Thursday, April 30, 2026 05:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ହିଂସା ବାଟ ଧରିଲେ ପ୍ରଦୀପ ମାଝୀ

by Our Correspondent
26 Dec, 2019- 03:11 PM
in Latest News, News
1 min read
0
ହିଂସା ବାଟ ଧରିଲେ ପ୍ରଦୀପ ମାଝୀ
ଭୁବନେଶ୍ୱର: ଡିଜେଲ୍, ପେଟ୍ରୋଲ୍ ରେଡ୍ଡି କରିଥାଅ । ଡିରେକ୍ସନ୍ ଯିବ ସବୁ ନିଆଁ ମାରିଦେବ । ପରେ ଦେଖାଯିବ ଯାହା ହେବ ।
କଂଗ୍ରେସର ଟାଣୁଆ ଯୁବନେତା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଦଳୀୟ କର୍ମୀମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଉଥିବାର ଭିଡ଼ିଓ ଏବେ ଭାଇରାଲ୍ । ଖାଲି କଥାରେ ନୁହେଁ, କାମରେ ବି ସେ ଦେଖାଇଛନ୍ତି । ଆଜି ନବରଙ୍ଗପୁର ବନ୍ଦ ପାଳନ ବେଳେ ଆନ୍ଦୋଳନକାରୀମାନେ ଗୋଟିଏ କାର୍ କୁ ଜାଳି ଦେଇଛନ୍ତି ।
ଆଇନକୁ ହାତକୁ ନେଇଥିବା ଏହି ପୂର୍ବତନ ସାଂସଦ ନିଜ କାର୍ଯ୍ୟ ପାଇଁ ଅନୁତପ୍ତ ନୁହଁନ୍ତି ବୋଲି ଗଣମାଧ୍ୟମରେ ଜୋର୍ କରିଛନ୍ତି । ରାଜ୍ୟରେ ରେପ୍, ମର୍ଡର ଘଟଣା ବଢ଼ି ଚାଲିଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ତେଣୁ ସେ ଚୂଡ଼ି ପିନ୍ଧି ଚୁପ୍ ବସିବେ ନାହିଁ । ଗାନ୍ଧୀ ନୀତିରେ ନ୍ୟାୟ ମିଳୁ ନ ଥିବାରୁ ସୁଭାଷ ବୋଷ ନୀତି ନେଲୁ । ନ୍ୟାୟ ପାଇଁ ହିଂସାକୁ ଆପଣେଇଲୁ ବୋଲି ଖୋଲାଖୋଲି ଘୋଷଣା କରିଛନ୍ତି ।
ନବରଙ୍ଗପୁରର କୋଷାଗୁମୁଡ଼ା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ପୁଲିସ ଏଯାଏଁ ଗିରଫ କରି ନ ଥିବାରୁ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆଜି ନବରଙ୍ଗପୁର ବନ୍ଦ ପାଳନ କରାଯାଉଛି । ବନ୍ଦ ପାଳନ ବେଳେ ସହରର ଆମ୍ବେଦକର ଛକଠାରେ ଆନ୍ଦୋଳନକାରୀମାନେ ଗୋଟିଏ କାର ଉପରେ ପେଟ୍ରୋଲ୍ ଢ଼ାଳି ଜାଳି ଦେଇଛନ୍ତି । ପ୍ରଦୀପ ମାଝୀଙ୍କ ନିର୍ଦ୍ଦେଶରେ ଏହି କାଣ୍ଡ ହୋଇଥିବା ତାଙ୍କ ବୟାନରୁ ଅନୁମାନ କରାଯାଉଛି । କର୍ମୀମାନେ ଜଳାପୋଡା, ହିଂସାକାଣ୍ଡ କରିବାକୁ ଖୋଲାଖୋଲି ଉସକାଇ ଆଇନକୁ ହାତକୁ ନେଇଛନ୍ତି ।
ପୂର୍ବତନ ସାଂସଦଙ୍କ ଏଭଳି କାର୍ଯ୍ୟରେ ତାଙ୍କର ବିଜେଡ଼ି ପ୍ରତିଦ୍ୱନ୍ଦୀ ରମେଶ ମାଝୀ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ପ୍ରଦୀପ ମାଝୀଙ୍କ କାମକୁ ଆତଙ୍କବାଦୀର କାମ ବୋଲି କହିଛନ୍ତି । ସଭ୍ୟ ସମାଜରେ ଜଣେ ଦାୟିତ୍ୱସମ୍ପନ୍ନ ନେତା ହିଂସା କରିବା ଶୋଭନୀୟ ନୁହେଁ । ଗତ ନିର୍ବାଚନରେ ପରାଜୟର ରାଗକୁ ନେଇ ସେ ଏମିତି କରୁଛନ୍ତି ବୋଲି କହିଛନ୍ତି ବିଜେଡ଼ି ସାଂସଦ ଶ୍ରୀ ମାଝୀ ।
Previous Post

ଯୌବନରେ ସଫଳତାର ଜୁଆର

Next Post

ବିଜେଡ଼ି କାହାର ଜାଗିରି ନୁହେଁ

Next Post
ବିଜେଡ଼ି କାହାର ଜାଗିରି ନୁହେଁ

ବିଜେଡ଼ି କାହାର ଜାଗିରି ନୁହେଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA