Thursday, April 30, 2026 08:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୁପର୍ ସ୍ପ୍ରେଡର ହେଲେଣି ଝାଡ଼ଖଣ୍ଡ ଫେରନ୍ତା!

by Our Correspondent
25 Apr, 2020- 08:52 PM
in Latest News, News
1 min read
0
ସୁପର୍ ସ୍ପ୍ରେଡର ହେଲେଣି ଝାଡ଼ଖଣ୍ଡ ଫେରନ୍ତା!
ଭୁବନେଶ୍ୱର: ସୁପର୍ ସ୍ପ୍ରେଡର ହେଲେଣି ୬୧ ନଂ ଆକ୍ରାନ୍ତ । ତାଙ୍କର ୭ ନିକଟ ସମ୍ପର୍କୀୟ ଘରୁ ନ ବାହାରି ବି ସଂକ୍ରମଣର ଶିକାର ହୋଇଛନ୍ତି । ବାଲେଶ୍ୱର ଟାଉନ୍ନେଳିଆବାଗର ଏହି ୫୮ ବର୍ଷର ବ୍ୟକ୍ତଜଣଙ୍କ ମାର୍ଚ୍ଚ ୧୩ ରେ ଝାଡ଼ଖଣ୍ଡ ଯାଇ ଫେରିଥିଲେ । ତାପରେ ଅସୁସ୍ଥ ହେବାରୁ ବାଲେଶ୍ୱରରୁ ଭୁବନେଶ୍ୱର ୫ଟି ହସ୍ପିଟାଲ୍ ୭ ଥର ଯାଇଥିଲେ । ଏପ୍ରିଲ୍ ୧୮ ତାରିଖରେ ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ୫ ଜଣ ପୂର୍ବରୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହି ତାଲିକାରେ ଆଉ ୨ ଜଣ ଯୋଡି ହୋଇଛନ୍ତି । ଅର୍ଥାତ୍ ନିଜେ ସଂକ୍ରମିତ ହେବା ସହ ୭ଜଣ ନିକଟ ସମ୍ପର୍କୀୟଙ୍କୁ ସଂକ୍ରମିତ କରିଛନ୍ତି ଏହି ବ୍ୟକ୍ତି ଜଣଙ୍କ ।
ସେହିଭଳି ୭୩ ନଂ ଆକ୍ରାନ୍ତଙ୍କଠାରୁ ତାଙ୍କର ୩ ଜଣ ସମ୍ପର୍କୀୟ କରୋନା ସଂକ୍ରମିତ ହୋଇଛନ୍ତି । ଯାହାର ଲିଙ୍କ୍ ରହୁଛି କୋଲକତା ।
କେସ୍ ନଂ-୮୪: ୭୦ ବର୍ଷର ମହିଳାଙ୍କ ଘର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ର କୋଦେଇବତୀ । ୭୪ ନଂ ଆକ୍ରାନ୍ତଙ୍କର ସମ୍ପର୍କୀୟା । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୨୦ ଯାଏଁ ସମ୍ପୂର୍ଣ୍ଣ ଘରେ ଥିଲେ । ଏପ୍ରିଲ୍ ୨୧ରୁ ୨୩ ଯାଏଁ ଯାଜପୁର ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହିଲେ । କୌଣସି ଲକ୍ଷଣ ନ ଥିଲା । ୨୩ ତାରିଖ ସାମ୍ପଲ୍ ଟେଷ୍ଟରେ ପଜିଟିଭ୍ ବାହାରିଲା । ଏବେ ସେ କଳିଙ୍ଗନଗର ଟାଟା କୋଭିଡ୍ ହସ୍ପିଟାଲ୍ ରେ ।
କେସ୍ ନଂ-୮୫(କୋଲକତା ଫେରନ୍ତା): ୨୧ ବର୍ଷର ଯୁବକଙ୍କ ଘର ଯାଜପୁର ସଦର ଅନ୍ତର୍ଗତ ଜାହାନପୁରର ବାସୁଦେବପୁରରେ । ୭୩ ନଂ ଆକ୍ରାନ୍ତଙ୍କ ସହ ମିଶି ସେ କୋଲକତାରୁ ଫେରିଥିଲେ । ମାର୍ଚ୍ଚ ୨୯ରେ କୋଲକତାରୁ ଏକ ଗାଡ଼ି ଭଡ଼ା କରି ତାଙ୍କ ବାପା ଏବଂ ଅନ୍ୟଜଣଙ୍କ ସହ ଘରକୁ ଫେରିଥିଲେ । ମାର୍ଚ୍ଚ ୨୯ ରୁ ଏପ୍ରିଲ୍ ୨୦ ପର୍ଯ୍ୟନ୍ତ ଘରେ ଥିଲେ । ଏପ୍ରିଲ୍ ୨୧ରୁ ୨୩ ଯାଏଁ ଯାଜପୁର ଏନସି କଲେଜ ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହିଲେ । ଲକ୍ଷଣ ନ ଥିଲା । ଏପ୍ରିଲ୍ ୨୩ରେ ସାମ୍ପଲ୍ ଟେଷ୍ଟ ପଜିଟିଭ୍ ବାହାରିଲା । ଟାଟା କୋଭିଡ୍ ହସ୍ପିଟାଲ୍ ରେ ଏବେ ଚିକିତ୍ସାଧୀନ ।
କେସ୍ ନଂ-୮୬: ୪୮ ବର୍ଷର ମହିଳାଙ୍କ ଘର ଯାଜପୁର ସଦର ଅନ୍ତର୍ଗତ ବାସୁଦେବପୁର । ୭୩ ନଂ ଆକ୍ରାନ୍ତଙ୍କ ସମ୍ପର୍କୀୟା । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୨୦ ଯାଏଁ ସମ୍ପୂର୍ଣ୍ଣ ଘରେ ଥିଲେ । ଏପ୍ରିଲ୍ ୨୧ରୁ ୨୩ ଯାଏଁ ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହିଲେ । ଲକ୍ଷଣ ନ ଥିଲା । ୨୩ ତାରିଖରେ ସାମ୍ପଲ୍ ଟେଷ୍ଟ ପଜିଟିଭ୍ ବାହାରିଲା । ଟାଟା କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି ।
କେସ୍ ନଂ-୮୭: ୮୦ ବର୍ଷର ମହିଳାଙ୍କର ଘର ବାସୁଦେବପୁର । ୭୩ ନଂ ଆକ୍ରାନ୍ତଙ୍କ ଇଏ ବି ସମ୍ପର୍କୀୟା । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୨୦ ଯାଏଁ ସମ୍ପୂର୍ଣ୍ଣ ଘରେ ଥିଲେ । ଏପ୍ରିଲ୍ ୨୧ରୁ ୨୩ ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହିଲେ । ଲକ୍ଷଣ ନ ଥିଲା । ଏପ୍ରିଲ୍ ୨୩ ରେ ସାମ୍ପଲ୍ ଟେଷ୍ଟ ପଜିଟିଭ୍ ବାହାରିଲା । ଏବେ ଟାଟା କୋଭିଡ୍ ହସ୍ପିଟାଲ୍ ରେ ।
କେସ୍ ନଂ-୮୮: ୩୬ ବର୍ଷର ଯୁବକଙ୍କ ଘର ବାଲେଶ୍ୱର ନେଳିଆବାଗ । ୬୧ ନଂ ଆକ୍ରାନ୍ତଙ୍କ ସମ୍ପର୍କୀୟ । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୨୩ ସମ୍ପୂର୍ଣ୍ଣ ଘରେ ଥିଲେ । ଲକ୍ଷଣ ନ ଥିଲା । ଏପ୍ରିଲ୍ ୨୩ ରେ ସାମ୍ପଲ୍ ଟେଷ୍ଟ ପଜିଟିଭ୍ ବାହାରିଲା । କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସାଧୀନ ।
କେସ୍ ନଂ-୮୯: ୫୫ ବର୍ଷର ମହିଳାଙ୍କ ଘର ସେଇ ବାଲେଶ୍ୱର ନେଳିଆବାଗ । ୬୧ ନଂ ଆକ୍ରାନ୍ତଙ୍କର ଇଏ ବି ସମ୍ପର୍କୀୟା । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୨୩ ସମ୍ପୂର୍ଣ୍ଣ ଘରେ ଥିଲେ । ଲକ୍ଷଣ ନ ଥିଲା । ଏପ୍ରିଲ୍ ୨୩ ରେ ସାମ୍ପଲ୍ ଟେଷ୍ଟ ପଜିଟିଭ୍ ବାହାରିଲା । ଏବେ ଅଶ୍ୱିନୀ ହସ୍ପିଟାଲ୍ ରେ ।
କେସ୍ ନଂ-୯୦(କୋଲକତା ଫେରନ୍ତା): ୪୩ ବର୍ଷର ବ୍ୟକ୍ତିଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଅନ୍ତର୍ଗତ ବ୍ରାହ୍ମଣୀଶାସନ । ଏପ୍ରିଲ୍ ୧୬ ରାତି ସକାଳ ୯ଟାରେ କୋଲକତାର ଖିଦିରପୁରରୁ ବାହାରି ଦିନ ସାଢ଼େ ଗୋଟେରେ ଗାଁରେ ପହଞ୍ଚିଥିଲେ । ୧୬ରୁ ୨୦ ଯାଏଁ ହୋମ୍ କ୍ୱାରେଣ୍ଟାଇନ୍ ରେ ଥିଲେ । ୨୧ରୁ ୨୩ ବାସୁଦେବପୁର ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହିଲେ । ଲକ୍ଷଣ ନ ଥିଲା । ୨୩ ତାରିଖରେ ସାମ୍ପଲ୍ ଟେଷ୍ଟ୍ ପଜିଟିଭ୍ ବାହାରିଲା । ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସାଧୀନ ।
Previous Post

ଶୁଖିଲା ଭାରତକୁ ମାସେ…

Next Post

ରାଜ୍ୟରେ ୧୦୦ ଛୁଇଁଲା କରୋନା

Next Post
ରାଜ୍ୟରେ ୧୦୦  ଛୁଇଁଲା କରୋନା

ରାଜ୍ୟରେ ୧୦୦ ଛୁଇଁଲା କରୋନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA