Thursday, May 7, 2026 04:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରହସ୍ୟ! ବିଜେଡ଼ି ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

by Our Correspondent
09 Dec, 2017- 03:21 PM
in Latest News, News
1 min read
0
ରହସ୍ୟ! ବିଜେଡ଼ି ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ୱର: ବିଜେଡ଼ି ନେତ୍ରୀ ସଂଯୁକ୍ତା ମହଲ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବ୍ଲେଡ୍ ରେ ନିଜ ବାମ ହାତ କାଟି ସେ ଆତ୍ମହତ୍ୟା ଉଦ୍ୟମ କରିବାରୁ ଗୁରୁତର ଆହତ ହୋଇଛନ୍ତି । ଗତକାଲି ରାତିରେ ଏହି ଘଟଣା ଘଟିବା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଘରକୁ ଛାଡ଼ି ଦିଆଯାଇଛି । ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ପାଦିକା ଥିବା ସଂଯୁକ୍ତାଙ୍କୁ ଗତକାଲି ତାଙ୍କ ପଦରୁ ଅଚାନକ ଅବ୍ୟାହତି ଦିଆଯାଇଥିବାରୁ ସେ ମ୍ରିୟମାଣ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି । ଆତ୍ମହତ୍ୟା ଉଦ୍ୟମର ରୁଟ୍ କୁହାଯାଉଥିବା ଦଳୀୟ କାର୍ଯ୍ୟାନୁଷ୍ଠାନ ପଛରେ ପାରିବାରିକ କନ୍ଦଳ ନା ଅନ୍ୟ କିଛି ତାହାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି ।
ସୂଚନାଯୋଗ୍ୟ, ସଂଯୁକ୍ତା ମହଲଙ୍କ ବିରୋଧରେ ତାଙ୍କ ମାଆ ନମିତା ପାତ୍ର, ଭଉଣୀ ରଶ୍ମିତା ବେହେରା ଏବଂ ନଣନ୍ଦ ଶୁଭସ୍ମିତା ପାତ୍ର ଗତ ୬ ତାରିଖରେ ଏକ ପ୍ରେସମିଟ୍ କରି ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହାପରେ ସଂଯୁକ୍ତାଙ୍କ ପାରିବାରିକ କନ୍ଦଳ ସାମନାକୁ ଆସିଥିଲା । ତେବେ ସଂଯୁକ୍ତା ଏହାକୁ ଖଣ୍ଡନ କରିଥିଲେ । ମାତ୍ର ଗତକାଲି ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ରାଜେନ୍ଦ୍ର ପ୍ରସାଦ ସିଂଙ୍କ ଅଧ୍ୟକ୍ଷତାରେ ରାଜ୍ୟ କର୍ମକର୍ତ୍ତା ବୈଠକ ବସି ସଂଯୁକ୍ତାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେବାକୁ ନିଷ୍ପତ୍ତି ହୋଇଥିଲା । ତାଙ୍କ ପାରିବାରିକ କନ୍ଦଳର କୁପ୍ରଭାବ ସଂଗଠନ ଉପରେ ପଡୁଥିବାରୁ ଶ୍ରୀମତୀ ମହଲଙ୍କୁ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇ ଅବ୍ୟାହତି ଦିଆଯାଇଥିଲା । ଏହି ନିଷ୍ପତ୍ତି ଜାଣିବା ପରେ ସଂଯୁକ୍ତା ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି । ପାରିବାରିକ କଳହର ଦୋଷ ଲଦି ତାଙ୍କୁ ଅଯଥାରେ ବଦନାମ କରାଯାଉଛି ବୋଲି ସେ କହିଛନ୍ତି ।
ବିଜେଡ଼ି ମହିଳା ମୋର୍ଚ୍ଚାର ଉପସଭାପତି ସାଙ୍ଗକୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ପାଦିକା ଥିଲେ ସଂଯୁକ୍ତା ମାହାଲ୍ । ବିଜୁ ଶ୍ରମିକ ସାମ୍ମୁଖ୍ୟ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମଧ୍ୟ ମହିଳା ମୋର୍ଚ୍ଚା ଦାୟିତ୍ୱରୁ ଦଳ ତାଙ୍କୁ ହଟାଇ ନାହିଁ । ମାତ୍ର ବିଜୁ ଶ୍ରମିକ ଦାୟିତ୍ୱ ହରାଇ ସେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ବିଜେଡ଼ି ମହଲରୁ ମିଳିଥିବା ସୂଚନା ଅନୁଯାୟୀ, ସଂଯୁକ୍ତାଙ୍କ ପାରିବାରିକ ସମସ୍ୟା ବାଦ୍ ତାଙ୍କ କାର୍ଯ୍ୟକଳାପକୁ ନେଇ ଦଳର କିଛି ମହଲରେ ଅସନ୍ତୋଷ ରହିଥିଲା । ବିଏମସିର ଅଧିକାଂଶ କର୍ପୋରେଟର ତାଙ୍କ କାର୍ଯ୍ୟକଳାପ ଉପରେ ଆପତ୍ତି ଉଠାଇବା ପରେ ଏହାର ତଦନ୍ତ ହୋଇଥିଲା । ଏହି ଘଟଣା ସହ ତାଙ୍କ ଉପରେ ଦଳୀୟ(ବିଜୁ ଶ୍ରମିକ ସାମ୍ମୁଖ୍ୟ) କାର୍ଯ୍ୟାନୁଷ୍ଠାନର ସମ୍ପର୍କ ଥିବା ସନ୍ଦେହ କରାଯାଉଛି । ଘଟଣାର ରହସ୍ୟ ପଛରେ ଦଳର ଜଣେ କୁହାଳିଆ ନେତା ତଥା ମୁଖପାତ୍ରଙ୍କ ଭୂମିକା ଚର୍ଚ୍ଚାକୁ ଆସିଛି ।
Previous Post

ମନ ପାଉନାହାନ୍ତି ବିଧାୟକଦଳ !

Next Post

ଯାହା ନାହିଁ କାଳେବେଳେ..ନଗଡ଼ାରେ ଜନ୍ମଦିନ ପାଳିଲେ ଘଡ଼ାଇ

Next Post
ଯାହା ନାହିଁ କାଳେବେଳେ..ନଗଡ଼ାରେ ଜନ୍ମଦିନ ପାଳିଲେ ଘଡ଼ାଇ

ଯାହା ନାହିଁ କାଳେବେଳେ..ନଗଡ଼ାରେ ଜନ୍ମଦିନ ପାଳିଲେ ଘଡ଼ାଇ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA