Friday, May 1, 2026 12:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଗ ଶୁଝାଇଲେ ସୁଲୋଚନା

by Our Correspondent
28 Oct, 2017- 12:34 AM
in Latest News, Politics
1 min read
0
ରାଗ ଶୁଝାଇଲେ ସୁଲୋଚନା
ଭୁବନେଶ୍ୱର: ଗତ ମେ ମାସରେ ଦାମୋଦର ରାଉତ ଓ ସୁଲୋଚନା ଦାସଙ୍କ ମଧ୍ୟରେ କଳି ହୋଇଥିଲା । ଏକ ଟିଭି ବିତର୍କରେ ଦାମଙ୍କ ସହ ତତ୍କାଳୀନ କଂଗ୍ରେସ ମୁଖପାତ୍ର ସୁଲୋଚନା ଭାଗ ନେଉଥିଲା ବେଳେ ଦାମ ତାଙ୍କୁ ରୁଚିହୀନ କଥା କହିଥିଲେ । ଟିଭି ବିତର୍କକୁ ଆସିବା ପୂର୍ବରୁ ହୋମୱାର୍କ କରି ଆସ ବୋଲି ଆଗେ ପରାମର୍ଶ ଦେଇଥିଲେ । ପରେ କହିଥିଲେ, ତମେ କେମିତି ଓ କାହାକୁ ସନ୍ତୁଷ୍ଟ କରି କଂଗ୍ରେସର ମୁଖପାତ୍ର ହୋଇଛ ତାହା ମୁଁ ଜାଣେ । ଦାମଙ୍କ ଏଭଳି ମନ୍ତବ୍ୟକୁ ନେଇ ମହିଳା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଥିଲା । ଦାମଙ୍କ ବହିଷ୍କାର ଦାବି କରିଥିଲା । ମାଷ୍ଟରକ୍ୟାଣ୍ଟିନ୍ ରେ ଦାମଙ୍କ କୁଶପୁତ୍ତଳିକା ଦାହ କରିଥିଲା । ଦାମଙ୍କୁ ବୁଢ଼ା ଓ ମେଣ୍ଟାଲି ଡିଷ୍ଟ୍ରବ ବୋଲି ସୁଲୋଚନା ଆକ୍ଷେପ କରିଥିଲେ ।
ଏବେ ଦାମ ବିଜେପିର ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଛନ୍ତି । ଲେଖାଶ୍ରୀ ତାଙ୍କୁ ଶିଖଣ୍ଡି କହିଥିବାରୁ ଜବାବରେ ଦାମ ତାଙ୍କୁ ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି ବୋଲି ଆକ୍ଷେପ କରିଛନ୍ତି । ଏହାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଦାମଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଛି । ଦାମଙ୍କ ମନ୍ତବ୍ୟକୁ ଦଳ ଭିତରୁ ମଧ୍ୟ ଅନେକ ନେତା ନାପସନ୍ଦ କରିଛନ୍ତି । ଦଳର ମୁଖପାତ୍ର ସୁଲୋଚନା ଦାସଙ୍କୁ ତାଙ୍କର ପୁରୁଣା ରାଗ ସୁଝାଇବା ପାଇଁ ବଡ଼ିଆ ମଉକା ମିଳିଯାଇଛି । ଶୁକ୍ରବାର ସଂଧ୍ୟାରେ ଏକ ଟିଭି ଚାନେଲ ବିତର୍କରେ ତାଙ୍କୁ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହ ଗୋଟିଏ ପ୍ୟାନେଲ୍ ରେ ଦେଖିବାକୁ ମିଳିଥିଲା । ସୁଲୋଚନା ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେଲେ ସତ ହେଲେ ଦାମଙ୍କ ସପକ୍ଷରେ ପଦୁଟିଏ କହିଲେନି । ଓଲଟି ଦାମଙ୍କୁ ମହିଳାମାନଙ୍କ ପ୍ରତି ଅଭ୍ୟାସଗତ ଅରୁଚିକର ମନ୍ତବ୍ୟପ୍ରଦାନକାରୀ ବୋଲି କହିଲେ । ଅତୀତରେ ମତେ ବି ଦାମବାବୁ ଏଭଳି କହିଥିଲେ ବୋଲି ଲେଖାଶ୍ରୀଙ୍କୁ ମନେ ପକାଇ ସମବେଦନା ଜଣାଇଥିଲେ । ସ୍ପଷ୍ଟ କରିଥିଲେ, ଦାମଙ୍କ ମନ୍ତବ୍ୟକୁ ବିଜେଡ଼ି ସମର୍ଥନ କରୁନି । ବିଜେଡ଼ିକୁ ନୂଆ ଆସି ମୁଖପାତ୍ର ପଦ ମଣ୍ଡନ କରିଥିବା ସୁଲୋଚନାଙ୍କର ଏହି ମନ୍ତବ୍ୟ ଉପରେ ଦାମଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
Previous Post

ଗୁରୁଙ୍କ ବାଟରେ ଲେଖା

Next Post

୯୦ ଭାଗ ଲୋକ ଜାଣନ୍ତିନି ଧର୍ମେନ୍ଦ୍ର କିଏ

Next Post
୯୦ ଭାଗ ଲୋକ ଜାଣନ୍ତିନି ଧର୍ମେନ୍ଦ୍ର କିଏ

୯୦ ଭାଗ ଲୋକ ଜାଣନ୍ତିନି ଧର୍ମେନ୍ଦ୍ର କିଏ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA