Tuesday, June 30, 2026 08:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରଥ ନିର୍ମାଣ କାଲିଠୁ, ରଥଯାତ୍ରା ନିଷ୍ପତ୍ତି ପରେ

by Our Correspondent
04 May, 2020- 10:48 PM
in Latest News, News
1 min read
0
ରଥ ନିର୍ମାଣ କାଲିଠୁ, ରଥଯାତ୍ରା ନିଷ୍ପତ୍ତି ପରେ
ଭୁବନେଶ୍ୱର: ମହାମାରୀ କରୋନା ପାଇଁ ଅନିଶ୍ଚିତତା ଭିତରେ ଥିବା ଚଳିତବର୍ଷର ରଥଯାତ୍ରାକୁ ନେଇ ଆଶା ଆଶଙ୍କା ଲାଗି ରହିଥିବା ବେଳେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ପୁରୀ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ରଥ ନିର୍ମାଣ କାର୍ଯ୍ୟ ହେବ ବୋଲି କୁହାଯାଇଛି ।
ଗଜପତି ମହାରାଜାଙ୍କ ସୂଚନା ଅନୁଯାୟୀ, କୌଣସି ଧର୍ମୀୟ ଉତ୍ସବ, ସଭାସମିତି ଉପରେ କଟକଣା ରହିଛି । ମାତ୍ର ପୁରୀ ଗ୍ରୀନ୍ ଜୋନ୍ ରେ ରହିଥିବାରୁ ରଥ ନିର୍ମାଣ କାର୍ଯ୍ୟ ଏଥିରେ ଅନ୍ତର୍ଭୁକ୍ତ ହେଉନାହିଁ । କାରଣ ଏହା ଧାର୍ମିକ ପର୍ବ ନୁହେଁ, ବରଂ ସମ୍ପୂର୍ଣ୍ଣ ଭାବେ ଏକ ନିର୍ମାଣ କାର୍ଯ୍ୟ । ତେବେ ରଥଯାତ୍ରା ହେବ କି ନାହିଁ ଲକଡାଉନ୍ ପରିସ୍ଥିତିକୁ ଚାହିଁ ସରକାର ନିଷ୍ପତ୍ତି ନେବେ । କରୋନା ଭଳି ଭୟଙ୍କର ସଙ୍କଟ ପରିସ୍ଥିତିରେ ଲୋକଙ୍କ ଜୀବନ ସୁରକ୍ଷା ବଡ଼କଥା । ତେଣୁ ପରିସ୍ଥିତି ବାଧ୍ୟ କଲେ ରଥଯାତ୍ରା ହୋଇ ନ ପାରେ । ତାହାକୁ ସମସ୍ତେ ଗ୍ରହଣ କରିବା ଉଚିତ୍ ।
ଗଜପତି କହିଛନ୍ତି, ରଥଯାତ୍ରାର ୨ ମାସ ପୂର୍ବରୁ ରଥ ନିର୍ମାଣ ହୋଇଥାଏ । ଚଳିତବର୍ଷ କରୋନା ପାଇଁ ରଥ ନିର୍ମାଣରେ ବିଳମ୍ବ ହୋଇଛି । ପୁରୀ ଜିଲ୍ଲା ଗ୍ରୀନ୍ ଜୋନ୍ ରେ ଅର୍ନ୍ତଭୁକ୍ତ ହେବା ସହ ରଥଖଳା ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ହୋଇ ନ ଥିବାରୁ ରଥ ନିର୍ମାଣ କାର୍ଯ୍ୟ ହୋଇପାରିବ । ଏହା ରାଜ୍ୟ ସରକାରଙ୍କୁ ଜଣାଇବାକୁ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି ।
ଋଥ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଛି ସତ ହେଲେ ଏବେଠୁ ଆରମ୍ଭ କଲେ ରଥ କାମ ସରିପାରିବ । ରାଜ୍ୟ ସରକାର ପରିସ୍ଥିତିକୁ ଦେଖି ଯାହା ନିଷ୍ପତ୍ତି ନେବେ ଆମେ ତାହା ଗ୍ରହଣ କରିବୁ ବୋଲି ଗଜପତି କହିଛନ୍ତି ।
Previous Post

କଡ଼ା ହେଲା କଟକଣା: ସଂଧ୍ୟା ୭ରୁ ସକାଳ ୭ ଘରୁ ବାହାରିବା ମନା

Next Post

ଆଉ ବସ୍ ନୁହେଁ, ସୁରତରୁ ଟ୍ରେନ୍ ରେ ଫେରିବେ ପ୍ରବାସୀ

Next Post
ଆଉ ବସ୍ ନୁହେଁ, ସୁରତରୁ ଟ୍ରେନ୍ ରେ ଫେରିବେ ପ୍ରବାସୀ

ଆଉ ବସ୍ ନୁହେଁ, ସୁରତରୁ ଟ୍ରେନ୍ ରେ ଫେରିବେ ପ୍ରବାସୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA