Thursday, July 2, 2026 12:47 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ସିନ୍ଧୁଜା’ର ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର ସାହିତ୍ୟିକ

ଚାରି ଜଣଙ୍କୁ ସିନ୍ଧୁଜା ସମ୍ମାନ, ସମ୍ବର୍ଦ୍ଧିତ ହେଲେ ୧୩ ଗାଳ୍ପିକ

by Our Correspondent
07 Jan, 2024- 09:25 PM
in Latest News, News
1 min read
0
‘ସିନ୍ଧୁଜା’ର ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର ସାହିତ୍ୟିକ

ଭୁବନେଶ୍ୱର: ମାସିକ ଫିଚରଧର୍ମୀ ମହିଳା ପତ୍ରିକା ‘ସିନ୍ଧୁଜା’ର ଦ୍ୱାଦଶ ବାର୍ଷିକ ଉତ୍ସବ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ପାଳିତ ହୋଇଛି । ଏହି ଅବସରରେ ଜନଜାତି ସାହିତ୍ୟ ଉପରେ ଏକ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ‘ଜୀବନର ସୁଆଦ ଅଛି’ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସଂସ୍କୃତି ବିଭାଗ ନିଦେ୍ର୍ଦଶକ ଦିଲୀପ କୁମାର ରାଉତରାଏ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ତଥା ସ୍ୱନାମଧନ୍ୟ ସାହିତ୍ୟିକ ନୃପରାଜ ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟରେ ‘ସିନ୍ଧୁଜା’ର ମହିଳା ସମୃଦ୍ଧିର ପ୍ରୟାସକୁ ପ୍ରଶଂସା କରିଥିଲେ । ଏଥିରେ ଅଧ୍ୟକ୍ଷତା କରିଥିଲେ ବରିଷ୍ଠ ସାହିତ୍ୟିକା ତଥା ସିନ୍ଧୁଜାର ମୁଖ୍ୟ ଉପଦେଷ୍ଟା ଡ. ଅର୍ଚ୍ଚନା ନାୟକ । ସିନ୍ଧୁଜାର ସମ୍ପାଦିକା ଶର୍ମିଳା ସାହୁ ସ୍ୱାଗତ ଭାଭଣ ଦେଇଥିଲେ ।

ସେହିପରି ଜନଜାତି ଭାଷା ଦଶନ୍ଧୀ ପାଳନ ଅବସରରେ ଆୟୋଜିତ ‘ଜୀବନର ସୁଆଦ ଅଛି’ ଶୀର୍ଷକ ଆଲୋଚନାଚକ୍ରରେ ଅବସରପ୍ରାପ୍ତ ପ୍ରଶାସକ ତଥା ଜନଜାତିଙ୍କ ଜୀବନ-ଜୀବିକା ଉପରେ ଗବେଷଣା କରୁଥିବା ସାହିତ୍ୟିକ ଜଗନ୍ନାଥ ମହାନ୍ତି, ଫକୀରମୋହନ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗ ପ୍ରଫେସର ଡ. ଦେବାଶୀଷ ପାତ୍ର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସାନ୍ତାଳୀ ତଥା ଓଡ଼ିଆ ଭାଷା ବିଭାଗ ପ୍ରଫେସର ନାକୁ ହାଁସଦାଃ, ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ଜନଜାତିଙ୍କ ଜୀବନ, ସଂସ୍କୃତି, ପରମ୍ପରା ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ ।

ଉତ୍ସବରେ ଡ. ମାଧବାନନ୍ଦ ବେହୁରାଙ୍କ ସଂପାଦିତ ତଥା ଜନଜାତିଙ୍କ ଜୀବନ ଓ ପରମ୍ପରାକୁ ନେଇ ଲିଖିତ ଗଳ୍ପଗୁଡ଼ିକୁ ନେଇ ପ୍ରସ୍ତୁତ ପୁସ୍ତକ ‘ବନବାସୀ’, ଓ ଡ. ପ୍ରଦୀପ କୁମାର ସ୍ୱାଇଁଙ୍କ ଲିଖିତ ପୁସ୍ତକ ‘ସାନ୍ତାଳୀ ଇତିହାସ’ ଏବଂ ସିନ୍ଧୁଜା’ର ଜାନୁଆରୀ ସଂଖ୍ୟା ଅତିଥିମାନଙ୍କ ଦ୍ୱାରା ଉନ୍ନୋଚିତ ହୋଇଛି ।

ଏହି ଅବସରରେ ସିନ୍ଧୁଜା ପକ୍ଷରୁ ‘ସିନ୍ଧୁଜା ସମ୍ମାନ-୨୦୨୪’ରେ ଲେଖିକା ବୈଜୟନ୍ତୀ ମିଶ୍ର, ଇଂ. ଧନଞ୍ଜୟ ପ୍ରଧାନ, ଲେଖକ ଡ. ଦ୍ୱିତୀ ଚନ୍ଦ୍ର ସାହୁ, ଓ ଉତ୍ତମ ଲୋକସଂପର୍କ ଅଧିକାରୀ ଭାବେ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ‘ବନବାସୀ’ ପୁସ୍ତକରେ ସ୍ଥାନୀତ ଗଳ୍ପର ଲେଖକମାନଙ୍କୁ ମଧ୍ୟ ସମ୍ବଦ୍ଧିତ କରାଯାଇଥିଲା । ନୃପରାଜ ସାହୁ, ଡ. ଅଜୟ ସ୍ୱାଇଁ, ସୁରେଶ ଛୋଟରାୟ, ଭୀମ ପୃଷ୍ଟି, ଡ. ଦ୍ୱିତୀ ଚନ୍ଦ୍ର ସାହୁ, ଡ. ରଞ୍ଜନ ପ୍ରଧାନ, ଡ. ସୁଷମା ମିଶ୍ର, ଇଂ ଅଜୟ ମହାପାତ୍ର, ଶିବାଶିଷ ପାଢ଼ୀ, ଡ. ରିନା ରାଉତରାୟ, ସୁଜାତା ମହାପାତ୍ର, ସ୍ନେହଲତା ଦାସଲେଙ୍କା ଏବଂ ‘ସାନ୍ତାଳୀ ଇତିହାସ’ର ଲେଖକ ଡ. ପ୍ରଦୀପ କୁମାର ସ୍ୱାଇଁଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଅନୁଷ୍ଠିତ ଉତ୍ସବକୁ ସଂଯୋଜନା କରିଥିଲେ ଗଳ୍ପକା ସୁଜାତା ମହାପାତ୍ର, କବି ଅକ୍ଷୟ ସ୍ୱାଇଁ । ଡ. ଆଶୀଷ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅର୍ପିତା ମିଶ୍ର ଓ ଡ. ମାଧବାନନ୍ଦ ବେହୁରା ।

Previous Post

ରାଜ୍ୟର ୨ଲକ୍ଷ ୫୦ହଜାର ସିକ୍କିମ ପଟ୍ଟାଧାରୀ ରୟତ ପରିବାର ହେବେ ଉପକୃତ: ପାଣ୍ଡିଆନ

Next Post

ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ ସଭାପତିମାନଙ୍କ ବୈଠକ ନେଲେ ଅଜୟ କୁମାର

Next Post
ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ ସଭାପତିମାନଙ୍କ ବୈଠକ ନେଲେ ଅଜୟ କୁମାର

ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ ସଭାପତିମାନଙ୍କ ବୈଠକ ନେଲେ ଅଜୟ କୁମାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA