Sunday, May 10, 2026 10:38 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୭ ଦିନିଆ ରାଷ୍ଟ୍ରୀୟ ଶୋକ, କାଲି ଛୁଟି ଘୋଷଣା

by Our Correspondent
16 Aug, 2018- 10:40 PM
in Latest News, News
1 min read
0
୭ ଦିନିଆ ରାଷ୍ଟ୍ରୀୟ ଶୋକ, କାଲି ଛୁଟି ଘୋଷଣା
ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ ସମଗ୍ର ଦେଶ ଶୋକରେ ବୁଡ଼ିଯାଇଛି । ଓଡ଼ିଶାର କୋଣ ଅନୁକୋଣ ଆଜି ବାଜପେୟୀଙ୍କୁ ଝୁରୁଛି । ସ୍ୱର୍ଗତ ବାଜପେୟୀଙ୍କ ସମ୍ମାନାର୍ଥେ ଆସନ୍ତକାଲିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଶୁକ୍ରବାର ସମସ୍ତ ସରକାରୀ ଅଫିସ, ସ୍କୁଲ, କଲେଜ ବନ୍ଦ ରହିବ । ବ୍ୟାଙ୍କଗୁଡ଼ିକୁ ମଧ୍ୟ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ୭ ଦିନ ବ୍ୟାପୀ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଏହି ୭ ଦିନ ଧରି ରାଜ୍ୟର ସମସ୍ତ ସରକାରୀ କୋଠାବାଡ଼ିରେ ଜାତୀୟ ପତାକା ଅର୍ଦ୍ଧନିମିତ ରହିବା ସହିତ କୌଣସି ସରକାରୀ ଉତ୍ସବ ପାଳନ କରାଯିବ ନାହିଁ ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଏମ୍ସ ଯାଇ ସ୍ୱର୍ଗତ ବାଜପେୟୀଙ୍କ ଅନ୍ତିମ ଦର୍ଶନ କରିଥିଲେ । ବାଜପେୟୀଙ୍କୁ ସେ ଦେଶର ଜଣେ ମହାନ୍ ଓ ଉଚ୍ଚା ବ୍ୟକ୍ତି ବୋଲି ଅଭିହିତ କରିଛନ୍ତି । ତାଙ୍କ ବିୟୋଗ ଦେଶ ପାଇଁ ଅପୂରଣୀୟ କ୍ଷତି ଆଣିଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ବାଜପେୟୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଜେପି ସଭାପତି ବସନ୍ତ ପଣ୍ଡା, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ବାଜପେୟୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି । ସମସ୍ତେ ଓଡ଼ିଶା ସହ ବାଜପେୟୀଙ୍କ ସମ୍ପର୍କର ସ୍ମୃତି ରୋମାନ୍ଥନ କରିଛନ୍ତି ।
ବାଜପେୟୀଙ୍କ ମରଶରୀରକୁ ଏମ୍ସରୁ ଅଣାଯାଇ ଶେଷ ଦର୍ଶନ ପାଇଁ ତାଙ୍କ ଘରେ ରଖାଯାଇଛି । ଆସନ୍ତାକାଲି ସକାଳେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟକୁ ମରଶରୀର ନିଆଯିବ । ଅପରାହ୍ନ ୧ଟାରେ ତାଙ୍କର ଅନ୍ତିମଯାତ୍ରା ଆରମ୍ଭ ହେବ । ୪ଟାରେ ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।
Previous Post

ବାଜପେୟୀ ଆଉ ନାହାନ୍ତି

Next Post

ଅଟଳଜୀଙ୍କୁ ଅଶ୍ରୁପୂର୍ଣ୍ଣ ବିଦାୟ

Next Post
ଅଟଳଜୀଙ୍କୁ ଅଶ୍ରୁପୂର୍ଣ୍ଣ ବିଦାୟ

ଅଟଳଜୀଙ୍କୁ ଅଶ୍ରୁପୂର୍ଣ୍ଣ ବିଦାୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA