ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳରେ ନୂଆ ଜିଲ୍ଲା-ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରାଯାଇଛି । ସଭାନେତ୍ରୀ ସ୍ନେହାଙ୍ଗୀନ ଛୁରିଆଙ୍କ ଅନୁମୋଦନକ୍ରମେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୫ ସାଂଗଠନିକ ଜିଲ୍ଲାରେ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ) ମାନସ ମଙ୍ଗରାଜଙ୍କ ଦସ୍ତଖତରେ ଆଜି ଏହି ତାଲିକା ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଗତ ଜୁନ୍ ୨୭ ତାରିଖରେ ସ୍ନେହାଙ୍ଗୀନଙ୍କ ନୂଆ ଟିମ୍ ଘୋଷଣା ହୋଇଥିଲା । ସେଥିରେ ୫ ଉପଦେଷ୍ଟା, ୧୪୧ ରାଜ୍ୟ ପଦାଧିକାରୀ, ୧୨ ଜୋନ୍ କାର୍ଯ୍ୟକର୍ତ୍ତା, ୩୩ ଜିଲ୍ଲା ସଭାପତି ଏବଂ ୬୯ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ଥିଲା ।
ନୂଆ ପର୍ଯ୍ୟବେକ୍ଷକ ତାଲିକା
ଡ. ଗୀତାଞ୍ଜଳି ବସ୍ତିଆ-ଗଞ୍ଜାମ
ବାସନ୍ତୀ ମାଝୀ-ବ୍ରହ୍ମପୁର
ଡ. ଲୋପାମୁଦ୍ରା ବକ୍ସିପାତ୍ର-ଖୋର୍ଦ୍ଧା
କସ୍ତୁରୀ ମହାପାତ୍ର-ଭୁବନେଶ୍ୱର
ସଂଯୁକ୍ତା ମହାନ୍ତି(ଯାଜପୁର)- କେନ୍ଦୁଝର
ଉମିଲତା ଦାସ-ମୟୁରଭଞ୍ଜ(୧)
ସୁମିତ୍ରା ଜେନା-ମୟୁରଭଞ୍ଜ(୨)
ପ୍ରଭାସିନୀ ଷଡ଼ଙ୍ଗୀ-କଟକ
ସାଇଶ୍ରୀ ପଟ୍ଟନାୟକ- କଟକ ନଗର
ଜ୍ୟୋତି ପାଣିଗ୍ରାହୀ-ସୁନ୍ଦରଗଡ଼
ସାଧନା ସାମନ୍ତରାୟ-ରାଉରକେଲା
ସ୍ନିଗଧା ପାଣିଗ୍ରାହୀ-ରାୟଗଡ଼ା
ବାସନ୍ତୀ ମହାପାତ୍ର-ବାଲେଶ୍ୱର
ରୁନୁ ଜେନା-ନୟାଗଡ଼
ସଂଯୁକ୍ତା ମହଲ-ଜଗତସିଂହପୁର
ନିବେଦିତା ମହାନ୍ତି-ମାଲକାନଗିରି
ମମତା ବିଶୋୟୀ-କନ୍ଧମାଳ
ନିବେଦିତା ନାୟକ-ସମ୍ବଲପୁର
ସବିତା ମହାପାତ୍ର(ଜଗତସିଂହପୁର)-କେନ୍ଦ୍ରାପଡ଼ା
କଲ୍ୟାଣୀ ନାୟକ-ବଲାଙ୍ଗୀର
ପୁଷ୍ପାଞ୍ଜଳି ରଣା-ଅନୁଗୁଳ
ଅନିମା କହଁର-କଳାହାଣ୍ଡି
ସଂଧ୍ୟା ବିଶ୍ୱାଳ-ପୁରୀ
ପ୍ରଭାସିନୀ ନନ୍ଦ-ସୋନପୁର
ଭାରତୀ ସିଂ-ଯାଜପୁର
ମାଳତୀ ସାହୁ-ନୂଆପଡ଼ା
ମୀରା ପରିଡ଼ା-କୋରାପୁଟ
ଗୋପା ମହାନନ୍ଦ-ବରଗଡ଼
ସୁଭଦ୍ରା ଦାସ-ଭଦ୍ରକ
ପୁଷ୍ପାଞ୍ଜଳୀ ପାଣ୍ଡେ-ନବରଙ୍ଗପୁର
ରଞ୍ଜୁଲତା ରାୟ-ଢ଼େଙ୍କାନାଳ
ସଂଧ୍ୟାରାଣୀ ଲାକ୍ରା-ଝାରସୁଗୁଡ଼ା
ସିପ୍ରା ମହାନ୍ତି-ବୌଦ୍ଧ
ଜୟଶ୍ରୀ ଦାସ-ଗଜପତି
ବନଜା ମହାନ୍ତି-ଦେବଗଡ଼