Thursday, April 30, 2026 09:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସ୍ୱାମୀଙ୍କୁ ହରାଇଲେ ଗୀତା ମେହେଟ୍ଟା

by Our Correspondent
31 Dec, 2019- 12:16 PM
in Latest News, News
1 min read
0
ସ୍ୱାମୀଙ୍କୁ ହରାଇଲେ ଗୀତା ମେହେଟ୍ଟା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠାରୁ ପ୍ରିୟ ତାଙ୍କର ଭଉଣୀ ପ୍ରସିଦ୍ଧ ଲେଖିକା ଗୀତା ମେହେଟ୍ଟା ଏକୁଟିଆ ହୋଇଯାଇଛନ୍ତି । ଗୀତାଙ୍କ ସ୍ୱାମୀ ଅଜୟ ସିଂ(ସୋନି) ମେହେଟ୍ଟାଙ୍କର ଆଜି ପରଲୋକ ହୋଇଯାଇଛି । ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଭିଣୋଇଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଗଭୀର ଭାବେ ମର୍ମାହତ ହୋଇଛନ୍ତି । ତାଙ୍କ ଟୁଇଟରେ ଲେଖିଛନ୍ତିି, ମୁଁ ମୋର ଭିଣୋଇ ସୋନି ମେହେଟ୍ଟାଙ୍କ ପରଲୋକରେ ଗଭୀର ମର୍ମାହତ । ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସମ୍ପାଦକ ଏବଂ ଅତ୍ୟନ୍ତ ଭଦ୍ର, ଅମାୟିକ ବ୍ୟକ୍ତି ଥିଲେ ।
ଅର୍ନ୍ତଜାତୀୟ ଖ୍ୟାତିସମ୍ପନ୍ନ ବ୍ୟକ୍ତି ଥିଲେ ସୋନି ମେହେଟ୍ଟା । ବାର୍ଡ କଲେଜରୁ ଅନୋରାରି ଡକ୍ଟରେଟ୍ ଉପାଧିପ୍ରାପ୍ତ ସୋନି ନ୍ୟୁୟର୍କର ନଫ୍ ଡବଲ୍ ଡେ ପବ୍ଲିସିଂ ଗ୍ରୁପ୍ ର ଅଧ୍ୟକ୍ଷ ତଥା ଆଲଫ୍ରେଡ୍ ଏ ନଫ୍ ପତ୍ରିକାର ଏଡ଼ିଟର ଇନ୍ ଚିଫ୍ ଭାବେ ଅଶେଷ ସୁଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ଏହି ସଂସ୍ଥା ଦ୍ୱାରା ପ୍ରକାଶିତ ସାହିତ୍ୟ ଓ ସଂସ୍କୃତି ପତ୍ରିକାଗୁଡ଼ିକର ବିଶ୍ୱ ବଜାରରେ ବେଶ୍ ଚାହିଦା ରହିଛି । ଭାରତ, ବ୍ରିଟେନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ତାଙ୍କର ପ୍ରକାଶନ ପାଇଁ ସୋନି ମେହେଟ୍ଟାଙ୍କୁ ଲାଇଫ୍ ଟାଇମ୍ ଆକଚିଭିମେଣ୍ଟ ପୁରସ୍କାର ମିଳିଛି ।
ସ୍ୱାଧୀନ ଭାରତର ପ୍ରଥମ କୁଟନୀତିଜ୍ଞ ସ୍ୱର୍ଗତ ଅମ୍ରିକ୍ ସିଂହଙ୍କର ସେ ସୁପୁତ୍ର । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଇତିହାସ ଓ ଇଂରାଜୀରେ ଡିଗ୍ରୀ ହାସଲ କରିଥିଲେ । ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟଙ୍କ ଏକମାତ୍ର ଝିଅ ଗୀତା ମେହେଟ୍ଟାଙ୍କୁ ବିବାହ କରିଥିଲେ ସୋନି ମେହେଟ୍ଟା ।
Previous Post

ବନ୍ଧାହେଲେ ଲାଞ୍ଚୁଆ ଆଇଏଏସ୍ ବାବୁ

Next Post

ସନ୍ତୋଷ ଜେଲ୍ ଡିଜି, ସୌମେନ୍ଦ୍ର ଆଇନ ଶୃଙ୍ଖଳା/କ୍ରାଇମବ୍ରାଞ୍ଚ ଏଡ଼ିଜି

Next Post
ସନ୍ତୋଷ ଜେଲ୍ ଡିଜି, ସୌମେନ୍ଦ୍ର ଆଇନ ଶୃଙ୍ଖଳା/କ୍ରାଇମବ୍ରାଞ୍ଚ ଏଡ଼ିଜି

ସନ୍ତୋଷ ଜେଲ୍ ଡିଜି, ସୌମେନ୍ଦ୍ର ଆଇନ ଶୃଙ୍ଖଳା/କ୍ରାଇମବ୍ରାଞ୍ଚ ଏଡ଼ିଜି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA