Monday, May 25, 2026 09:28 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କପିଳପ୍ରସାଦ, ଯଦୁପୁର, ବେଗୁନିଆ ଅଞ୍ଚଳ ସିଲ୍

by Our Correspondent
05 Apr, 2020- 08:48 PM
in Latest News, News
1 min read
0
କପିଳପ୍ରସାଦ, ଯଦୁପୁର, ବେଗୁନିଆ ଅଞ୍ଚଳ ସିଲ୍
ଭୁୁବନେଶ୍ୱର: କରୋନା ସଂକ୍ରମଣ ଆଶଙ୍କାରେ ସୁନ୍ଦରପଦା(କପିଳପ୍ରସାଦ), ଏବରଙ୍ଗର କିଛି ଅଞ୍ଚଳ, ଯଦୁପୁର ଓ ବେଗୁନିଆ ଅଞ୍ଚଳକୁ ସିଲ୍ କରାଯାଇ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି । କରୋନା ସଂକ୍ରମିତ ଆଶଙ୍କାରେ ସଂପୃକ୍ତ ଅଞ୍ଚଳକୁ ସିଲ୍ ଘୋଷଣା କରିଛି ବିଏମସି ।
ବିଏମସି ୱାର୍ଡ ନଂ ୬୭ ଅନ୍ତର୍ଗତ ସୁନ୍ଦରପଦା ମ୍ୟୁନିସିପାଲିଟି ହସ୍ପିଟାଲ୍ ଛକରୁ କାଳୁଆସୁଣୀ ମନ୍ଦିର, ସୁନ୍ଦରପଦା ମ୍ୟୁନିସିପାଲିଟି ହସ୍ପିଟାଲ୍ ଛକରୁ ସରକନ୍ତର ନ୍ୟୁ କଲଭର୍ଟ(ନ୍ୟୁ ରେଲୱେ ଟ୍ରାକ୍), କାଳୁଆଶୁଣୀ ମନ୍ଦିରରୁ ଟାଟା ପ୍ରୋଜେକ୍ଟ ଏବଂ ଟାଟା ପ୍ରୋଜେକ୍ଟରୁ ସରକନ୍ତର ନ୍ୟୁ କଲଭର୍ଟ ଅଞ୍ଚଳକୁ ସିଲ୍ କରାଯାଇଛି ।
ସେହିଭଳି ବିଏମସି ୱାର୍ଡ ନଂ ୬୪ ଅନ୍ତର୍ଗତ ବେଗୁନିଆ ପାଲାମଣ୍ଡପ ଛକରୁ ଯଦୁପୁର ଗାଁ, ପାଣି ଟାଙ୍କିରୁ ଯଦୁପୁର ଗାଁ, ମେନ୍ ରୋଡ ଅଟୋ ଷ୍ଟାଣ୍ଡରୁ ଯଦୁପୁର ଗାଁ ଏବଂ ଆମ୍ବେଦକର ଶିକ୍ଷା କେନ୍ଦ୍ରରୁ ଯଦୁପୁର ଗାଁ ଅଞ୍ଚଳକୁ ସିଲ୍ କରାଯାଇଛି ।
ସଂପୃକ୍ତ ଅଞ୍ଚଳ ବାସିନ୍ଦା ନିଜ ଘରେ ରହିବେ । ସେମାନେ ବାହାରକୁ ଯାଇପାରିବେ ନାହିଁ କି ବାହାର ଲୋକେ ଏହି ଅଞ୍ଚଳକୁ ଆସିପାରିବେ ନାହିଁ । ସମସ୍ତ ଦୋକାନ, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ । ସଂପୃକ୍ତ ଅଞ୍ଚଳବାସୀଙ୍କ ଜରୁରୀ ଆବଶ୍ୟକତା ବିଏମସିର ଟିମ୍ ପୂରଣ କରିବ । ସେଥିପାଇଁ ୪ ଜଣିଆ ଲେଖାଏଁ ଟିମ୍ ଗଠନ କରାଯାଇଛି ।
ଉଭୟ ଅଞ୍ଚଳ ପାଇଁ ସାନିଟେସନ୍ ଦାୟିତ୍ୱରେ ଡ. ଦେବୀକାନ୍ତ ଧମିଲ(ଆସିଷ୍ଟାଣ୍ଟ ହେଲଥ୍ ଅଫିସର, ବିଏମସି), ଫୋନ୍ ନମ୍ବର-୯୪୩୭୦୨୮୯୪୫, ଅତ୍ୟାବଶ୍ୟକୀୟ ସାମଗ୍ରୀ- କମଲଜିତ୍ ଦାସ(ଓଏଏସ୍), ଫୋନ୍- ୯୪୩୯୪୩୧୬୭୨ ଙ୍କୁ ନିଯୁକ୍ତି ଦିଆଯାଇଛି । ସୁନ୍ଦରପଦା ଅଞ୍ଚଳ ପାଇଁ ସ୍ୱାସ୍ଥ୍ୟସେବା- ଡ. ବିଜୟଲକ୍ଷ୍ମୀ ପଣ୍ଡା, ଫୋନ୍-୯୩୩୭୩୯୭୧୩୪, ଆକ୍ଟିଭ୍ ସର୍ଭିଲାନ୍ସ- ଡ. ଶୁଭମ୍ ପୁହାଣ, ଫୋନ୍- ୭୯୭୮୨୦୦୦୫୯ । ଯଦୁପୁର ଅଞ୍ଚଳ ପାଇଁ ସ୍ୱାସ୍ଥ୍ୟସେବା-ଡାକ୍ତର ମଧୁସ୍ମିତା ପ୍ରହରାଜ, ଫୋନ୍ ୮୩୨୮୯୨୦୧୨୮ ଏବଂ ଆକ୍ଟିଭ୍ ସର୍ଭିଲାନ୍ସ ପାଇଁ ଡାକ୍ତର ଦେବଜିତ୍ ପରିଡ଼ା, ଫୋନ୍- ୭୦୭୭୩୨୪୭୪୫ ଙ୍କୁ ନିଯୁକ୍ତି ଦିଆଯାଇଛି ।
Previous Post

ଭୁବନେଶ୍ୱରରେ ଆଉ ଦୁଇ କରୋନା ଆକ୍ରାନ୍ତ

Next Post

ବିଗିଡ଼ିଲା ସ୍ଥିତି; ଭୁବନେଶ୍ୱରରେ ଆଉ ୧୬ କରୋନା ପଜିଟିଭ୍

Next Post
ବିଗିଡ଼ିଲା ସ୍ଥିତି; ଭୁବନେଶ୍ୱରରେ ଆଉ ୧୬ କରୋନା ପଜିଟିଭ୍

ବିଗିଡ଼ିଲା ସ୍ଥିତି; ଭୁବନେଶ୍ୱରରେ ଆଉ ୧୬ କରୋନା ପଜିଟିଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA