Sunday, May 10, 2026 08:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୋଆରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

by Our Correspondent
16 Aug, 2025- 07:29 PM
in News
1 min read
0
ସୋଆରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଉତ୍ସାହର ସହ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଜାତୀୟ ପତାକା ଉତୋଳନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଉତ୍ସବମୂଳର୍କ ମାର୍ଚ୍ଚ ପାଷ୍ଟ ଏବଂ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା ।

କୁଳପତି ପ୍ରଫେସର ନନ୍ଦ ଜାତୀୟ ପତାକା ଉତୋଳନ କରିବା ଅବସରରେ ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଯୋଗଦାନ ଦେବାକୁ ଆହ୍ୱାନ କରିଥିଲେ ।  “ଭାରତ କୃଷି, ଶିକ୍ଷା, ସ୍ୱାସ୍ଥ୍ୟସେବା, ଶିଳ୍ପ ଏବଂ ଏପରିକି ମହାକାଶ ବିଜ୍ଞାନ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଳାଙ୍କୁ ଆର୍ନ୍ତଜାତୀୟ ମହାକାଶ କେନ୍ଦ୍ରକୁ ପଠାଇ ଦେଶ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହାର ପ୍ରଗତି ପ୍ରଦର୍ଶନ କରିଛି । ବର୍ତମାନ ଚତୁର୍ଥ ବୃହତ ଅର୍ଥନୀତି, ଭାରତ ଅଭିବୃଦ୍ଧି ପାଇଁ ସକ୍ଷମ ଏବଂ ଆତ୍ମନିର୍ଭରଶୀଳତା ଉପରେ ଏହାର ଗୁରୁତ୍ୱ ଷ୍ଟାର୍ଟ -ଅପ୍ ଗୁଡିକୁ ପ୍ରୋତ୍ସାହିତ କରିଛି ବୋଲି ସେ କହିଛନ୍ତି ।

 ଯେ ଜଳବାୟୁ ପରିବର୍ତନ ମାନବଜାତି ପାଇଁ ଏକ ଗମ୍ଭୀର ବିପଦ ପାଲଟିଛି । ଯାହାର ମୁକାବିଲା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ଏହି ଘଟଣା ମୁକାବିଲା ସହ ଏ କ୍ଷେତ୍ରରେ ଗବେଷଣାକୁ ବୃଦ୍ଧି କରିବା ପାଇଁ ସୋଆ ପରିବେଶ ଜଳବାୟୁ ଏବଂ କେନ୍ଦ୍ର ଏବଂ ଜଳବାୟୁ ସ୍ମାର୍ଟ କୃଷି କେନ୍ଦ୍ର ସ୍ଥାପନ କରିଛି ବୋଲି କୁଳପତି ପ୍ରଫେସର ନନ୍ଦ କହିଥିଲେ ।

ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, କ୍ରୀଡା ଅଧିକାରୀ ସୁଶ୍ରୀ ସୁନିତା ବର୍ମା ଏବଂ ଅନ୍ୟାନ୍ୟ ଅଧିକାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏନ୍ସିସି ର କ୍ୟାଡେଟ୍ ଏବଂ ବିଭିନ୍ନ ପ୍ରତିଷ୍ଠାନର ଛାତ୍ରମାନେ ପରେଡରେ ଅଂଶ ଗ୍ରହଣ କରିଥିଲେ ।

ସ୍ୱାଧୀନତା ଦିବସ ପାଳନ ଅବସରରେ ସୋଆର ପ୍ରୋ ଭାଇସ୍ ଚାନ୍ସଲେର ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍ର ଡିନ୍ ପ୍ରଫେସର ଅୟଶ କାନ୍ତା ମହାନ୍ତି , ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ସ୍କୁଲ ଅଫ୍ ଫାର୍ମାସୁ୍ୟଟିକାଲ୍ ସାଇନସେସ୍ ର ଡିନ୍ ପ୍ରଫେସର ଦେବଜ୍ୟୋତି ଦାସ, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ର ଡିନ୍ ପ୍ରଫେସର (ଡାକ୍ତର) ରୁଚି ଭୂୟାଁ ଏବଂ ସମ୍ ନର୍ସିଂ କଲେଜର ଡିନ୍ ପ୍ରଫେସର ସସ୍ମିତା ଦାସ ଉପସ୍ଥିତ ଥିଲେ ।

ପୂର୍ବରୁ ପ୍ରୋ ଭାଇସ୍ ଚାନସ୍ଲେର ପ୍ରଫେସର ସାମନ୍ତରାୟ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତରେ କୁଳପତି ପ୍ରଫେସର ନନ୍ଦ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ଜାତୀୟ ପତାକା ମଧ୍ୟ ଉତୋଳନ କରିଥିଲେ ।

ମାର୍ଚ୍ଚ ପାଷ୍ଟ ରେ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ହାୟର ସେକେଣ୍ଡୋରୀ ଏଜୁକେସନ ( ପ୍ଲସ୍ ଟୁ କଲେଜ) ର ବାଳକ ଏବଂ ବାଳିକା ଦଳ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଯେତେବେଳେ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ ର ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ମାର୍ଚ୍ଚ ପାଷ୍ଟ ରେ ବିଚାରକ ଭାବରେ ସୁବେଦାର ମେଜର ଏଲ.ଡି.ତରାଇ ଏବଂ ସୁବେଦାର ମେଜର କେ.ସି. ଜେନା ବିଜେତାମାନଙ୍କୁ ଚୟନ କରିଥିଲେ ।

Previous Post

ଟେକ୍-ହୋମ୍-ରାସନ୍ କାର୍ଯ୍ୟକ୍ରମରେ ହେବ ‘ତଦାରଖ ଓ ମୂଲ୍ୟାଙ୍କନ ବ୍ୟବସ୍ଥା’

Next Post

ଇନ୍ଦିରା ପାର୍କ ମର୍ଣ୍ଣିଂ ୱାକର୍ସ ଆସୋସିଏସନ୍ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

Next Post
ଇନ୍ଦିରା ପାର୍କ ମର୍ଣ୍ଣିଂ ୱାକର୍ସ ଆସୋସିଏସନ୍ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

ଇନ୍ଦିରା ପାର୍କ ମର୍ଣ୍ଣିଂ ୱାକର୍ସ ଆସୋସିଏସନ୍ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA