Saturday, May 30, 2026 08:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପକେଟ୍ ରେ ସୌରଶକ୍ତିରୁ ମୋବାଇଲ୍ ଚାର୍ଜିଂ

by Our Correspondent
27 Jun, 2020- 10:27 PM
in Latest News, News
1 min read
0
ପକେଟ୍ ରେ ସୌରଶକ୍ତିରୁ ମୋବାଇଲ୍ ଚାର୍ଜିଂ
Spread the love
ଭୁବନେଶ୍ଵର: ମଣିଷ ପାଇଁ ଆଜିକାଲି ଅପରିହାର୍ଯ୍ୟ ହୋଇଯାଇଛି ମୋବାଇଲ୍ । ଘରଠାରୁ ଆରମ୍ଭ କରି ଦେଶ ବିଦେଶ ସହିତ ଯୋଡି ହେବାର ଏହା ହୋଇଛି ବଳିଷ୍ଠ ମାଧ୍ୟମ । ବାଟରେ ଯିବା ବେଳେ ଏହି ମୋବାଇଲ୍ ଖଣ୍ଡିକ ଚାର୍ଜ ଅଭାବରୁ ଅଚଳ ହୋଇଗଲେ ମଣିଷ ବିବ୍ରତ ହୋଇପଡୁଛି । ପାୱାର ବ୍ୟାଙ୍କ୍ ଧରିଥିବା ମଣିଷ ପାଇଁ ସମସ୍ୟା ନାହିଁ । ତାପରେ ଏହି ପାୱାର୍ ବ୍ୟାଙ୍କ୍ କୁ ସବୁବେଳେ ପକେଟ୍ ରେ ଧରି ବୁଲିବା ବି ସମ୍ଭବ ନୁହେଁ । ସୁତରାଂ ଘର ବାହାରେ ବିନା ପାୱାର ବ୍ୟାଙ୍କ୍ ରେ ମୋବାଇଲ୍ ରିଚାର୍ଜ କରିବା ଏକ କଳ୍ପନା ହୋଇପାରେ । ମାତ୍ର ସେହି କଳ୍ପନାକୁ ବାସ୍ତବ ରୂପ ଦେଇଛନ୍ତି ଯୁବ ଟେକ୍ନୋକ୍ରାଟ୍ ସୁଶାନ୍ତ ପଟ୍ଟନାୟକ । ପକେଟ୍ ରେ ସୋଲାର୍ ଚାର୍ଜ ରଖି ସେଥିରେ ମୋବାଇଲ୍ ଚାର୍ଜ କରିବାର ଅଭିନବ ଉଦ୍ୟମରେ ସଫଳତା ପାଇଛନ୍ତି ।

ସୌରଶକ୍ତିକୁ ପକେଟରେ ଧରି ତାହାକୁ ମୋବାଇଲ୍‌ ବ୍ୟାଟେରୀ ଚାର୍ଜ କରିବାର କଳ୍ପନା ତାଙ୍କୁ ସେତିକି ବେଳେ ଆନ୍ଦୋଳିତ କରିଥିଲା ଯେତେବେଳେ ସେ ଏମିତି କିଛି ସମସ୍ୟାକୁ ସମ୍ମୁଖୀନ ହୋଇଥିଲେ। ସେ କହନ୍ତି ‘ ମୁଁ ନିଜେ ସେହି ପରିସ୍ଥିତିକୁ ଅନୁଭବ କରିଛି। ଆଉ ଏହାର ସମାଧାନ କରିବା ପାଇଁ ଟେକ୍ନୋଲୋଜିକୁ ବ୍ୟବହାର କରି ଏକ ସ୍ଵତନ୍ତ୍ର ଗ୍ୟାଜେଟ୍‌ ପ୍ରସ୍ତୁତ କରିଛି। ଏହାର ନାଁ ସୋଲ୍‌-କା’। ଯାହା ଅପଣଙ୍କ ପାୱାର୍ ବ୍ୟାଙ୍କ୍ ଠୁ ଶସ୍ତା ଓ ପ୍ରଭାବଶାଳୀ ।
ଏହି ସୋଲାର ଚାର୍ଜର କୌଣସି ସ୍ଵତନ୍ତ୍ର ଇଲେକ୍ଟ୍ରନିକ ଗ୍ୟାଜେଟ୍‌ ନୁହେଁ। ଏହା ମୋବାଇଲ୍‌କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଖୋଳ ( କଭର)ର ଆଉ ଏକ ବ୍ୟବହାର। ଅର୍ଥାତ୍‌ ଏହା ଏକ ସ୍ଵତନ୍ତ୍ର ମୋବାଇଲ୍‌ ଖୋଳ ଯାହା ମୋବାଇଲ୍‌କୁ ସୁରକ୍ଷା ଦେବା ସହ ବ୍ୟାଟେରିକୁ ରିଚାର୍ଜ ବି କରିବ। ଯେତେବେଳେ ବି ସୌର ଶକ୍ତି ବା ଦିବାଲୋକ ପାଇବ ସେତେବେଳେ ଏହି ଚାର୍ଜର ଆକ୍ଟିଭ୍‌ ହୋଇ ବ୍ୟାଟେରିକୁ ବିଜୁଳି ଶକ୍ତି ଯୋଗାଇବ। ଅର୍ଥାତ୍‌ ଏହା ଗୋଟିଏ ବ୍ୟବହାରରେ ଦୁଇଟି ଫାଇଦା ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।
ବଜାରରେ ଏହା ମାର୍ଚ ମାସରେ ପହଞ୍ଚିବ । ଗ୍ରାହକଙ୍କ ଲାଗି ଏହା ୧୫୦୦ରୁ ୨ହଜାର ଟଙ୍କା ରହିବ। ପରବର୍ତ୍ତୀ ସମୟରେ ଏହା କମ୍‌ ହୋଇପାରେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
Previous Post

କୁଏତ୍ ରୁ ଫେରିଲେ ୧୬୫ ପ୍ରବାସୀ ଓଡ଼ିଆ

Next Post

ଗୋଷ୍ଠୀ ସଂକ୍ରମଣ ମୁହାଁ କରୋନା !

Next Post
ଗୋଷ୍ଠୀ ସଂକ୍ରମଣ ମୁହାଁ କରୋନା !

ଗୋଷ୍ଠୀ ସଂକ୍ରମଣ ମୁହାଁ କରୋନା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA