେଖ କରିବାର ସମୟ ନୁହେଁ । “ଘରେ ଟିକେ ସମୟ କାଟିବି, ପରେ କଥାବାର୍ତା ହେବି’ ବୋଲି କହି ପ୍ରସଙ୍ଗକୁ ଟାଳି ନଦେଇ ଏତେ ବଡ଼ କାଣ୍ଡ ପରେ ବି ସଗର୍ବେ ନିଜକୁ ତୁଳସୀ ବୋଲି ପ୍ରମାଣିତ କରିବାକୁ ଚାହିଁଲେ । ଯାହାର ଫଳ ସେ ଭୋଗିଛନ୍ତି । ଯିଏ ଆସୁଆସୁ ଏତେ କଥା କହିଲାଣି, ସେ ଭବିଷ୍ୟତରେ ସରକାରଙ୍କୁ ଅଡୁଆରେ ପକାଇବାର ଆଶଙ୍କା ସୃଷ୍ଟି ହେଲା । ନୀରବ ରହି ଚିଟଫଣ୍ଡ ଅନ୍ୟ ଅଭିଯୁକ୍ତମାନେ ଆରାମରେ ଏବେ ବାହାରେ ବୁଲୁଥିବା ବେଳେ ବିଚରା ପ୍ରଶାନ୍ତ ମୁହଁ ଖୋଲି ଫସି ଗଲେ ।
ଗତକାଲି ଝାରପଡ଼ା ଜେଲରୁ ବାହାରି ଘରେ ଖୁସିମଜ୍ଜାରେ ରାତି କଟାଇଥିବା ପ୍ରଶାନ୍ତ ଦାସଙ୍କୁ ପୂର୍ବ ୱାରେଣ୍ଟ ବଳରେ ଆଜି ସକାଳୁ ସକାଳୁ ଢ଼େଙ୍କାନାଳ ପୁଲିସ ଉଠାଇନେଲା । ୫ ବର୍ଷ ତଳର ୩ ଟି ମାମଲାରେ ତାଙ୍କ ବିରୋଧରେ ୱାରେଣ୍ଟ ଥିବା ପୁଲିସ କହିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରିବା ପରେ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
Previous Post

ଏ କି ଚରିତ୍ର…

Next Post

ଚାପରେ ସୌମ୍ୟ, ମନ୍ତ୍ରୀ ନିର୍ବିକାର

Next Post
ଚାପରେ ସୌମ୍ୟ, ମନ୍ତ୍ରୀ ନିର୍ବିକାର

ଚାପରେ ସୌମ୍ୟ, ମନ୍ତ୍ରୀ ନିର୍ବିକାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA