Monday, May 25, 2026 04:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଝାରପଡ଼ା ଗଲେ ପପୁ ପମ୍‌ ପମ୍‌

by Our Correspondent
30 Jun, 2016- 06:27 PM
in News
1 min read
0
ଝାରପଡ଼ା ଗଲେ ପପୁ ପମ୍‌ ପମ୍‌

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସହଯୋଗୀ ପ୍ରଦୀପ ସ୍ୱାଇଁଙ୍କ ସହ ପପୁ ପମ୍‌ ପମ୍‌ ଆଜି ରାତିରେ ଝାରପଡ଼ା ଜେଲ୍‌ ଯାଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ ଙ୍କ ଆବାସିକ କୋର୍ଟରେ ଦୁହିଁଙ୍କୁ କମିଶନରେଟ୍‌ ପୁଲିସ ହାଜର କରିଥିଲା । ଉଭୟଙ୍କ ଜାମିନ୍‌ ଆବେଦନ ବିଚାରକୁ ଆସନ୍ତା ଜୁଲାଇ ୪ ତାରିଖକୁ ରଖି ମାଜିଷ୍ଟ୍ରେଟ୍‌ ଦୁହିଁଙ୍କୁ ଜେଲ୍‌ ପଠାଇ ଦେଇଛନ୍ତି । ପୁଲିସ ସହ ଲୁଚକାଳି ଖେଳିଥିବା ପପୁଙ୍କୁ ଆଜି ସକାଳେ କମିଶନରେଟ୍‌ର ସ୍ୱତନ୍ତ୍ର ସ୍କ୍ୱାଡ୍‌ ପୁରୀ ନନ୍ଦିଘୋଷ ଆପାର୍ଟମେଣ୍ଟରୁ ଗିରଫ କରିଥିଲା । ପପୁଙ୍କୁ ଗିରଫ ପାଇଁ ସାରା ରାଜ୍ୟରେ ଆନେ୍ଦାଳନ ତୀବ୍ର ହେଉଥିବା ବେଳେ ୱାଇ.ବି.ଖୁରାନିଆଙ୍କ ଟିମ୍‌ ଗିରଫ କରିବାକୁ ସମର୍ଥ ହୋଇଛନ୍ତି ।

ଆଜି ସକାଳୁ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍‌ ପପୁ ଓ ପ୍ରଦୀପଙ୍କୁ ପୁରୀରୁ ଗିରଫ କରିଥିଲେ । ମାତ୍ର ଗିରଫ ଖବରକୁ ଅତ୍ୟନ୍ତ ଗୋପନ ରଖାଯାଇଥିଲା । ଏକ ଅଜଣା ଜାଗାରେ ଦୁହିଁଙ୍କୁ ଦୀର୍ଘ ସମୟ ଜେରା କଲା ପରେ ପୁଲିସ ଗିରଫ ଖବର ଘୋଷଣା କରିଥିଲା । ଗିରଫ ଖବଚୁ ଗଣମାଧ୍ୟମରୁ ଲୁଚାଇବା ପାଇଁ ପୁଲିସ ଦିନ ତମାମ କସରତ୍‌ କରିଥିଲା । ଅପରାହ୍ନ ୩ଟାରେ ସ୍ୱତନ୍ତ୍ର ସ୍କ୍ୱାଡ୍‌ର ନେତୃତ୍ୱ ନେଉଥିବା ଅତିରିକ୍ତ ଡିସିପି ପପୁଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରାଯିବ ବୋଲି ଘୋଷଣା କରି ଗଣମାଧ୍ୟମରୁ ସାମୟିକ ଦୃଷ୍ଟି ହଟାଇବାକୁ ଉଦ୍ୟମ କରିଥିଲେ । ମାତ୍ର ତାଙ୍କ ବକ୍ତବ୍ୟର ୨ ଘଣ୍ଟା ନ ପୂରୁଣୁ ପପୁ ଗିରଫ ହୋଇଥିବା ଘୋଷଣା କରିଥିଲେ କମିଶନରେଟ୍‌ ପୁଲିସ । ପପୁ ଗିରଫ ହୋଇଥିବାର ଖବର ଗତକାଲିଠାରୁ ପ୍ରଚାର ହୋଇଥିଲା । ବିଜେଡ଼ିର ଷ୍ଟାର୍‌ କ୍ୟାମ୍ପନର୍‌ ଥିବା ପପୁଙ୍କୁ ଦଳ ଗତକାଲି ବହିଷ୍କାର କରିବା ପରେ ଗିରଫ ନାଟକ ରୋଚକ ମୋଡ଼ ନେଇଥିଲା । ତେବେ ସେ ଯେମିତି ନାଟକ ହେଉ ନା କାହିଁକି ପପୁଙ୍କ ଗିରଫ ପୁଲିସକୁ ବିଳମ୍ବରେ ହେଉ ପଛେ ସଫଳତା ଆଣିଦେଇଛି ।

Previous Post

ମୋତିଲାଲ୍‌ଙ୍କ ପ୍ରେମରେ ମନ୍ତ୍ରୀ ପ୍ରଫୁଲ୍ଲ ବି

Next Post

ସାଂଘାତିକ: ବାର୍‌ ସଦସ୍ୟ ଥାଇ ମନ୍ତ୍ରୀ !

Next Post
ସାଂଘାତିକ: ବାର୍‌ ସଦସ୍ୟ ଥାଇ ମନ୍ତ୍ରୀ !

ସାଂଘାତିକ: ବାର୍‌ ସଦସ୍ୟ ଥାଇ ମନ୍ତ୍ରୀ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA