Monday, May 25, 2026 06:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୋସିଆଲ୍ ମିଡ଼ିଆରେ ଯୁବକର ଅଭଦ୍ରାମୀ

by Our Correspondent
27 Jun, 2017- 06:53 PM
in Latest News
1 min read
0
ସୋସିଆଲ୍ ମିଡ଼ିଆରେ ଯୁବକର ଅଭଦ୍ରାମୀ

ଭୁବନେଶ୍ୱର: ଯୁବକଟି ଓଡ଼ିଶା ସୋସିଆଲ୍ ମିଡ଼ିଆରେ ଭାରି ସକ୍ରିୟ । ବିଜୁ ଜନତା ଦଳ ତଥା ପ୍ରତାପ ଦେବଙ୍କ ଚେଲା ଭାବେ ନିଜକୁ କହିବୁଲୁଛି । ଆଉ ଏ ଯୁବକଟିର ବଡ଼ଗୁଣ(?) ହେଲା ଭାଷା, ଅଭାଷାରେ ଗାଳି ଦେବା । ଯୁବକଟି ଏବେ ତେଜେଶ୍ୱର ପରିଡ଼ାଙ୍କ ପେଡ୍ ଗ୍ରୁପ୍ ନବୀନ ପଟ୍ଟନାୟକ ପ୍ୟାନ୍ କ୍ଲବ୍କୁ ମଧ୍ୟ ଲିଡ୍ କରୁଛି । ଚଳିତ ପଂଚାୟତ ନିର୍ବାଚନରେ ଏ ଯୁବକ ଜଣକ ନିଜର ସଂପର୍କୀୟଙ୍କୁ ବି ଠିଆ କରାଇଥିଲେ । ଶେଷରେ ଜିଲ୍ଲା ପରିଷଦରେ ବିଜେପିକୁ ଭୋଟ୍ ଦେବା ଅଭିଯୋଗରେ ଗାଁରୁ ତଡ଼ା ଖାଇବା ପରେ କଲିକତାକୁ ପଳାଇ ଏକ ଝୋଟକଳରେ ଶ୍ରମିକ ଅଛନ୍ତି । ଆପଣ ଭାବୁଥିବେ ଏ ଯୁବକ ଜଣକଙ୍କର ଚର୍ଚ୍ଚା କାହିଁକି ? ହଁ, ଆଜ୍ଞା, ଏ ଯୁବକ ଜଣକଙ୍କ ଉପରେ ଏବେ କ୍ରାଇମ ବ୍ରାଂଚର ଆଇଟି ସେଲ ନଜର ରଖିଛି ।

ଆଳିର ସାନରଜା ପ୍ରତାପ ଦେବ ଜଣେ ଭଦ୍ର, ଜ୍ଞାନୀ ଓ ଅମାୟିକ ରାଜନେତା ହୋଇଥିଲା ବେଳେ ତାଙ୍କର ଚେଲା ବୋଲାଉଥିବା ଏହି ଯୁବକଟି ଭଦ୍ରାମିର ସବୁ ସୀମା ଲଂଘିଛି । ସୋସିଆଲ୍ ମିଡ଼ିଆରେ ତା’ର ଅଧିକାଂଶ ଲେଖନୀରେ ଥାଏ ଦୁଇ, ତିନି ଅକ୍ଷରି ଗାଳି । ଏହି ଯୁବକର ଫେସବୁକ୍ ଆକାଉଂଟ୍ ଉପରେ ଆଖି ପକାଇଲେ ଯେ କୌଣସି ଭଦ୍ରବ୍ୟକ୍ତି ନିଜକୁ ଲଜ୍ଜିତ ମନେ କରିବ । ଏଭଳି ଅଭାଷା, ଅଶାଳୀନ ଭାଷା ପାଇଁ ତା’କୁ ସର୍ବବୃହତ୍ତ୍ତ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍ ନିଉଜ୍ ସର୍ଭିସ୍ ରୁ ବିଦା କରାଯାଇଥିଲେ ମଧ୍ୟ ନବୀନ ପଟ୍ଟନାୟକ ଫ୍ୟାନ୍ କ୍ଲବ୍ ତା ପାଇଁ ସ୍ୱାଧୀନତା କ୍ଷେତ୍ର ହୋଇଛି । ଏବେ ଏ ପିଲା ପଇସା ନେଇ ଗାଳି ଦେବା ପରମ୍ପରା ଆରମ୍ଭ କରିଥିବା କୁହାଯାଉଛି ।

ନବୀନ ପଟ୍ଟନାୟକଙ୍କ ନାମରେ ଗ୍ରୁପ୍ କରି ଅଶାଳୀନ ଭାଷା ଜାରି ରଖିଥିବା ଏହି ଯୁବକଙ୍କୁ ନେଇ ଏବେ ସୋସିଆଲ୍ ମିଡ଼ିଆରେ ଭାରି ଚର୍ଚ୍ଚା । ବିଜେଡ଼ି ନିଜର ପ୍ରଚାର ଓ ପ୍ରସାର ପାଇଁ ଯଦି ସତରେ ଏହି ଯୁବକଙ୍କୁ ବ୍ୟବହାର କରୁଥାଏ, ତାହାହେଲେ ଦଳ ସାଂଘାତିକ ବିପଦକୁ ଡାକୁଥିବା ସେମାନେ କହିଛନ୍ତି । ଅନେକ ବୁଦ୍ଧିଜୀବୀ ଓ ସାମ୍ବାଦିକ ଏହି  ଯୁବକଙ୍କ ଆଚରଣ ଉପରେ କ୍ଷୁବ୍ଧ ହୋଇଛନ୍ତି । ଜଣକ ପରେ ଜଣେ କ୍ରାଇମ ବ୍ରାଂଚରେ ଯାଇ ଏ ଯୁବକ ବିରୋଧରେ ଅଭିଯୋଗ ବାଢ଼ିଛନ୍ତିି । ସୋସିଆଲ୍ ମିଡ଼ିଆରେ ସକ୍ରିୟ ଥିବା ସାମ୍ବାଦିକମାନେ ଏହା ବିରୋଧରେ କଠୋର ହୋଇଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଏହା ଆଣିବା ପାଇଁ ସେମାନେ ଯୋଜନା କରିଛନ୍ତି । ଅନ୍ୟପକ୍ଷରେ ଏ ଉଦଭ୍ରାନ୍ତ ଯୁବକଙ୍କୁ ପାନେ ଦେବା ପାଇଁ କ୍ରାଇମ ବ୍ରାଂଚ ଏକ ସ୍ୱତନ୍ତ୍ର ଟିମ୍ ବି ଗଠନ କରୁଥିବା ସୂଚନା ମିଳିଛି । ପ୍ରତ୍ୟେକ ପୋଷ୍ଟ୍ କେଉଁ ଜାଗାରୁ ହେଉଛି ତାହା ଏବେ କ୍ରାଇମବ୍ରାଂଚ୍ ଟ୍ରେସ୍ କରୁଛି ।

Previous Post

ପୁଣି ଭର୍ତ୍ତୃହରି ଟେନସନ୍

Next Post

କାମାକ୍ଷାଙ୍କ ବିଜେପି ଖାତା ଖତିଆନ୍

Next Post
କାମାକ୍ଷାଙ୍କ ବିଜେପି ଖାତା ଖତିଆନ୍

କାମାକ୍ଷାଙ୍କ ବିଜେପି ଖାତା ଖତିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA