Wednesday, August 26, 2026 03:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୩୩% ମହିଳା ସ୍ଥାନ ସଂରକ୍ଷଣ ପାଇଁ ଆକ୍ସନ୍ ମୁଡ୍ ରେ ନବୀନ

by Our Correspondent
05 Dec, 2018- 07:47 PM
in Latest News, News
1 min read
0
୩୩% ମହିଳା ସ୍ଥାନ ସଂରକ୍ଷଣ ପାଇଁ ଆକ୍ସନ୍ ମୁଡ୍ ରେ ନବୀନ
ଭୁୁବନେଶ୍ୱର: ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ ଧରି ଆକ୍ସନ୍ ମୁଡ୍ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଆଜି ନବୀନ ନିବାସରେ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ବୈଠକ ଡାକି ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଦଳ ପକ୍ଷରୁ ଅଭିଯାନ ଜୋରଦାର କରିବାକୁ ନିଷ୍ପତ୍ତି ନିଆଯାଇଛି । ସଂସଦ ଓ ବିଧାନସଭାଗୁଡ଼ିକରେ ୩୩% ମହିଳା ସ୍ଥାନ ସଂରକ୍ଷଣ ପାଇଁ ବିଲ୍ ପାରିତ କରିବାକୁ ୭ ଟି ଜାତୀୟ ଦଳ ଓ ୧୫ ଟି ଆଞ୍ଚଳିକ ଦଳକୁ ମନାଯିବ । ଏଥିପାଇଁ ବିଜେଡ଼ି ସାଂସଦ ଓ ବରିଷ୍ଠ ନେତାଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି ।

କିଏ କାହାକୁ ଭେଟିବେ

ଜାତୀୟ ଦଳ
ତୃଣମୂଳ କଂଗ୍ରେସ– ସୌମ୍ୟମ୍ୟରଂଜନ ପଟ୍ଟନାୟକ, ଅନନ୍ତ ଦାସ, ଅରବିନ୍ଦ ଢ଼ାଲି
ବିଏସପି– ଶଶୀଭୂଷଣ ବେହେରା, ଅନଙ୍ଗ ଉଦୟ ସିଂହଦେଓ, ପ୍ରତ୍ୟୁଷା ରାଜେଶ୍ୱରୀ ସିଂ
ବିଜେପି– ପ୍ରସନ୍ନ ଆଚାର୍ଯ୍ୟ, ବେଦପ୍ରକାଶ ଅଗ୍ରୱାଲ୍, ଭର୍ତ୍ତୃହରି ମହତାବ, ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍
ସିପିଆଇ, ସିପିଏମ୍– କଳିକେଶ ନାରାୟଣ ସିଂହଦେଓ, ଡ. କୁଳମଣି ସାମଲ, ରୀତା ତରାଇ
କଂଗ୍ରେସ– ତଥାଗତ ଶତପଥୀ, ବେଦପ୍ରକାଶ ଅଗ୍ରୱାଲ୍, ପିନାକୀ ମିଶ୍ର, ପ୍ରସନ୍ନ ପାଟ୍ଟଶାଣୀ
ଏନସିପି– ବଦ୍ରିନାରାୟଣ ପାତ୍ର, ଅରୂପ ପଟ୍ଟନାୟକ, ଶକୁନ୍ତଳା ଲାଗୁରୀ
ଆଞ୍ଚଳିକ ଦଳ
ଆମ୍ ଆଦମୀ ପାର୍ଟି– ସୂର୍ଯ୍ୟନାରାୟଣ ପାତ୍ର, ଅନୁଭବ ମହାନ୍ତି, ଡ. ପ୍ରଭାସ ସିଂ
ଏଆଇଏଡିଏମକେ ଓ ଡିଏମକେ – ଦେବୀପ୍ରସାଦ ମିଶ୍ର, ସିଦ୍ଧାନ୍ତ ମହାପାତ୍ର
ଲୋକଦଳ– କିଶୋର କୁମାର ମହାନ୍ତି, ଯୋଗେନ୍ଦ୍ର ତ୍ରିପାଠୀ
ଜେଡ଼ିଏସ୍ ଓ ଜେଡ଼ିୟୁ– ନଗେନ୍ଦ୍ର ପ୍ରଧାନ, ରବୀନ୍ଦ୍ର କୁମାର ଜେନା
ନ୍ୟାସନାଲ୍ କନଫରେନ୍ସ ଓ ପିଡ଼ିପି– ପିନାକୀ ମିଶ୍ର, ଲଡୁକିଶୋର ସ୍ୱାଇଁ
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା– ଅନୁଭବ ମହାନ୍ତି, ଝିନ ହିକକା, ବିମ୍ବାଧର କୁଅଁର
ଆରଜେଡ଼ି– ପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍
ଶିରୋମଣି ଅକାଳୀ ଦଳ– ତଥାଗତ ଶତପଥୀ, ସୂର୍ଯ୍ୟନାରାୟଣ ପାତ୍ର
ଶିବସେନା– ଅରୂପ ପଟ୍ଟନାୟକ, ବଳଭଦ୍ର ମାଝୀ
ସମାଜବାଦୀ ପାର୍ଟି– ଭର୍ତ୍ତୃହରି ମହତାବ, ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ
ତେଲୁଗଦେଶମ୍ ପାର୍ଟି– ସୌମ୍ୟରଂଜନ ପଟ୍ଟନାୟକ, ଏନ.ଭାସ୍କର ରାଓ
ତେଲେଙ୍ଗାନା ରାଷ୍ଟ୍ର ସମିତି– ସୌମ୍ୟମ୍ୟରଂଜନ ପଟ୍ଟନାୟକ, ଏନ.ଭାସ୍କର ରାଓ
Previous Post

ନବୀନଙ୍କ ହୃଦୟ ବିଶାଳ: ସୁବ୍ରମଣ୍ୟମ ସ୍ୱାମୀ

Next Post

ବିଜୟ ମହାପାତ୍ରଙ୍କୁ ନେଇ ସସପେନ୍ସ

Next Post
ବିଜୟ ମହାପାତ୍ରଙ୍କୁ ନେଇ ସସପେନ୍ସ

ବିଜୟ ମହାପାତ୍ରଙ୍କୁ ନେଇ ସସପେନ୍ସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA