Friday, May 8, 2026 10:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରେଳ ପାଇଁ ଦାବି ୫ ହଜାର କୋଟି

by Our Correspondent
05 Jan, 2016- 05:53 PM
in News
1 min read
0
ରେଳ ପାଇଁ ଦାବି ୫ ହଜାର କୋଟି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା) ଏଥର ରେଳ ବଜେଟ୍‍ରେ ଓଡ଼ିଶା ପାଇଁ ୫ ହଜାର କୋଟିର ଦାବି ପ୍ରସ୍ତୁତ କରିଛି ବିଧାନସଭାର ଗୃହ କମିଟି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟି ୬ ତାରିଖରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟି ଏହି ଦାବି ରଖିବ । ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ କ୍ରମାଗତ ଭାବେ ଅବହେଳା କରାଯାଉଛି । ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଓଡ଼ିଶା ରେଳବାଇକୁ ସର୍ବାଧିକ ରାଜସ୍ୱ ୧୪ ହଜାର କୋଟି ଦେଉଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଅଣଦେଖା ରହୁଛି । ଗୃହ କମିଟି ପ୍ରସ୍ତୁତ କରିଥିବା ସ୍ମାରକପତ୍ରରେ ଏସବୁ ବିଷୟ ଉଲ୍ଲେଖ କରାଯାଇଛି । ଚାଲୁ ରହିଥିବା ରେଳ ପ୍ରକଳ୍ପଗୁଡ଼ିକ ପାଇଁ ଅର୍ଥ ବରାଦ କରିବା, ବିଦୁ୍ୟତୀକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ତଥା ରେଳ ଷ୍ଟେସନ୍‍ ଗୁଡ଼ିକର ଆଧୁନିକୀକରଣ ପାଇଁ ବଜେଟ୍‍ ରେ ଅର୍ଥବରାଦ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇବ ଗୃହ କମିଟି । ମଙ୍ଗଳବାର ଦିନ ଗୃହ କମିଟି ବୈଠକରେ ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଓଡ଼ିଶାର ଦାବି ମଧ୍ୟରେ ରହିଛି ଦୋହରିକରଣ ଓ ତୃତୀୟ ରେଳ ଲାଇନ୍‍ ପାଇଁ ୨୨୭୦ କୋଟି, ୫ ଟି କାର୍ଯ୍ୟକାରୀ ପ୍ରକଳ୍ପ ପାଇଁ ୧୦୫୦ କୋଟି, ୯ ଟି ନୂଆ ପ୍ରକଳ୍ପ ପାଇଁ ୪୦୦ କୋଟି, ବିଦୁ୍ୟତିକରଣ ପାଇଁ ୩୩୫ କୋଟି, ଯାତ୍ରୀଙ୍କ ସ୍ୱାଚ୍ଛନ୍ଦ୍ୟ ପାଇଁ ୩୫୦ କୋଟି, ସ୍ପେଶାଲ୍‍ ଭେହିକିଲ୍‍ ପରପସ୍‍ ପାଇଁ ୨୦୦ କୋଟି. ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍‍ ପାଇଁ ୩୦୦ କୋଟି, ଅନୁଗୁଳ-ସୁକିନ୍ଦା ପାଇଁ ୨୦୦ କୋଟି, ତାଳଚେର-ବିମଳାଗଡ଼ ପାଇଁ ୩୫୦ କୋଟି ଏବଂ ହରିଦାସପୁର-ପାରାଦ୍ୱୀପ ପାଇଁ ୧୦୦ କୋଟିର ବଜେଟ୍‍ କରିବାକୁ ଦାବି ରଖାଯିବ ।

Previous Post

କାହାକୁ କରିବା ଗୁହାରି ?

Next Post

ରତ୍ନର ମାୟା, ସବୁ ଜାଣି ବି ବାୟା

Next Post
ରତ୍ନର ମାୟା, ସବୁ ଜାଣି ବି ବାୟା

ରତ୍ନର ମାୟା, ସବୁ ଜାଣି ବି ବାୟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA