Monday, June 29, 2026 01:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମାର୍ଚ୍ଚ ୧ ରୁ ବୟସ୍କଙ୍କୁ କରୋନା ଟିକା

by Our Correspondent
24 Feb, 2021- 06:40 PM
in Health, Latest News, News
1 min read
0
ମାର୍ଚ୍ଚ ୧ ରୁ ବୟସ୍କଙ୍କୁ କରୋନା ଟିକା

ନୂଆଦିଲ୍ଲୀ/ଭୁବନେଶ୍ୱର: ମାର୍ଚ୍ଚ ୧ ରୁ ସାରା ଦେଶରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ । ଏଥିରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ବହୁବିଧ ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମଧ୍ୟ ଟିକା ଦିଆଯିବ । ଏହିଭଳି ଭାବେ ୧୦ କୋଟି ଲୋକଙ୍କୁ ଏହି ପର୍ଯ୍ୟାୟରେ ଟିକାକରଣ କରାଯିବ । ୧୦ ହଜାର ସରକାରୀ ଓ ୨୦ ହଜାର ଘରୋଇ କେନ୍ଦ୍ରରେ ଟିକାକରଣ କରାଯିବାକୁ ବ୍ୟବସ୍ଥା ହୋଇଛି । ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ।

ଉଭୟ ସରକାରୀ ଓ ଘରୋଇ କେନ୍ଦ୍ରରେ ଟିକା ମିଳିବ । ତେବେ ସରକାରୀ କେନ୍ଦ୍ରରେ ମାଗଣାରେ ଟିକା ମିଳିବ ଏବଂ ଘରୋଇ କେନ୍ଦ୍ରରେ ଟିକା ପାଇଁ ଟଙ୍କା ଦେବାକୁ ପଡ଼ିବ । କେତେ ଟଙ୍କା ପଡ଼ିବ, ତାହା ୩/୪ ଦିନ ମଧ୍ୟରେ ନିଷ୍ପତ୍ତି ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବୟସ୍କଙ୍କୁ ଟିକା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଗାଇଡଲାଇନ ଜାରି ହୋଇଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଜିଲ୍ଲାପାଳମାନଙ୍କୁ ଗାଇଡଲାଇନ ପଠାଇଛନ୍ତି ।

ରବିବାର ଛଡ଼ା ସପ୍ତାହରେ ୫ ଦିନ ଟିକାକରଣ କରାଯିବ । ଅତିରିକ୍ତ ଟିକା କର୍ମୀ ଓ ଯାଞ୍ଚକାରୀଙ୍କୁ ଚିହ୍ନଟ କରାଯାଇ ତାଲିମ ଦିଆଯିବ । ଅନ୍ୟ ସ୍ୱାସ୍ଥ୍ୟସେବାରେ ଲାଗିଥିବା ଏଏନଏମଙ୍କୁ ଟିକା କାମରେ ଲଗାଯିବନି । ପ୍ରତି ବ୍ଲକ୍ ଓ ସହରାଞ୍ଚଳରେ ୬/୭ ଟି ମୋବାଇଲ ଟିକା ଟିମ୍ ରହିବ । ଟିକା ଗଚ୍ଛିତ, ଯୋଗାଣ କାର୍ଯ୍ୟକୁ ସୁନିୟନ୍ତ୍ରିତ କରିବା ପାଇଁ ଏଥିରେ କୁହାଯାଇଛି । ଟିକାକରଣର ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଫେବୃଆରୀ ୨୮ ମଧ୍ୟରେ ସାରିବାକୁ ନିଦେ୍ର୍ଦଶ ଦିଆଯାଇଛି ।

Previous Post

ପିପିଲି ପାଇଁ ୬୮ କୋଟିର ପ୍ୟାକେଜ୍

Next Post

ସୋସିଆଲ୍, ଡିଜିଟାଲ୍ ମିଡ଼ିଆ ଉପରେ ଅଙ୍କୁଶ

Next Post
ସୋସିଆଲ୍, ଡିଜିଟାଲ୍ ମିଡ଼ିଆ ଉପରେ ଅଙ୍କୁଶ

ସୋସିଆଲ୍, ଡିଜିଟାଲ୍ ମିଡ଼ିଆ ଉପରେ ଅଙ୍କୁଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA