Thursday, April 30, 2026 04:48 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୮ କୋଟି ପ୍ରବାସୀ ଶ୍ରମିକଙ୍କୁ ୨ ମାସ ମାଗଣା ରାସନ୍

by Our Correspondent
14 May, 2020- 08:21 PM
in Latest News, National, News
1 min read
0
୮ କୋଟି ପ୍ରବାସୀ ଶ୍ରମିକଙ୍କୁ ୨ ମାସ ମାଗଣା ରାସନ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ଅଭିଯାନର ଦ୍ୱିତୀୟ ପେଡ଼ି ଖୋଲିଛନ୍ତିି ଅର୍ଥମନ୍ତ୍ରୀ ଶ୍ରମତୀ ନିର୍ମଳା ସୀତାରମଣ । ଏଥିରେ ପ୍ରବାସୀ ଶ୍ରମିକ, କ୍ଷୁଦ୍ର ଚାଷୀ, ଉଠାଦୋକାନୀଙ୍କ ପାଇଁ ବ୍ୟବସ୍ଥା ରହିଛି ।
ପ୍ରବାସୀ ଶ୍ରମିକମାନଙ୍କୁ ଆସନ୍ତା ୨ ମାସ ଯାଏ ମାଗଣା ରାସନ୍ ଯୋଗାଇ ଦିଆଯିବ । ମୁଣ୍ଡପିଛା ସେମାନଙ୍କୁ ମିଳିବ ୫ କେଜି ଚାଉଳ କିମ୍ବା ଗହମ ଏବଂ କେଜିଏ ଡାଲି । ରାଜ୍ୟମାନଙ୍କ ହାତରେ ଏହାର ବଣ୍ଟନ ଦାୟିତ୍ୱ ଦିଆଯାଇଛି । ତେବେ ଏ ବାବଦ ସମସ୍ତ ଖର୍ଚ୍ଚ ୩୫୦୦ କୋଟି ଟଙ୍କା କେନ୍ଦ୍ର ସରକାର ଦେବେ । ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକ ଏଥିରୁ ଉପକୃତ ହେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ସେହିପରି ‘ଏକ ଦେଶ- ଏକ ରାସନ କାର୍ଡ’ ଲାଗୁ ସମ୍ପର୍କରେ ଘୋଷଣା କରିଛନ୍ତି ସୀତାରମଣ । ଏହି ବ୍ୟବସ୍ଥାରେ ଦେଶର ଯେ କୌଣସି ରାସନ ଡିପୋରୁ ଉପଭୋକ୍ତା ଜିନିଷ ନେଇପାରିବେ । ତେଣୁ ପ୍ରବାସୀ ଶ୍ରମିକମାନେ ସରକାରୀ ରାସନ୍ ପାଇବାରୁ ଆଉ ବଞ୍ଚିତ ହେବେ ନାହିଁ । ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ୨୩ଟି ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଥିବା ବେଳେ ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ସମଗ୍ର ଦେଶରେ ଲାଗୁ ହୋଇଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ପ୍ରବାସୀମାନେ ଏବେ ସଂପୃକ୍ତ ରାଜ୍ୟରୁ ରାସନ୍ ସାମଗ୍ରୀ ପାଇପାରିବେ ।
ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟରେ କାମ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ମନରେଗାରେ ୧୪.୬୨ କୋଟି ଅଧିକ ମାନବ ଦିବସ ସୃଷ୍ଟି କରାଯାଇ ସେମାନଙ୍କୁ କାମ ଦିଆଯିବ । ରାଜ୍ୟ ସରକାର ଏହି କାମ ଦେବେ । ୨୦୨ ଟଙ୍କା ମଜୁରୀରେ ସେମାନଙ୍କୁ କାମ ମିଳିବ ।
ପ୍ରବାସୀ ଶ୍ରମିକଙ୍କ ରହିବା ପାଇଁ ଘରଭଡ଼ା ଯୋଜନା ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁୁଲଭ ଦରରେ ଏହା ଯୋଗାଇ ଦିଆଯିବ । ୧୫ ହଜାରରୁ କମ୍ ଋଣ ଥିବା ଲୋକଙ୍କୁ ୨% ସୁଧ ଛାଡ଼ କରାଯିବ ।
ମୁଦ୍ରା ଶିଶୁ ଯୋଜନା ଅଧିନରେ ଥିବା ଋଣଗ୍ରହୀତାଙ୍କୁ ସୁବିଧା ମିଳିବ । ୩ କୋଟି ଋଣ ଗ୍ରହୀତାଙ୍କୁ ୧୫୦୦ କୋଟିର ରିହାତି ମିଳିବ ।
ଉଠାଦୋକାନୀଙ୍କ ପାଇଁ ୫ ହଜାର କୋଟିର ଆର୍ଥିକ ସୁବିଧା କରାଯାଇଛି । ସେମାନଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ଦେଶର ପ୍ରାୟ ୫୦ ଲକ୍ଷ ଉଠା ଦୋକାନୀ ଏଥିରେ ଲାଭବାନ ହେବେ ।
କୃଷି ଋଣ ପରିଶୋଧ ଅବଧିକୁ ମେ ୩୧ କୁ ବୃଦ୍ଧି କରାଯାଇଛି । ୩ କୋଟି ଚାଷୀଙ୍କୁ ୪.୨ ଲକ୍ଷ କୋଟିର ଋଣ ଯୋଗାଇ ଦିଆଯାଉଛି । ମାର୍ଚ୍ଚ ଓ ଏପ୍ରିଲ୍ ରେ ୬୩ ଲକ୍ଷ ଚାଷୀଙ୍କୁ ୮୬,୬୦୦ କୋଟି ଋଣ ଦିଆଯାଇଛି ।୨୫ ଲକ୍ଷ ନୂଆ କିଷାନ କାର୍ଡଧାରୀଙ୍କୁ ୨୫ ହଜାର କୋଟିର ଋଣ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ସହରାଞ୍ଚଳ ଗରିବ, ପ୍ରବାସୀ ଶ୍ରମିକଙ୍କ ପାଇଁ ଏସଡିଆରଏଫ ପାଣ୍ଠି ଖର୍ଚ୍ଚ କରିବେ ରାଜ୍ୟ ସରକାର । ବର୍ତ୍ତମାନ ଏସଡିଆରଏଫରେ ସହରାଞ୍ଚଳ ଗୃହହୀନ ଗରିବଙ୍କୁ ଆଶ୍ରୟ ଗୃହରେ ରଖାଯାଉଛି । ସେମାନଙ୍କୁ ଦୈନିକ ୩ ଓଳି ଖାଇବାକୁ ଦିଆଯାଉଛି । ସହରାଞ୍ଚଳ ଗରିବଙ୍କ ପାଇଁ ୭୨୦୦ ନୂଆ ଏସଏଚଜି ସୃଷ୍ଟି କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ମଧ୍ୟବିତ୍ତଙ୍କୁ ଗୃହ ନିର୍ମାଣ ସୁବିଧା ପାଇଁ କ୍ରେଡିଟ୍ ଲିଙ୍କ୍ ସବସିଡି ଅବଧି ବୃଦ୍ଧି କରାଯାଇଛି । ଆଦିବାସୀଙ୍କୁ କାମ ଦେବାକୁ କାମ୍ପା ପାଣ୍ଠିରୁ ୬ ହଜାର କୋଟି ବ୍ୟବସ୍ଥା କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।
Previous Post

ଅତି ଗର୍ବେ ହତ ଲଙ୍କା

Next Post

ଚିରନିଦ୍ରାରେ ଭବାନୀ ପଟ୍ଟନାୟକ

Next Post
ଚିରନିଦ୍ରାରେ ଭବାନୀ ପଟ୍ଟନାୟକ

ଚିରନିଦ୍ରାରେ ଭବାନୀ ପଟ୍ଟନାୟକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA