Sunday, May 31, 2026 02:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗତବର୍ଷ ଅପେକ୍ଷା ଭଲ ରେଜଲ୍ଟ, ମାଟ୍ରିକ୍ ପାସ୍ ହାର ୭୮.୭୬%

by Our Correspondent
29 Jul, 2020- 11:27 AM
in Latest News, News
1 min read
0
ଗତବର୍ଷ ଅପେକ୍ଷା ଭଲ ରେଜଲ୍ଟ, ମାଟ୍ରିକ୍ ପାସ୍ ହାର ୭୮.୭୬%
Spread the love
ଭୁବନେଶ୍ୱର: କରୋନା ମହାମାରୀ ସଙ୍କଟ ଭିତରେ ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ । ସମୁଦାୟ ୫ ଲକ୍ଷ ୩୪ ହଜାର ୮୪୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୨୧ ହଜାର ୨୫୬ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପାସ୍ ପ୍ରତିଶତ ହାର ହେଉଛି ୭୮.୭୬ % । ଗତବର୍ଷ ତୁଳନାରେ ଚଳିତବର୍ଷର ପାସ୍ ହାର ୬.୪୧% ଅଧିକ ରହିଛି । ଗତବର୍ଷ ପାସ୍ ହାର ଥିଲା ୭୨.୩୫% ।
ଗତବର୍ଷ ଭଳି ଏଥର ମଧ୍ୟ ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଭଲ ରେଜଲ୍ଟ କରିଛନ୍ତି । ୨, ୬୨, ୭୨୮ ଛାତ୍ରୀଙ୍କ ମଧ୍ୟରୁ ୨,୧୫, ୩୬୭ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଛାତ୍ରୀଙ୍କ ପାସ୍ ହାର୍ ହେଉଛି ୮୧.୯୮% । ସେହିଭଳି ୨,୪୭, ୪୫୧ ଛାତ୍ରଙ୍କ ମଧ୍ୟରୁ ୧,୯୨, ୫୦୧ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି । ଛାତ୍ରଙ୍କ ପାସ୍ ହାର୍ ହେଉଛି ୭୭% । ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ ଗ୍ରେଡ୍ ପାଇଛନ୍ତି ୧୨୭୯ । ଗତବର୍ଷ ଏ ଗ୍ରେଡ୍ ରେ ପାସ୍ କରିଥିଲେ ୧୧୮୦ ଛାତ୍ରଛାତ୍ରୀ ।
ସାମଗ୍ରିକ ଭାବେ ଗତବର୍ଷ ତୁଳନାରେ ଚଳିତବର୍ଷର ମାଟ୍ରିକ୍ ରେଜଲ୍ଟ ଭଲ ହୋଇଛି । ଗତବର୍ଷ ୨୮୯ ସ୍କୁଲ୍ ରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିଲା ବେଳେ ଏବର୍ଷ ୬୭୮ ସ୍କୁଲ୍ ରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ଗତବର୍ଷ ୮୨ ଟି ସ୍କୁଲ୍ ରେ ଶୂନ୍ ରେଜଲ୍ଟ ହୋଇଥିଲା ବେଳେ ଚଳିତବର୍ଷ ଶୂନ୍ ରେଜଲ୍ଟ ସ୍କୁଲ ସଂଖ୍ୟା ରହିଛି ମାତ୍ର ୩୧ ।
ସୂଚନାଯୋଗ୍ୟ, ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗତ ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ସରିଥିଲା । ତେବେ କରୋନା ଲକ୍ ଡାଉନ୍ ଓ ଅମ୍ଫନ୍ ବାତ୍ୟା ଯୋଗୁଁ ମୂଲ୍ୟାଙ୍କନରେ ବାଧା ସୃଷ୍ଟି ହୋଇଥିଲା । ବହୁ ବିଳମ୍ବରେ ରାଜ୍ୟର ୬୦ ଟି କେନ୍ଦ୍ରରେ ମୂଲ୍ୟାଙ୍କନ ହୋଇଥିଲା । ଗଣାଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଦ୍ୱାରା ଆଜି ମାଟ୍ରିକ୍ ରେଜଲ୍ଟ ଫଳ ପ୍ରକାଶ ପାଇଛି ।
କେଉଁ ଗ୍ରେଡ୍ ରେ କେତେ ପାସ୍
A1- ୧,୨୭୯
A2- ୮,୪୫୮
B1- ୧୮,୧୮୮
B2- ୩୨,୩୨୮
C- ୪୯,୧୫୩
D- ୮୯,୫୫୬
E- ୨,୨୩,୧୯୫
Previous Post

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୋଭିଡ୍ ଡ୍ୟୁଟିରେ ମୃତ୍ୟୁ ହେଲେ ଆତ୍ମୀୟଙ୍କୁ ୫୦ ଲକ୍ଷ

Next Post

୧୦୬୮ ନୂଆ ପଜିଟିଭ୍, ୫ ମୃତ

Next Post
୧୦୬୮ ନୂଆ ପଜିଟିଭ୍, ୫ ମୃତ

୧୦୬୮ ନୂଆ ପଜିଟିଭ୍, ୫ ମୃତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA