Wednesday, June 10, 2026 02:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜିଲ୍ଲାପାଳ,ଏସପିଙ୍କୁ ଲେଖିଲେ ପାଣ୍ଡିଆନ୍: ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ଟ୍ରେସିଂ କର

by Our Correspondent
04 Apr, 2020- 09:59 PM
in Latest News, News
1 min read
0
ଜିଲ୍ଲାପାଳ,ଏସପିଙ୍କୁ ଲେଖିଲେ ପାଣ୍ଡିଆନ୍: ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ଟ୍ରେସିଂ କର
ଭୁୁବନେଶ୍ୱର: ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ଟ୍ରେସିଂ କରି ରାଜ୍ୟକୁ କରେନା ସଂକ୍ରମଣରୁ ରକ୍ଷା କରିବା ସରକାରଙ୍କ ପାଇଁ ଏବେ ବଡ଼ ଚାଲେଞ୍ଜ୍ ହୋଇଛି । ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭାବପୂର୍ଣ୍ଣ ସାଙ୍ଗକୁ ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ଖୋଜି ବାହାର କରିବାକୁ ଜୋରଦାର ଉଦ୍ୟମ ଲଗାଇଛନ୍ତି ୫-ଟି ସଚିବ ଭି.କେ.ପାଣ୍ଡିଆନ୍ । ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ଥିବାରୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ସମସ୍ତ ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶ୍ରୀ ପାଣ୍ଡିଆନ୍ ଲେଖିଛନ୍ତି, ନିଜାମୁଦ୍ଦିନ୍ ମାର୍କଜ୍ ରୁ ଫେରିଥିବା ବ୍ୟକ୍ତିମାନଙ୍କ ଟ୍ରେସିଂ ରାଜ୍ୟ ଓ ଦେଶ ପାଇଁ ଚାଲେଂଜ ହୋଇଛି । ସମସ୍ତ ନିଜାମୁଦ୍ଦିନ୍ ଫେରନ୍ତା ୧୦୪ କୁ କଲ୍ କରି ଡାକ୍ତରଙ୍କ ପରାମର୍ଶରେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିନମ୍ର ନିବେଦନ କରିଛନ୍ତି । ଟେଷ୍ଟିଂ ପାଇଁ ଆଗେଇ ଆସୁଥିବା ବ୍ୟକ୍ତି ଓ ତାଙ୍କ ପରିବାରକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବେ ।
ସିଭିଲ୍, ପୁଲିସ ଏବଂ ସ୍ୱାସ୍ଥ୍ୟ ପ୍ରଶାସନ ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ଚିହ୍ନଟ କରି ଡାକ୍ତରୀ ସହାୟତା ଦେବା ଗୁରୁତ୍ୱପୂର୍ଣ୍ଣ । ଜିଲ୍ଲାପାଳ ଏବଂ ଏସପି ମାନେ ସେମାନଙ୍କ ଅଞ୍ଚଳରେ ଥିବା ଧାର୍ମିକ ନେତାଙ୍କୁ ଅନୁରୋଧ କରି ସେମାନଙ୍କ ସହଯୋଗ ନେଇପାରିବେ । ପ୍ରଶାସନ ଏବଂ ପୁଲିସ ନିଜ ଚାନେଲ୍ ଜରିଆରେ ସେମାନଙ୍କୁ ଚିହ୍ନଟ କରି ସହଯୋଗ ପାଇଁ ବିଶ୍ୱାସ ଦିଅନ୍ତୁ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଏବଂ ୧୦୪ ସଦାବେଳେ ପ୍ରସ୍ତୁତ ରହିଛି । ଏଥିରେ ସାମାନ୍ୟ ବିଳମ୍ବ ସଂପୃକ୍ତ ବ୍ୟକ୍ତି, ତାଙ୍କ ପରିବାର ଏବଂ ରାଜ୍ୟର ଅଶେଷ କ୍ଷତି ପରିବ । ଆସନ୍ତା ୪୮ ଘଣ୍ଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ପାଣ୍ଡିଆନ୍ ଲେଖିଛନ୍ତି ।
ସୂଚନାଯୋଗ୍ୟ, ନିଜାମୁଦ୍ଦିନ ସଭାରେ ଯୋଗ ଦେଇଥିବା ସମସ୍ତେ ସରକାରଙ୍କୁ ଯୋଗାଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାବପୂର୍ଣ୍ଣ ନିବେଦନ କରିଛନ୍ତି । ଡରନ୍ତୁ ନାହିଁ କି ବିଳମ୍ବ କରନ୍ତୁ ନାହିଁ । ମୁଁ ଓ ମୋ ସରକାର ଆପଣଙ୍କ ସାଥୀରେ ଅଛି । ଆପଣଙ୍କ ସହଯୋଗ ହିଁ ଆପଣଙ୍କ ପରିବାର ସହିତ ସାରା ମାନବଜାତିର ବହୁତ ବଡ଼ ଉପକାର କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।
Previous Post

ସୂର୍ଯ୍ୟନଗର, ବମିଖାଲ, ପୁରୀ ଆକ୍ରାନ୍ତଙ୍କ ବାହାର ରାଜ୍ୟ ଲିଙ୍କ୍

Next Post

ପଶ୍ଚିମ ଓଡ଼ିଶାକୁ ଡେଇଁଲା କରୋନା; କଳାହାଣ୍ଡିରୁ ୨୧ତମ ଆକ୍ରାନ୍ତ

Next Post
ପଶ୍ଚିମ ଓଡ଼ିଶାକୁ ଡେଇଁଲା କରୋନା; କଳାହାଣ୍ଡିରୁ ୨୧ତମ ଆକ୍ରାନ୍ତ

ପଶ୍ଚିମ ଓଡ଼ିଶାକୁ ଡେଇଁଲା କରୋନା; କଳାହାଣ୍ଡିରୁ ୨୧ତମ ଆକ୍ରାନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA