Thursday, June 4, 2026 10:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୩୦ ଜିଲ୍ଲା ଦାୟିତ୍ୱରେ ୩୦ ବରିଷ୍ଠ ଆଇଏଏସ୍

by Our Correspondent
23 Oct, 2022- 09:30 PM
in Latest News, News
1 min read
0
୩୦ ଜିଲ୍ଲା ଦାୟିତ୍ୱରେ ୩୦ ବରିଷ୍ଠ ଆଇଏଏସ୍
Spread the love

ଭୁବନେଶ୍ୱର: ତୃଣମୂଳସ୍ତରରେ ବିଭିନ୍ନ ସରକାରୀ ଯୋଜନା, କାର୍ଯ୍ୟକ୍ରମ ଓ ପ୍ରକଳ୍ପ କାର୍ଯ୍ୟକାରିତାର ତଦାରଖ, ସାଧାରଣ ଲୋକଙ୍କୁ ଜନସେବା ପ୍ରଦାନ ସହ ସ୍ଥାନୀୟ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ରାଜ୍ୟର ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ମୋଟ୍ ୩୦ଟି ଜିଲ୍ଲା ପାଇଁ ୩୦ଜଣ ବରିଷ୍ଠ ଆଇଏଏସଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କୁ ନିୟମିତ ଭାବେ ଆବଣ୍ଟିତ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିବା ସହ ସ୍ଥାନୀୟ ପ୍ରଶାସନିକ ସମସ୍ୟାର ସମାଧାନ ଖୋଜିବେ । ସମ୍ପୃକ୍ତ ଅଫିସରମାନେ ଜିଲ୍ଲା ଗସ୍ତର ସମ୍ପୂର୍ଣ୍ଣ ବିବରଣୀ ମୁଖ୍ୟ ସଚିବଙ୍କ ଅଫିସକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ରାଜ୍ୟର ୧୦ଟି ଆକାଂକ୍ଷା ଜିଲ୍ଲା ଆବଂଟିତ ହୋଇଥିବା ଆଇଏଏସଙ୍କୁ ସ୍ୱତନ୍ତ୍ର ଭାବେ ସବୁ ମାନଦଣ୍ଡ ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି ।

କାହା ଦାୟିତ୍ୱରେ କେଉଁ ଜିଲ୍ଲା

ଶ୍ରୀମତୀ ବୃନ୍ଦା ଡି- ଅନୁଗୁଳ

ନିକୁଞ୍ଜ ବିହାରୀ ଧଳ- ବଲାଙ୍ଗିର

ଏନ୍ ଥିରୁମାଳା ନାଏକ- ବାଲେଶ୍ୱର

ଅର୍ଚ୍ଚନା ପଟ୍ଟନାୟକ-ବରଗଡ଼

ଅରିନ୍ଦମ ଡାକୁଆ- ଭଦ୍ରକ  

ଗୁହା ପୁନମ ତାପସ କୁମାର- ବୌଦ୍ଧ

ସୁଜାତା ଆର କାର୍ତ୍ତିକେୟନ- କଟକ

ସୁରେଶ ଚନ୍ଦ୍ର ଦଳେଇ- ଦେବଗଡ଼

ମନୋଜ କୁମାର ମିଶ୍ର- ଢେଙ୍କାନାଳ

ଚିତ୍ରା ଅରୁମଗମ- ଗଜପତି  

ଏସ୍ ଅଶ୍ୱସ୍ଥି- ଗଞ୍ଜାମ

ଭାସ୍କରଜ୍ୟୋତି ଶର୍ମା- ଯାଜପୁର 

ସତ୍ୟବ୍ରତ ସାହୁ- କଳାହାଣ୍ଡି

ଅନୁ ଗର୍ଗ- ପୁରୀ

ସୁରେଶ କୁମାର ବଶିଷ୍ଠ- ରାୟଗଡ଼ା

ବୀରବିକ୍ରମ ଯାଦବ- ସମ୍ବଲପୁର

ଭୂପେନ୍ଦ୍ର ସିଂ ପୁନିଆ-ସୋନପୁର

ହେମନ୍ତ ଶର୍ମା- ଝାରସୁଗୁଡ଼ା

ଶ୍ରୀକାନ୍ତ ପୃଷ୍ଟି- ଜଗତସିଂହପୁର

ବଲବନ୍ତ ସିଂ-ସୁନ୍ଦରଗଡ଼

ଆର ଯାଦବ- ନୂଆପଡ଼ା

ବି ପରମେଶ୍ୱର- ନୟାଗଡ଼

ଅରବିନ୍ଦ ଅଗ୍ରୱାଲ- ନବରଙ୍ଗପୁର

ବିଶାଳ କୁମାର ଦେବ- ମୟୂରଭଞ୍ଜ

ସଞ୍ଜିବ କୁମାର ଚଢ଼ା- ମାଲକାନଗିରି

ବିଷ୍ଣୁପଦ ସେଠୀ- କୋରାପୁଟ

ଶୁଭା ଶର୍ମା- ଖୋର୍ଦ୍ଧା

ପ୍ରେମଚନ୍ଦ୍ର ଚୌଧୁରୀ- କେନ୍ଦ୍ରାପଡ଼ା

ଦେଓରଞ୍ଜନ ସିଂହ- କେନ୍ଦୁଝର

ଅରବିନ୍ଦ କୁମାର ପାଢ଼ୀ- କନ୍ଧମାଳ 

Previous Post

ସୂର୍ଯ୍ୟପରାଗ ପାଇଁ ସରକାରୀ ଛୁଟି

Next Post

ଅସହାୟ କିଶୋରଙ୍କୁ ସାହା ହେଲା ଓଡ଼ିଶା ମୋ ପରିବାର

Next Post
ଅସହାୟ କିଶୋରଙ୍କୁ ସାହା ହେଲା ଓଡ଼ିଶା ମୋ ପରିବାର

ଅସହାୟ କିଶୋରଙ୍କୁ ସାହା ହେଲା ଓଡ଼ିଶା ମୋ ପରିବାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA