Tuesday, September 1, 2026 09:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ୟୁଜି, ପିଜି ଫାଇନାଲ୍ ପରୀକ୍ଷା ବାତିଲ

by Our Correspondent
11 Jun, 2020- 08:35 PM
in Latest News, News
1 min read
0
ୟୁଜି, ପିଜି ଫାଇନାଲ୍ ପରୀକ୍ଷା ବାତିଲ

ଭୁବନେଶ୍ୱର: ଏବର୍ଷ ହେବ ନାହିଁ ଯୁକ୍ତ ତିନି ଏବଂ ପିଜି ଫାଇନାଲ୍ ପରୀକ୍ଷା । କୋଭିଡ୍ ଲକ୍ ଡାଉନ୍ ପାଇଁ ବାକି ଥିବା ଏହି ଦୁଇ ପାଠ୍ୟକ୍ରମର ଶେଷବର୍ଷ ଥିଓରୀ ଓ ପ୍ରାକ୍ଟିକାଲ୍ ପରୀକ୍ଷାକୁ ବାତିଲ୍ ଘୋଷଣା କରାଯାଇଛି । ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜଗୁଡ଼ିକ ବିକଳ୍ପ ମୂଲ୍ୟାୟନ ଜରିଆରେ ଶେଷ ସେମିଷ୍ଟର୍ ଗୁଡ଼ିକର ମୂଲ୍ୟାୟନ କରି ଅଗଷ୍ଟ ମାସ ଶେଷ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବେ ।

ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ସ୍ୱୟଂଶାସିତ କଲେଜ ଅଧ୍ୟକ୍ଷମାନଙ୍କ ସହିତ ଅଲୋଚନା କରିବା ପରେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି । ଓଡ଼ିଶାରେ ବଢ଼ି ଚାଲିଥିବା କୋଭିଡ୍ ସଂକ୍ରମଣ ପରିପ୍ରେକ୍ଷୀରେ କୋଭିଡ୍ ଗାଇଡ଼ ଲାଇନ୍ ଭିତରେ ପରୀକ୍ଷା କରିବାରେ ସମସ୍ୟା ସୃଷ୍ଟି ହେବ ବୋଲି କୁଳପତି ଓ ଅଧ୍ୟକ୍ଷମାନେ ମତ ଦେଇଥିଲେ । ମୂଲ୍ୟାୟନର ବିକଳ୍ପ ବ୍ୟବସ୍ଥା ଅନୁସରଣ କରିବା ଅଧିକ ଶ୍ରେୟସ୍କର ହେବ ବୋଲି ସେମାନେ କହିଥିଲେ । ଅନ୍ୟ ରାଜ୍ୟମାନେ ପରୀକ୍ଷା ବାତିଲ କରି ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ଗ୍ରହଣ କରିଥିବାରୁ ଏହା ଉପରେ ବ୍ୟାପକ ବିଚାରବିମର୍ଷ ପରେ ମନ୍ତ୍ରୀ ଡ. ସାହୁ ୟୁଜି ଓ ପିଜି ଫାଇନାଲ୍ ସେମିଷ୍ଟର୍ ପରୀକ୍ଷା ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
କେମିତି ହେବ ବିକଳ୍ପ ମୂଲ୍ୟାୟନ
Final Year/Final Semester ର ପ୍ରତ୍ୟେକ ବିଷୟ ପାଇଁ ନିମ୍ନଲିଖିତ ଭାବେ ମୂଲ୍ୟାୟନ କରି ମାର୍କ ଦିଆଯିବ ।
(Prescribed Weightage ଅନୁସାରେ Internal Mark) + (Remaining Weightage ପାଇଁ ପୂର୍ବ ସେମିଷ୍ଟର୍ ପରୀକ୍ଷାଗୁଡ଼ିକରେ ସଂପୃକ୍ତ ବିଷୟରେ ଛାତ୍ରଛାତ୍ରୀମାନଙ୍କ Average ମାର୍କ)
– ଯେଉଁ ଛାତ୍ରଛାତ୍ରୀ ଭାବିବେ ଯେ ସେମାନେ Final Year/Final Semester ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ପାଇଥିବା ମାର୍କଠାରୁ ଅଧିକ ମାର୍କ ପାଇବା ପାଇଁ ହକଦାର, ସେମାନଙ୍କୁ ପରୀକ୍ଷା ଦେବାର ସୁଯୋଗ ମିଳିବ । ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜମାନେ ଆସନ୍ତା ନଭେମ୍ବର ସୁଦ୍ଧା ପରୀକ୍ଷା କରାଇବେ । ସଂପୃକ୍ତ ଛାତ୍ରଛାତ୍ରୀଙ୍କ ସଂଶୋଧିତ ରେଜଲ୍ଟ ଡିସେମ୍ବର ମଧ୍ୟରେ ପ୍ରକାଶ ପାଇବ ।
– ଯେଉଁ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜମାନଙ୍କରେ ୟୁଜି ଓ ପିଜିର ଥିଓରୀ ବା ପ୍ରାକ୍ଟିକାଲ୍ ପରୀକ୍ଷା ପୂର୍ବରୁ ହୋଇସାରିଛି, ସେହି ପରୀକ୍ଷା ପାଇଁ ଉପରୋକ୍ତ ନିଷ୍ପତ୍ତି ଲାଗୁ ହେବ ନାହିଁ । ସାଧାରଣ ପ୍ରଣାଳୀରେ ମୂଲ୍ୟାୟନ ହେବ ।
– ଯେଉଁ Final Year/Final Semester ଛାତ୍ରଛାତ୍ରୀଙ୍କର ଗୋଟିଏ କିମ୍ବା ଦୁଇଟି ବ୍ୟାକ୍ ପେପର୍ ଥିବ, ତାଙ୍କ ପାଇଁ ସେହି ବ୍ୟାକ୍ ପେପର୍ ପରୀକ୍ଷା ବାତିଲ କରାଯିବ । Proportionate Quotient(P-Q) ବା ଅନ୍ୟ କୌଣସି Method ଜରିଆରେ ବ୍ୟାକ୍ ପେପର୍ Evaluation କରାଯିବ ।
– ଯେଉଁ Final Year/Final Semester ଛାତ୍ରଛାତ୍ରୀଙ୍କର ଦୁଇରୁ ଅଧିକ ବ୍ୟାକ୍ ପେପର୍ ଥିବ, ସେମାନେ ସବୁ ବ୍ୟାକ୍ ପେପର୍ ପାଇଁ ସାଧାରଣ ରୀତିରେ ପରୀକ୍ଷା ଦେବେ । ଏହାର କାର୍ଯ୍ୟସୂଚୀ ସଂପୃକ୍ତ ବିଶ୍ୱବିଦ୍ୟାଳୟ/କଲେଜ ଧାର୍ଯ୍ୟ କରିବେ ।
ତେବେ ମେଡ଼ିକାଲ୍ ପାଠ୍ୟକ୍ରମରେ ଏହା ଲାଗୁ ହେବ ନାହିଁ । ସମସ୍ତ ପରୀକ୍ଷା ଧାର୍ଯ୍ୟ ତାରିଖରେ ଯଥାରୀତି ସମ୍ପାଦିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।
Previous Post

ଘରେ କ୍ଲାସ୍ କରିବେ ‘କିସ୍’ ଛାତ୍ରଛାତ୍ରୀ

Next Post

ଏନଆଇଟି ରାଉରକେଲା ଓଡ଼ିଶାର ସର୍ବଶ୍ରେଷ୍ଠ ଅନୁଷ୍ଠାନ

Next Post
ଏନଆଇଟି ରାଉରକେଲା ଓଡ଼ିଶାର ସର୍ବଶ୍ରେଷ୍ଠ ଅନୁଷ୍ଠାନ

ଏନଆଇଟି ରାଉରକେଲା ଓଡ଼ିଶାର ସର୍ବଶ୍ରେଷ୍ଠ ଅନୁଷ୍ଠାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA