Tuesday, May 26, 2026 09:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶ୍ରୀଜୀଉଙ୍କ ଅପେକ୍ଷାରେ ସ୍ନାନବେଦୀ

by Our Correspondent
04 Jun, 2020- 10:25 PM
in Latest News, News
1 min read
0
ଶ୍ରୀଜୀଉଙ୍କ ଅପେକ୍ଷାରେ ସ୍ନାନବେଦୀ
ପୁରୀ: ଶୁକ୍ରବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ବିନା ଭକ୍ତରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସ୍ନାନଯାତ୍ରା । କରୋନା ଲକ୍ ଡାଉନ୍ ଭିତରେ ଶ୍ରୀଜୀଉଙ୍କ ବିଧି ଶୃଙ୍ଖଳାର ସହ ପାଳନ ପାଇଁ ପ୍ରସ୍ତୁତି ସରିଯାଇଛି । ଏବର୍ଷ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଭକ୍ତ ସ୍ୱଚକ୍ଷୁରେ ନ ଦେଖି ଟିଭିରେ ଲାଇଭ୍ ଦେଖିବେ ।
ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୧ଟାରୁ ୪ଟା ମଧ୍ୟରେ ତିନି ଠାକୁରଙ୍କ ପହଣ୍ଡି ହେବ । ପରମ୍ପରାରେ ରତ୍ନ ସିଂହାସନରୁ ଓହ୍ଲାଇ ଧାଡ଼ି ପହଣ୍ଡିରେ ଆସି ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ତା’ ପରେ ବଡ଼ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଏବଂ ସବା ଶେଷରେ ଆସିବେ ମହାପ୍ରଭୁ ଜଗନ୍ନାଥ ।
ଭୋର୍ ୪.୩୦ରେ ମଙ୍ଗଳ ଆଳତି ଏବଂ ସକାଳ ୭.୩୦ ରୁ ୯.୩୦ ମଧ୍ୟରେ ଜଳବିଜେ ଓ ସ୍ନାନବିଧି ସମ୍ପନ୍ନ ହେବ । ଦିନ ସାଢ଼େ ୧୦ଟାରେ ଛେରାପହଁରା ନୀତି ଏବଂ ମଧ୍ୟାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ହେବ ଶ୍ରୀଜୀଉମାନଙ୍କର ହାତୀବେଶ । ବାହୁଡ଼ା ପହଣ୍ଡି ସଂଧ୍ୟା ୫ଟାରୁ ରାତି ୮ଟା ମଧ୍ୟରେ ସମ୍ପନ୍ନ କରାଯିବ । ସାହାଣମେଲା ଦର୍ଶନ ବନ୍ଦ ରହିବ ।
ସ୍ନାନଯାତ୍ରାରେ ଭକ୍ତଙ୍କ ଅନୁପସ୍ଥିତି ଓ ସାମାଜିକ ଦୂରତା ବଜାୟ ରଖିବା ଲାଗି ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସମ୍ପୂର୍ଣ୍ଣ ବଡଦାଣ୍ଡକୁ ବାରିକେଡ୍ କରାଯାଇଛି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଏବଂ ବଡ଼ଦାଣ୍ଡରେ ୩୮ ପ୍ଲାଟୁନ୍ ଫୋର୍ସଙ୍କୁ ମୁତୟନ କରାଯାଇଛି । ୨ ଜଣ କମାଣ୍ଡାଣ୍ଟ, ୬ ଜଣ ଅତିରିକ୍ତ ଏସପି ଏବଂ ୪୪ ଜଣ ଇନସପେକ୍ଟର ରହିବେ । ୪ଟି ସିଫ୍ଟ୍ ରେ ସେମାନଙ୍କୁ ୨୪ ଘଣ୍ଟା ଡୁ୍ୟଟି ଦିଆଯାଇଛି । କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ଆଜି ବ୍ୟବସ୍ଥାର ତଦାରଖ କରିଛନ୍ତି ।
କୋଭିଡ୍ ଗାଇଡଲାଇନ୍ କୁ ଦୃଷ୍ଟିରେ ରଖି ବିନା ଭକ୍ତରେ ଏବଂ କମ୍ ସେବାୟତରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅକ୍ଲାନ୍ତ ଉଦ୍ୟମ କରାଯାଇଛି । ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ନିଜେ ସମସ୍ତଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି ।
Previous Post

ମୁଖ୍ୟମନ୍ତ୍ରୀଙ୍କ ଅପିଲ୍: ଆଗାମୀ ୨୫ ଦିନ ଗୁରୁତ୍ୱପୂର୍ଣ୍ଣ, ଅଧିକ ସତର୍କ ରୁହନ୍ତୁ

Next Post

କିମ୍ସ କୋଭିଡ୍ ହସ୍ପିଟାଲ୍ ବେଡ୍ ରେ କରୋନା ଆକ୍ରାନ୍ତଙ୍କ ସନ୍ତାନ ପ୍ରସବ

Next Post
କିମ୍ସ କୋଭିଡ୍ ହସ୍ପିଟାଲ୍ ବେଡ୍ ରେ କରୋନା ଆକ୍ରାନ୍ତଙ୍କ ସନ୍ତାନ ପ୍ରସବ

କିମ୍ସ କୋଭିଡ୍ ହସ୍ପିଟାଲ୍ ବେଡ୍ ରେ କରୋନା ଆକ୍ରାନ୍ତଙ୍କ ସନ୍ତାନ ପ୍ରସବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA