Monday, May 11, 2026 07:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

by Our Correspondent
08 Sep, 2020- 11:29 PM
in Latest News, Media, News
1 min read
1
ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

ଭୁବନେଶ୍ୱର: ନିଜ ଅଫିସ୍ କର୍ମଚାରୀଙ୍କ ଦ୍ୱାରା ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ସଂକ୍ରାନ୍ତରେ ଓଟିଭି କର୍ତ୍ତୃପକ୍ଷ ପ୍ରଥମରୁ ଅବଗତ ଥିଲେ । ମାମଲାର ତଦନ୍ତ ପାଇଁ ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ଗଠନ କରାଯାଇଥିଲା । ଏକଥା ଆମେ କହୁନୁ, ନିଜକୁ ନିଦେ୍ର୍ଦାଷ ଦେଖାଇବାକୁ ଯାଇ ଓଟିଭି ଏହି ସଫେଇ ରଖିଛି ।

ଆଜି ଓଟିଭି ସଫେଇରେ ଦୁଇଟି କଥା ସାର୍ବଜନୀନ କରିଦେଇଛି । ପ୍ରଥମତଃ, ନାବାଳିକା ଗଣଦୁଷ୍କର୍ମର ଅଭିଯୁକ୍ତ ଓଟିଭି କର୍ମଚାରୀ ଏବଂ ସଂସ୍ଥା କର୍ତ୍ତୃପକ୍ଷ ଏ ସମ୍ପର୍କରେ ମୂଳରୁ ଅବଗତ ଥିଲେ । ଓଟିଭି ଖାଲି ସଫେଇ ଦେଇନାହିଁ ବରଂ ଅଭିଯୋଗଟି ସମ୍ପୂର୍ଣ୍ଣ ମିଛ ବୋଲି ରାୟ ଶୁଣାଇ ଦେଇଛି । ପୀଡ଼ିତାଙ୍କ ମାଆ ଓଟିଭିରେ ୬ ମାସିଆ ଠିକା କର୍ମଚାରୀ ଥିଲେ ଏବଂ ନିଜ ଝିଅ ପ୍ରତି ସଂସ୍ଥା କର୍ମଚାରୀଙ୍କ ଦ୍ୱାରା ଗଣଦୁଷ୍କର୍ମ ଅଭିଯୋଗ ଆଣି କୁଆଡ଼େ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କୁ ବ୍ଲାକମେଲିଂ କରି ଅର୍ଥ ଦାବି କରୁଥିଲେ ।

ଅପରପକ୍ଷରେ ପୀଡ଼ିତାଙ୍କ ୪୪ ବର୍ଷୀୟା ମାଆ ଯିଏ କି ଜଣେ ବିଧବା ତାଙ୍କ ଅଭିଯୋଗଟି ସଙ୍ଗୀନ । ତାଙ୍କ ଡ୍ୟୁଟି ବେଳର ସୁଯୋଗ ନେଇ ଘରେ ଏକୁଟିଆ ରହୁଥିବା ୧୩ ବର୍ଷର ଝିଅକୁ ଓଟିଭିର ଦୁଇଜଣ କର୍ମଚାରୀ, ଦୁଇଜଣ ସୁରକ୍ଷା କର୍ମୀ ଏବଂ ରାଉରକେଲାର ଜଣେ ପୁଲିସ ସାଙ୍ଗ ଏହିଭଳି ୭ ଜଣ ୧୫ ଦିନ ଧରି ଗଣଦୁଷ୍କର୍ମ କରିଥିଲେ । ଏକଥା ପ୍ରଘଟ କଲେ ମାଆ ଓ ଝିଅଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ ।

ଗତ ମାର୍ଚ୍ଚ-ଏପ୍ରିଲ୍ ମାସ ଲକ୍ ଡାଉନ୍ ବେଳର ଏହି ଘଟଣା ତାଙ୍କ ଝିଅଠାରୁ ଜାଣିବା ପରେ ସେ ସିଧାସଳଖ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କୁ ରିପୋର୍ଟ କରି ନ୍ୟାୟଭିକ୍ଷା କରିଥିଲେ । ମାତ୍ର ଜାଗୀ ଏଥିପ୍ରତି ଆଖି ବୁଜିଦେଇଥିଲେ । ନା ସେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ନା ପୁଲିସକୁ ଜଣାଇଲେ । ଜାଗୀଙ୍କୁ ଭେଟିବାକୁ ସେ ବାରମ୍ବାର ଉଦ୍ୟମ କରିଥିଲେ ମଧ୍ୟ ଭେଟ ଦେଇ ନ ଥିଲେ । ବରଂ ମାମଲାକୁ ଚପାଇ ଦେବାକୁ ଚାହିଁଥିଲେ । ଶେଷରେ ନିରୁପାୟ ହୋଇ ମହିଳା ଥାନାରେ ଅଭିଯୋଗ କଲି ବୋଲି ପୀଡ଼ିତାଙ୍କ ମାଆ କହିଛନ୍ତି ।

ଅନ୍ୟପକ୍ଷରେ ପୁଲିସ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା, ମାଜିଷ୍ଟ୍ରେଟ୍ ଙ୍କ ଆଗରେ ବୟାନ ରେକର୍ଡ କରିଛନ୍ତି । ସିସିଟିଭି ଫୁଟେଜ୍ ରୁ ସବୁକିଛି ସ୍ପଷ୍ଟ ହେଲାଣି । ଏହା ସତ୍ତ୍ୱେ ପୁଲିସ ଏହି ବର୍ବରକାଣ୍ଡରେ ଲିପ୍ତ ଆସାମୀମାନଙ୍କୁ ଗିରଫ କରିନାହିଁ । ମାମଲାକୁ ଚପାଇଦେବାକୁ ଉଦ୍ୟମ କରି ଆସାମୀଙ୍କୁ ସୁରକ୍ଷା ଦେଉଥିବା ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ(ଧାରା ୨୦/୨୧ ପୋକସୋ ଆକ୍ଟ ୨୦୧୨) ପାଇଁ ସେ ଦାବି କରି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ନିଜ ଆବେଦନରେ ଓଟିଭି ସଫେଇର ବି କଡ଼ା ଜବାବ ରଖିଛନ୍ତି ଅଭିଯୋଗକାରିଣୀ ମହିଳା । ଓଟିଭି ପକ୍ଷରୁ ମାମଲାର ତଦନ୍ତ ପାଇଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯାଇଥିବା କୁହାଯାଇଛି । ମାତ୍ର ତାଙ୍କର ନାବାଳିକା ଝିଅ ଯିଏ କି ଅଫିସ୍ କର୍ମଚାରୀ ନୁହଁନ୍ତି ତାଙ୍କ ଉପରେ ଗଣଦୁଷ୍କର୍ମ କରାଯାଇଥିବାରୁ ଏହାର ଯଥାର୍ଥତା ନେଇ ପ୍ରଶ୍ନ ଉଠାଇଛନ୍ତି । ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ସମୟ ଗଡ଼ାଇ ପ୍ରମାଣ ନଷ୍ଟ କରିବା ସହ ମାମଲାକୁ ଚପାଇ ଦେବା ପାଇଁ ଏହା ଏମଡ଼ି ଜାଗୀ ପଣ୍ଡାଙ୍କର ହୀନ ପ୍ରୟାସ ବୋଲି ସେ ସିଧାସଳଖ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି ।

ଏଠି ପ୍ରଶ୍ନ??

-ଏକ ସଂସ୍ଥାରେ ଚାକିରି କରିଥିବା ଜଣେ ବିଧବା ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ବ୍ଲାକମେଲିଂ କରି ପଇସା ଆଦାୟ କରିବାକୁ ନିଜର ନାବାଳିକା ଝିଅର ଇଜ୍ଜତ ବିକ୍ରୀ କରିପାରିକ କି?

-ନାବାଳିକାଙ୍କ ମାଆ ସଂସ୍ଥାରେ ଚାକିରି କରନ୍ତି । ନାବାଳିକା ନୁହଁନ୍ତି । ତେଣୁ ନାବାଳିକା ଉପରେ ଗଣଦୁଷ୍କର୍ମ ଅଭିଯୋଗ ଆସିଥିବାରୁ ମାଆ ଚାକିରି କରିଥିବା ଅଫିସ୍ ର ଆଭ୍ୟନ୍ତରୀଣ ବିଶାଖା କମିଟିର ଆବଶ୍ୟକତା ଥିଲା କି?

-ଜଣେ ନାବାଳିକା ଝିଅ ପ୍ରତି ଗଣଦୁଷ୍କର୍ମର ଅଭିଯୋଗକୁ ସିଧାସଳଖ ମିଛ କହିବାର ଅଧିକାର ଓ ସାହାସ ଆସିଲା କେଉଁଠୁ?

-ଜଣେ ବିଧବାକୁ ବ୍ଲାକମେଲର୍ ଆଖ୍ୟା ଦେବା ଏବଂ ତାଙ୍କ ନାବାଳିକା ଝିଅ ପ୍ରତି ଗଣଦୁଷ୍କର୍ମ ମାମଲାକୁ ମିଛ କହି ଚପାଇଦେବାର ସାହାସ କରିବା କ’ଣ ନାରୀ ସମ୍ମାନ?

Previous Post

ଡ୍ରଗ୍ ଲିଙ୍କ୍ ରେ ରିୟା ଚକ୍ରବର୍ତ୍ତୀ ଗିରଫ

Next Post

ଆଇଏଏସ୍ ଅଦଳବଦଳ: ବଦଳିଲେ ୪ ଜିଲ୍ଲାପାଳ

Next Post
ଆଇଏଏସ୍ ଅଦଳବଦଳ: ବଦଳିଲେ ୪ ଜିଲ୍ଲାପାଳ

ଆଇଏଏସ୍ ଅଦଳବଦଳ: ବଦଳିଲେ ୪ ଜିଲ୍ଲାପାଳ

Comments 1

  1. Sumant ku Paikaray says:
    6 years ago

    Chhichhi amanisata…

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA