Sunday, June 28, 2026 11:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟ ଭୋଟ

୫ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା

by Our Correspondent
26 Feb, 2021- 06:11 PM
in Latest News, National, News
1 min read
0
ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟ ଭୋଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ ଆସାମ ସମେତ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଆଜି ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ଏବଂ ଆସାମରେ ୩ ପର୍ଯ୍ୟାୟରେ ଭୋଟଗ୍ରହଣ ହେବ । କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ହେବ । ୫ ଟି ଯାକ ରାଜ୍ୟର ଭୋଟ ଗଣତି ମେ ୨ ତାରିଖରେ ହେବ ।

ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ପାଇଁ ୮ ଟି ପର୍ଯ୍ୟାୟରେ ଭୋଟଗ୍ରହଣ ମାର୍ଚ୍ଚ ୨୭ ରୁ ଆରମ୍ଭ ହୋଇ ଏପ୍ରିଲ୍ ୨୯ ରେ ସରିବ ।

ପ୍ରଥମ ପର୍ଯ୍ୟାୟ: ୩୦ ଆସନ, ମାର୍ଚ୍ଚ ୨୭ ଭୋଟ

ଦ୍ୱିତୀୟ ପର୍ଯାୟ: ୩୦ ଆସନ, ଏପ୍ରିଲ୍ ୧ ଭୋଟ

ତୃତୀୟ ପର୍ଯ୍ୟାୟ: ୩୧ ଆସନ, ଏପ୍ରିଲ୍ ୬ ଭୋଟ

ଚତୁର୍ଥ ପର୍ଯ୍ୟାୟ: ୪୪ ଆସନ, ଏପ୍ରିଲ୍ ୧୦ ଭୋଟ

ପଞ୍ଚମ ପର୍ଯ୍ୟାୟ: ୪୫ ଆସନ,ଏପ୍ରିଲ୍ ୧୭ ଭୋଟ

ଷଷ୍ଠ ପର୍ଯ୍ୟାୟ: ୪୩ ଆସନ, ଏପ୍ରିଲ୍ ୨୨ ଭୋଟ

ସପ୍ତମ ପର୍ଯ୍ୟାୟ: ୩୬ ଆସନ, ଏପ୍ରିଲ୍ ୨୬ ଭୋଟ

ଅଷ୍ଟମ ପର୍ଯ୍ୟାୟ: ୩୫ ଆସନ, ଏପ୍ରିଲ୍ ୨୯ ଭୋଟ

୧୨୬ ଆସନ ବିଶିଷ୍ଟ ଆସାମରେ ପ୍ରଥମ ପର୍ଯ୍ୟାୟ ଭୋଟ ମାର୍ଚ୍ଚ ୨୭ ତାରିଖରେ ଅନୁଷ୍ଠିତ ହେବ । ଏପ୍ରିଲ୍ ୧ ରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ଏପ୍ରିଲ୍ ୬ ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ ।

କେରଳ(୧୪୦), ତାମିଲନାଡୁ(୨୩୪) ଏବଂ ପୁଡୁଚେରୀ(୩୦)ରେ ମାର୍ଚ୍ଚ ୧୨ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଏପ୍ରିଲ୍ ୬ ତାରିଖରେ ଭୋଟଗ୍ରହଣ ହେବ ।

୪ଟି ଯାକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ସମୁଦାୟ ୮୨୪ ବିଧାନସଭା ଆସନ ପାଇଁ ଏହି ନିର୍ବାଚନ ହେବ । ୨.୬ ଲକ୍ଷ ବୁଥ୍ ରେ ୧୮. ୬୮ କୋଟି ଭୋଟର ମତଦାନ ସାବ୍ୟସ୍ତ କରିବେ ।

କୋଭିଡ୍ କଟକଣା ଓ କଡ଼ା ସୁରକ୍ଷା ମଧ୍ୟରେ ନିର୍ବାଚନ କରାଇବାକୁ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଡୋର ଟୁ ଡୋର କ୍ୟାମ୍ପନ୍ ୫ ଜଣରେ ସୀମିତ ରଖାଯାଇଛି । ସବୁ ପୋଲିଂ କର୍ମଚାରୀଙ୍କୁ କରୋନା ଟିକା ଦେବାକୁ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

Previous Post

ସୋସିଆଲ୍, ଡିଜିଟାଲ୍ ମିଡ଼ିଆ ଉପରେ ଅଙ୍କୁଶ

Next Post

ସିସୋର ୬୫୦ କୋଟି ସମ୍ପତ୍ତି ବାଜ୍ୟାପ୍ତି

Next Post
ସିସୋର ୬୫୦ କୋଟି ସମ୍ପତ୍ତି ବାଜ୍ୟାପ୍ତି

ସିସୋର ୬୫୦ କୋଟି ସମ୍ପତ୍ତି ବାଜ୍ୟାପ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA