Thursday, April 30, 2026 12:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୫-ଟି ଆଧାରରେ ସରକାରୀ ବାବୁଙ୍କ ଆପ୍ରେଜାଲ୍

by Our Correspondent
18 Oct, 2019- 11:51 PM
in Latest News, News
1 min read
0
୫-ଟି ଆଧାରରେ ସରକାରୀ ବାବୁଙ୍କ ଆପ୍ରେଜାଲ୍
ଭୁବନେଶ୍ୱର: ୫-ଟି ଆଧାରରେ କାମ କଲେ ସରକାରୀ ବାବୁଙ୍କୁ ଭଲ ସିସିଆର ମିଳିବ । ନ କଲେ ସିସିଆର୍ ଖରାପ ହୋଇଯିବ । ପଦୋନ୍ନତି କି ଅନ୍ୟାନ୍ୟ ସୁବିଧା ସୁଯୋଗ ହରାଇବେ । ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟ ପାଇଁ ବାବୁ ଓ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଏହି ମାପକାଠି ରଖିଛନ୍ତି ।
୫-ଟି ଚାର୍ଟର ଏବଂ ‘ମୋ ସରକାର’ କାର୍ଯ୍ୟକାରିତାରେ ଆନୁଆଲ୍ ପରଫମମାନସ ଆପ୍ରେଜାରଲ୍ ରିପୋର୍ଟ(ପିଏଆର) ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟ ସରକାରଙ୍କ ଅଧୀନସ୍ଥ ସମସ୍ତ ବାବୁ ଓ କର୍ମଚାରୀଙ୍କ ସମେତ ଆଇଏଏସ୍ ଏବଂ ଆଇପିଏସ୍ ଭଳି ସର୍ବଭାରତୀୟ ଅଫିସରଙ୍କ ପାଇଁ ଏହା ଲାଗୁ କରାଯାଇଛି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର କମ୍ ସଚିବ, ବିଭାଗୀୟ ମୁଖ୍ୟ, ଆରଡ଼ିସି, ଜିଲ୍ଲାପାଳମାନଙ୍କୁ ଏହି ମର୍ମରେ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ସର୍ବଭାରତୀୟ ସେବା ଅଧିକାରୀଙ୍କ କ୍ଷେତ୍ରରେ ୫-ଟି କାର୍ଯ୍ୟକ୍ରମ ପାଇଁ ୧୦ରୁ ୨ ପଏଣ୍ଟ ରଖାଯାଇଛି । ସେଥିମଧ୍ୟରୁ ବିଭାଗୀୟ ୫-ଟି ଚାର୍ଟର ପାଇଁ ୧ ପଏଣ୍ଟ, ସରକାରଙ୍କ ୫-ଟି ଚାର୍ଟର ପାଇଁ ୦.୫ ପଏଣ୍ଟ ଏବଂ ‘ମୋ ସରକାର’ ପାଇଁ ୦.୫ ପଏଣ୍ଟ(ମୂଲ୍ୟ) ବ୍ୟବସ୍ଥା ରହିଛି ।
ରାଜ୍ୟ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ସମୁଦାୟ ୨୦ ୱେଟେଜ୍ ମଧ୍ୟରୁ ବିଭାଗୀୟ ୫-ଟି ଚାର୍ଟର ପାଇଁ ୧୦ %, ସରକାରଙ୍କ ୫-ଟି ଚାର୍ଟର ପାଇଁ ୫% ଏବଂ ‘ମୋ ସରକାର’ ପାଇଁ ୫ % ୱେଟେଜ୍ ରଖାଯାଇଛି ।
ସୂଚନାଯୋଗ୍ୟ, ୫-ଟି କାର୍ଯ୍ୟକାରିତାରେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ଦକ୍ଷତାକୁ ୨୦ ପ୍ରତିଶତ ୱେଟେଜ୍ ଦେବାକୁ ପୂର୍ବରୁ ରାଜ୍ୟ ସରକାର ନିଷ୍ପତ୍ତି ନେଇସାରିଛନ୍ତି ।
Previous Post

ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍-୨: ଫୁଲବାଣୀକୁ ମେଡ଼ିକାଲ୍ କଲେଜ ଉପହାର

Next Post

ଅମାନିଆ ନେତାଙ୍କୁ ଛାଟ! ୩ ଦିନ ଭିତରେ କ୍ୱାର୍ଟର୍ସ ନ ଛାଡ଼ିଲେ ଏଫଆଇଆର

Next Post
ଅମାନିଆ ନେତାଙ୍କୁ ଛାଟ! ୩ ଦିନ ଭିତରେ କ୍ୱାର୍ଟର୍ସ ନ ଛାଡ଼ିଲେ ଏଫଆଇଆର

ଅମାନିଆ ନେତାଙ୍କୁ ଛାଟ! ୩ ଦିନ ଭିତରେ କ୍ୱାର୍ଟର୍ସ ନ ଛାଡ଼ିଲେ ଏଫଆଇଆର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA