Wednesday, April 29, 2026 11:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଲୋକେ ଘରୁ ନ ବାହାରିବାକୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ

by Our Correspondent
24 Mar, 2020- 05:56 PM
in Latest News, News
1 min read
0
ଲୋକେ ଘରୁ ନ ବାହାରିବାକୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: “ମୁଁ ମୋ ପିଲାଛୁଆ ବାପା ମାଆଙ୍କ ନାମରେ ଶପଥ କରି କହୁଛି ଯେ ମୁଁ ବର୍ତ୍ତମାନ ସମୟରେ ବାହାରକୁ ଯିବି ନାହିଁ । ବାହାରକୁ ଗଲେ କରୋନା ଭାଇରସ୍ ମୋ ସାଥୀରେ ମୋ ଘରକୁ ଆସିପାରେ ଏବଂ ମୋ ପରିବାରର କ୍ଷତି କରିପାରେ । ତେଣୁ ମୁଁ ଏବେ ବାହାରକୁ ଯିବି ନାହିଁ । ଯଦି ଜରୁରୀ କାମରେ ଯିବି ତେବେ ଫେରିବା ସମୟରେ ସାବୁନ୍ ରେ ଭଲ ଭାବରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇ ଘରକୁ ପଶିବି । କରୋନା ଭାଇରସ୍ କୁ କେବେ ବି ମୋ ଘରେ ପଶିବାକୁ ଦେବି ନାହିଁ । ମୋର ପରିବାର ପାଇଁ ବିପଦର କାରଣ ହେବି ନାହିଁ ।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅତ୍ୟନ୍ତ ଆବେଗଭରା ନିବେଦନରେ ଓଡ଼ିଶାବାସୀଙ୍କୁ ଏହି ଶପଥ କରାଇଛନ୍ତି । ‘ମୋ ଜୀବନ କାର୍ଯ୍ୟକ୍ରମ’ ଅଂଶ ଭାବେ ପ୍ରତିଦିନ ଏହି ଶପଥପାଠ କରିବାକୁ ପ୍ରତ୍ୟେକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ନିଜ ଘରର ଏଣ୍ଟ୍ରାନସ୍ ରେ ଏହି ଶପଥପାଠ ଲଗାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ଏହାର ଭିଡ଼ିଓ କରି ସୋସିଆଲ୍ ମିଡ଼ିଆରେ ତାଙ୍କ ପାଖକୁ ପଠାଇବାକୁ ଅନୁରୋଧ କରିଛନ୍ତି ।
ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି,
କରୋନା ଭାଇରସ୍ ବିଷୟରେ ଆପଣମାନେ ଭଲ ଭାବେ ଜାଣି ସାରିଲେଣି । ଚୀନ୍ ରେ ଥିଲା, ବହୁତ ଦୂରରେ ଥିଲା । ଆମେରିକା ଓ ୟୁରୋପ୍ ରେ ଥିଲା, ବହୁତ ଦୂରରେ ଥିଲା । ପରେ ଇରାନ୍ କୁ ଆସିଲା । ଦିଲ୍ଲୀରେ ବି ପହଞ୍ଚିଲା । ଏବେ ଏହି ଭାଇରସ୍ ଆମ ଘର ପାଖରେ ପହଞ୍ଚୁଛି ।
ଆମ ନିଜ ଭଲ ପାଇଁ, ନିଜ ପରିବାରର ଭଲ ପାଇଁ ଆମର ଦାୟିତ୍ୱ ହେଉଛି ଆମେ ଏହି ଭାଇରସ୍ କୁ ଘରେ ପଶିବାକୁ ଦେବା ନାହିଁ । ସେଥିପାଇଁ ଏ ଲକ୍ ଡାଉନ୍ । ଗତ ୨୦ ବର୍ଷର ସେବା ମଧ୍ୟରେ ମୁଁ ମୋ ପ୍ରିୟ ଓଡ଼ିଶାବାସୀଙ୍କ ନିକଟରେ ଅନେକ ଅନୁରୋଧ ରଖିଛି । ଆପଣମାନେ ସବୁ ଅନୁରୋଧକୁ ପାଳନ କରୁଛନ୍ତି । ଏଥିପାଇଁ ମୁଁ ଆପଣମାନଙ୍କ ନିକଟରେ ଋଣୀ ।
ଆଜି ମୁଁ ଯେଉଁ ଅନୁରୋଧ ରଖୁଛି ତାହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆଜି ମୁଁ ଆପଣଙ୍କ ନିକଟରେ ‘ମୋ ଜୀବନ କାର୍ଯ୍ୟକ୍ରମ’ ରଖୁଛି । ଆପଣ ଓ ଆପଣଙ୍କ ପରିବାରର ସୁରକ୍ଷା ଆପଣଙ୍କ ହାତରେ । କରୋନା ଭାଇରସ୍ ଆପଣଙ୍କ ଆସିବା ନ ଆସିବା ଆପଣଙ୍କ ବ୍ୟବହାର ଉପରେ ନିର୍ଭର କରୁଛି । ଆପଣ ସାବଧାନ ରହିଲେ ଏହା ଆପଣଙ୍କ ଘର ଭିତରକୁ ପଶି ପାରିବ ନାହିଁ ।
ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାର ଶେଷରେ କହିଛନ୍ତି,
ମୋର ପ୍ରିୟ ଓଡ଼ିଶାବାସୀ, ଆପଣମାନେ ମୋର ଏହି ଅନୁରୋଧ ରଖନ୍ତୁ । ଘରେ ରହନ୍ତୁ । ପରିବାରକୁ ବଞ୍ଚାନ୍ତୁ । ବହୁତ ବହୁତ ଅନୁରୋଧ । ନମସ୍କାର ।
Previous Post

ଆଇଟି, ଜିଏସଟି ରିଟର୍ଣ୍ଣ ଅବଧି ଜୁନ୍ ୩୦କୁ ବଢ଼ିଲା

Next Post

ମନ୍ତ୍ରୀଙ୍କ ପରାମର୍ଶ: କ୍ଷୀର ପିଅନ୍ତୁ, କରୋନା ବିରୋଧରେ ଲଢ଼ନ୍ତୁ

Next Post
ମନ୍ତ୍ରୀଙ୍କ ପରାମର୍ଶ: କ୍ଷୀର ପିଅନ୍ତୁ, କରୋନା ବିରୋଧରେ ଲଢ଼ନ୍ତୁ

ମନ୍ତ୍ରୀଙ୍କ ପରାମର୍ଶ: କ୍ଷୀର ପିଅନ୍ତୁ, କରୋନା ବିରୋଧରେ ଲଢ଼ନ୍ତୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA