Thursday, April 30, 2026 09:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଢ଼େଙ୍କାନାଳ ଏକ ନମ୍ବର

by Our Correspondent
06 Mar, 2020- 12:43 AM
in Latest News, News
1 min read
0
ଢ଼େଙ୍କାନାଳ ଏକ ନମ୍ବର
ଢ଼େଙ୍କାନାଳ: ଗ୍ରାମୀଣ ଆବାସ ଯୋଜନାରେ ଢ଼େଙ୍କାନାଳ ଜିଲ୍ଲା ରାଜ୍ୟରେ ଏକ ନମ୍ବର । ଖାଲି ସେତିକି ନୁହେଁ, ନୀତି ଆୟୋଗଙ୍କ ଦ୍ୱାରା ଘୋଷିତ ଦେଶର ୧୧୦ ଆକାଂକ୍ଷୀ ଜିଲ୍ଲା ମଧ୍ୟରେ ଢ଼େଙ୍କାନାଳ ବି ଏକ ନମ୍ବର ସ୍ଥାନରେ ରହିଛି । ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସରେ ଜିଲ୍ଲାପାଳ ଭୂମେଶ କୁମାର ବେହେରା ଏହି ସୂଚନା ଦେଇଛନ୍ତି ।
ପଞ୍ଚାୟତିରାଜ ଦିବସ ଅବସରରେ ପିଡି ଡିଆରଡିଏ ସମ୍ମିଳନୀ କକ୍ଷରେ ଏ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଗ୍ରାମୀଣ ଆବାସ ଯୋଜନା ପାଇଁ ଜିଲ୍ଲାର ଗଁଦିଆ ପଞ୍ଚାୟତ ଏବଂ ମନରେଗା ପାଇଁ ମନ୍ଦାର ପଞ୍ଚାୟତ ଶ୍ରେଷ୍ଠ ବିବେଚିତ ହୋଇଛି । ଗ୍ରାମୀଣ ଆବାସ ଯୋଜନାରେ ଶତ ପ୍ରତିଶତ ସଫଳତା ପାଇଁ ଗଁଦିଆ ପଞ୍ଚାୟତର ପିଇଓ ଅନ୍ତର୍ଯ୍ୟାମୀ ବାରିକ, ସରପଞ୍ଚ ପ୍ରଭାକର ବେହେରା ଏବଂ ଜିଆରଏସ୍ ନିଶିଥ୍ ରାଉତ ସମ୍ମାନିତ ହୋଇଛନ୍ତି । ସେହିଭଳି ମନରେଗା ପାଇଁ ମନ୍ଦାର ପଞ୍ଚାୟତର ପିଇଓ ପବିତ୍ର ମୋହନ ବାରିକ, ସରପଞ୍ଚ ଦିଲ୍ଲୀପ ସାହୁ ଏବଂ ଜିଆରଏସ୍ ବରଦା ପ୍ରସନ୍ନଙ୍କୁ ସମ୍ମାନିତ କରାଯାଇଛି ।
ଗ୍ରାମୀଣ ଆବାସ ଯୋଜନାରେ ଜିଲ୍ଲାର ୮ଟି ଯାକ ବ୍ଲକ୍ ମଧ୍ୟରୁ ଗଁଦିଆ, ଭୁବନ, ହିନ୍ଦୋଳ, କଙ୍କଡ଼ାହାଡ଼, ଓଡ଼ାପଡ଼ା ଏବଂ ପର୍ଜଙ୍ଗ ବ୍ଲକ୍ ର ୩ଟି ଲେଖାଏଁ ଏବଂ ଢ଼େଙ୍କାନାଳ ସଦର ବ୍ଲକ୍ ର ୫ଟି ଓ କାମାକ୍ଷନଗର ବ୍ଲକ୍ ର ୪ଟି ପଞ୍ଚାୟତର ପ୍ରଦର୍ଶନ ଯଥେଷ୍ଟ ଭଲ ରହିଛି । ମନରେଗା ଯୋଜନା କାର୍ଯ୍ୟକାରୀ କରିବାରେ ପ୍ରତି ବ୍ଲକ୍ ର ଗୋଟିଏ ଲେଖାଏଁ ପଞ୍ଚାୟତ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । ସରକାରୀ ଯୋଜନାର ସଫଳ ରୂପାୟନ କରିଥିବାରୁ ଜିଲ୍ଲାପାଳ ଶ୍ରୀ ବେହେରା ଏବଂ ପିଡି ଡିଆରଡିଏ ନରୋତ୍ତମ ବେହେରା ଏସବୁ ପଞ୍ଚାୟତର ସରପଞ୍ଚ ଏବଂ ଅଧିକାରୀମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି ।
Previous Post

ବିଜୁବାବୁଙ୍କୁ ମନେ ପକାଇଲେ

Next Post

ଗୋଟିଏ ମଞ୍ଚରେ ନବୀନ-ନରସିଂହ-କେଭି; ବିଜୁପ୍ରେମୀଙ୍କୁ ଏକାଠି କଲା ‘ଡେୟାରଡେଭିଲ୍ ଡେମୋକ୍ରାଟ୍’

Next Post
ଗୋଟିଏ ମଞ୍ଚରେ ନବୀନ-ନରସିଂହ-କେଭି; ବିଜୁପ୍ରେମୀଙ୍କୁ ଏକାଠି କଲା ‘ଡେୟାରଡେଭିଲ୍ ଡେମୋକ୍ରାଟ୍’

ଗୋଟିଏ ମଞ୍ଚରେ ନବୀନ-ନରସିଂହ-କେଭି; ବିଜୁପ୍ରେମୀଙ୍କୁ ଏକାଠି କଲା ‘ଡେୟାରଡେଭିଲ୍ ଡେମୋକ୍ରାଟ୍’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA