Tuesday, May 26, 2026 10:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସ୍ଥିତି ଅସମ୍ଭାଳ: ରାଜ୍ୟରୁ ଦିନକରେ ରେକର୍ଡ ୧୦୭୮ ପଜିଟିଭ୍, ୫ ମୃତ୍ୟୁ

by Our Correspondent
22 Jul, 2020- 11:29 AM
in Latest News, News
1 min read
0
ସ୍ଥିତି ଅସମ୍ଭାଳ: ରାଜ୍ୟରୁ ଦିନକରେ ରେକର୍ଡ ୧୦୭୮ ପଜିଟିଭ୍, ୫ ମୃତ୍ୟୁ
ଭୁବନେଶ୍ୱର: କରୋନା ସଂକ୍ରମଣର ସାଂଘାତିକ ଚିତ୍ର । ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ଡେଇଁଛି ହଜାରେ । ଗତ ୨୪ ଘଣ୍ଟାରେ ୨୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ରେକର୍ଡ ୧୦୭୮ ପଜିଟିଭ୍ । ସେଥିମଧ୍ୟରୁ ୩୫୭ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସର୍ବାଧିକ ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୭୧ । ଦ୍ୱିତୀୟ ସର୍ବାଧିକ ଜିଲ୍ଲା ଭାବେ ଖୋର୍ଦ୍ଧାରୁ ଅଛନ୍ତି ୧୨୧ ପଜିଟିଭ୍ ।
ଅନ୍ୟପକ୍ଷରେ କରୋନା ଆଉ ୫ ଜଣଙ୍କର ମୁଣ୍ଡ ନେଇଛି । ଗଞ୍ଜାମରୁ ୬୦ ବର୍ଷୀୟ, ୬୧ ବର୍ଷୀୟ ଦୁଇ ପୁରୁଷ ଏବଂ ୪୦ ବର୍ଷୀୟା ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା ବେଳେ ଗଜପତିରୁ ଜଣେ ୭୨ ବର୍ଷୀୟ ବ୍ୟକ୍ତି ଏବଂ କନ୍ଧମାଳରୁ ଜଣେ ୮୬ ବର୍ଷୀୟ ବ୍ୟକ୍ତିଙ୍କର ଜୀବନ ନେଇଛି କରୋନା । ଏଥିସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮ କୁ ବୃଦ୍ଧି ପାଇଛି । କେବଳ ଗଞ୍ଜାମ ଜିଲ୍ଲାରୁ ୬୨ ଜଣ ପ୍ରାଣ ହରାଇଲେଣି ।
ଆଜିର ପଜିଟିଭ୍ ଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯, ୮୩୫ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୩, ୩୦୯ ସୁସ୍ଥ ହୋଇସାରିଥିବା ବେଳେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୬,୩୮୭ ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୧, ବାଲେଶ୍ୱର-୧୦, ବରଗଡ଼-୨୬, ଭଦ୍ରକ-୧, ବଲାଙ୍ଗୀର-୬, ବୌଦ୍ଧ-୩, କଟକ-୫୭, ଢ଼େଙ୍କାନାଳ-୨, ଗଜପତି-୨୪, ଗଞ୍ଜାମ-୩୭୧, ଜଗତସିଂହପୁର-୩୫, ଯାଜପୁର-୨୦, ଝାରସୁଗୁଡ଼ା-୩୪, କଳାହାଣ୍ଡି-୧୫, କନ୍ଧମାଳ-୧୩, କେନ୍ଦ୍ରାପଡ଼ା-୨୪, କେନ୍ଦୁଝର-୧୬, ଖୋର୍ଦ୍ଧା-୧୨୧, କୋରାପୁଟ-୧୫, ମାଲକାନଗିରି-୬୬, ମୟୁରଭଞ୍ଜ-୧୩, ନବରଙ୍ଗପୁର-୧୭, ନୟାଗଡ଼-୫, ପୁରୀ-୨୮, ରାୟଗଡ଼ା-୯୬, ସମ୍ବଲପୁର-୨୦, ସୋନପୁର-୧୦, ସୁନ୍ଦରଗଡ଼-୨୯ ।
ସେପଟେ ଦେଶରେ ଗତ ୨୪ ଘଣ୍ଟାରେ ୩୭ ହଜାର ୭୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪୮ ଜଣଙ୍କର ମୃତ୍ୟୁ ହୋଇଛି । ଏ ପର୍ଯ୍ୟନ୍ତ ୭ ଲକ୍ଷ ୫୩ ହଜାର ୪୯ ସୁସ୍ଥ ହୋଇଛନ୍ତି । ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୧ ହଜାର ୧୩୩ ।
Previous Post

୩୫ ବର୍ଷ ପରେ ରାୟ…

Next Post

ନଭେମ୍ବର ସୁଦ୍ଧା କରୋନା ଟୀକା, ଆଗ ପାଇପାରେ ଓଡ଼ିଶା

Next Post
ନଭେମ୍ବର ସୁଦ୍ଧା କରୋନା ଟୀକା, ଆଗ ପାଇପାରେ ଓଡ଼ିଶା

ନଭେମ୍ବର ସୁଦ୍ଧା କରୋନା ଟୀକା, ଆଗ ପାଇପାରେ ଓଡ଼ିଶା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA