Tuesday, May 26, 2026 01:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ି ଜିଲ୍ଲା ସଭାପତି ତାଲିକା ଘୋଷଣା ସୁଦାମ ମାରାଣ୍ଡି

by Our Correspondent
21 Feb, 2020- 02:35 PM
in Latest News, News, Politics
1 min read
0
ବିଜେଡ଼ି ଜିଲ୍ଲା ସଭାପତି ତାଲିକା ଘୋଷଣା ସୁଦାମ ମାରାଣ୍ଡି

୧୪ ପୁରୁଣା, ୧୯ ନୂଆ ମୁହଁ

ଭୁବନେଶ୍ୱର: ଦୁଇଟି ନୂଆ ସାଂଗଠନିକ ଜିଲ୍ଲାକୁ ମିଶାଇ ବିଜେଡ଼ିର ୩୩ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟାର ଦ୍ୱିତୀୟ ପର୍ଯ୍ୟାୟ ଶେଷରେ ଏହି ତାଲିକା ପ୍ରକାଶ ପାଇଛି । ପୂର୍ବ ତାଲିକାର ୧୪ ଜଣଙ୍କୁ ଏଥିରେ ସ୍ଥାନ ମିଳିଥିବା ବେଳେ ୧୯ ଜଣ ନୂଆ କରି ଯୋଡି ହୋଇଛନ୍ତି । ପୂର୍ବରୁ ବିଜେଡ଼ିର ୩୧ଟି ସାଂଗଠନିକ ଜିଲ୍ଲା ଥିଲା । ତେବେ ୨୦୧୯ ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ ଓ ମୟୁରଭଞ୍ଜ ଜିଲ୍ଲାରେ ଦଳ ଆଶାନୁରୂପକ ଫଳ ପାଇ ନ ଥିଲା । ଆଗକୁ ମ୍ୟୁନିସିପାଲିଟି ନିର୍ବାଚନ ଥିବାରୁ ଏହି ଦୁଇ ଜିଲ୍ଲାରେ ବିଜେଡ଼ି ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ଯୋଜନା କରାଯାଇଛି । ଭୁବନେଶ୍ୱର ଭଳି ରାଉରକେଲାକୁ ଏକ ପୃଥକ୍ ସାଂଗଠନିକ ଜିଲ୍ଲା କରାଯାଇଥିବା ବେଳେ ମୟୁରଭଞ୍ଜ ସଦରକୁ ପୃଥକ୍ ସାଂଗଠନିକ ଜିଲ୍ଲା କରାଯାଇଛି ।

କିଏ କେଉଁ ଜିଲ୍ଲାର ସଭାପତି

ଅନୁଗୁଳ- ମହେନ୍ଦ୍ର ବସ୍ତିଆ
ବାଲେଶ୍ୱର- ରବୀନ୍ଦ୍ର କୁମାର ଜେନା
ବରଗଡ଼- ବିଜୟ ରଞ୍ଜନ ସିଂ ବରିହା
ଭଦ୍ରକ- ଜଗନ୍ନାଥ ସ୍ୱାଇଁ
ଭୁବନେଶ୍ୱର- ଅନନ୍ତ ନାରାୟଣ ଜେନା
ବଲାଙ୍ଗୀର- ଶ୍ରୀମତୀ ଟୁକୁନି ସାହୁ
ବୌଦ୍ଧ- ମହୀଧର ରଣା
କଟକ- ଦେବାଶିଷ ସାମନ୍ତରାୟ
ଦେବଗଡ଼- ରୋମାଞ୍ଚ ରଞ୍ଜନ ବିଶ୍ୱାଳ
ଢ଼େଙ୍କାନାଳ- ପ୍ରଫୁଲ୍ଲ ମଲ୍ଲିକ
ଗଜପତି- ପ୍ରଦୀପ ନାୟକ
ଗଞ୍ଜାମ- ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି
ଯାଜପୁର- ସରୋଜ ମହାପାତ୍ର
ଝାରସୁଗୁଡ଼ା- କିଶୋର ମହାନ୍ତି
କଳାହାଣ୍ଡିି- ପୁଷ୍ପେନ୍ଦ୍ର ସିଂହଦେଓ
କନ୍ଧମାଳ- ସରୋଜ କୁମାର କର୍ଣ୍ଣ
କେନ୍ଦ୍ରାପଡ଼ା- ଉତ୍କଳ କେଶରୀ ପରିଡ଼ା
କେଉଁଝର- ମାଧବ ସର୍ଦ୍ଦାର
ଖୋର୍ଦ୍ଧା- ବିଭୂତି ଭୂଷଣ ବଳବନ୍ତରାୟ
କୋରାପୁଟ- ଈଶ୍ୱର ପାଣିଗ୍ରାହୀ
ମାଲକାନଗିରି- ପୂର୍ଣ୍ଣଚନ୍ଦ୍ର ବାକା
ମୟୁରଭଞ୍ଜ ସଦର- କାଶୀନାଥ ହେମ୍ବ୍ରମ୍
ମୟୁରଭଞ୍ଜ- ସୁଦାମ ମାରାଣ୍ଡି
ନବରଙ୍ଗପୁର- ରମେଶ ଚନ୍ଦ୍ର ମାଝୀ
ନୟାଗଡ଼- ରମେଶ ବେହେରା
ନୂଆପଡ଼ା- ମନୋଜ ମିଶ୍ର
ପୁରୀ- ମହେଶ୍ୱର ମହାନ୍ତି
ରାୟଗଡ଼ା- ସୁଧୀର ଦାସ
ରାଉରକେଲା- ସାରଦା ପ୍ରସାଦ ନାୟକ
ସମ୍ବଲପୁର- ସିଦ୍ଧାର୍ଥ ଦାସ
ସୁବର୍ଣ୍ଣପୁର- ସରୋଜ କାମ୍ପା
ସୁନ୍ଦରଗଡ଼- ବିନୟ ଟପ୍ପୋ
Previous Post

ବାଇଁଆଙ୍କୁ ହଟାଇ ବୁନୁଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ

Next Post

ବଡ଼ଦାଣ୍ଡ ଭିକାରି vs ପୁଲିସ କମିଶନର; କାହାଣୀ ବନ୍ଧୁତ୍ୱର..

Next Post
ବଡ଼ଦାଣ୍ଡ ଭିକାରି vs ପୁଲିସ କମିଶନର; କାହାଣୀ ବନ୍ଧୁତ୍ୱର..

ବଡ଼ଦାଣ୍ଡ ଭିକାରି vs ପୁଲିସ କମିଶନର; କାହାଣୀ ବନ୍ଧୁତ୍ୱର..

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA