Tuesday, June 30, 2026 03:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆସିଲା ନୂଆ କରୋନା ଔଷଧ

by Our Correspondent
08 May, 2021- 10:00 PM
in Health, Latest News, News
1 min read
0
ଆସିଲା ନୂଆ କରୋନା ଔଷଧ

ନୂଆଦିଲ୍ଲୀ: ସାରା ଦେଶ କରୋନା ଭୂତାଣୁ କବଳରେ ଯୁଜୁଥିବା ବେଳେ ସମସ୍ତଙ୍କ ପାଇଁ ଏକ ଆଶ୍ୱସ୍ତିର ଖବର ଆସିଛି । ଡିଆରଡିଓ ପ୍ରସ୍ତୁତ କରିଛି ନୂଆ କରୋନା ଔଷଧ ୨-ଡିଅକ୍ସି- ଡି-କ୍ଲୁକୋଜ୍ ବା ୨-ଡିଜି 2-deoxy-D-glucose (2-DG)। ହାଇଦ୍ରାବାଦର ଡକ୍ଟର ରେଡି ଲାବେରେଟୋରି ସହଯୋଗିତାରେ ଡିଆରଡିଓର ଇନଷ୍ଟିଚ୍ୟୁଟ୍ ଅଫ ନ୍ୟୁକ୍ଲିୟର୍ ମେଡିସିନ୍ ଆଣ୍ଡ ଆଲାଏଡ ସାଇସେନ୍ସ ଏହି ଓରାଲ୍ ଡ୍ରଗ୍ ପ୍ରସ୍ତୁତ କରିଛି । ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରେ ଅଦ୍ଭୂତପୂର୍ବ ସଫଳତା ମିଳିବା ପରେ ଡ୍ରଗସ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ ଇଣ୍ଡିଆ(ଡିସିଜିଆଇ) ଏହାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଛନ୍ତି ।

ଗ୍ଲୁକୋଜ୍ ଭଳି ଏହାକୁ ପାଣିରେ ଫେଣ୍ଟି ପିଆଯିବ । ଗୋଟିଏ ସପ୍ତାହ ଧରି ଦିନକୁ ଦୁଇଥର ଲେଖାଏଁ ନେଲେ ରୋଗୀଙ୍କୁ ଏହା ତୁରନ୍ତ ଉପଶମ ଦେଇପାରୁଛି । ସଂକ୍ରମିତ ଭୂତାଣୁକୁ ଶରୀରରେ ଆଉ ବଢ଼ିବାକୁ ଦେଉନି । ରୋଗୀର ଅମ୍ଲଜାନ୍ ନିର୍ଭରତାକୁ ମଧ୍ୟ କମାଇ ପାରୁଛି । କରୋନା ରୋଗୀଙ୍କ ଚିକିତ୍ସାରେ ଏହାର ସମ୍ପୂର୍ଣ୍ଣ ସଫଳତା ନେଇ ଡିଆରଡିଓ ବିଶେଷଜ୍ଞମାନେ ଦୃଢ଼ ବିଶ୍ୱାସ ଦେଖାଇଛନ୍ତି ।

କରୋନାର ପ୍ରଥମ ଲହର ଆରମ୍ଭରେ ଗତବର୍ଷ ଏପ୍ରିଲ୍ ମାସରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିଲା । ଏହାର ଫଳାଫଳକୁ ଭିତ୍ତି କରି ଗତ ମେ” ମାସରେ ଡିଜିଜିଆଇ ଏହାର ଫେଜ୍ ଟୁ କ୍ଲିନିକାଲ୍ ଟ୍ରାଏଲ୍ ଅନୁମତି ଦେଇଥିଲେ । ମେ’ ରୁ ଅକ୍ଟୋବର ମାସ ମଧ୍ୟରେ ସାରା ଦେଶର ୧୭ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ୧୧୦ ରୋଗୀଙ୍କଠାରେ ଏହାର ପରୀକ୍ଷଣ କରାଯାଇଥିଲା ।

ଏଥିରୁ ଆଶାତୀତ ସଫଳତା ମିଳିବା ପରେ ଗତ ନଭେମ୍ବର ମାସରେ ଡିସିଜିଆଇ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ଦେଇଥିଲେ । ୨୦୨୦ ଡିସେମ୍ବରରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ୨୭ ଟି କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ୨୨୦ ରୋଗୀଙ୍କଠାରେ ଏହାର ପରୀକ୍ଷଣ କରାଯାଇଥିଲା ।

ତୃତୀୟ ପର୍ଯ୍ୟାୟ ପରୀକ୍ଷଣରୁ ଆଶ୍ଚର୍ଯ୍ୟଜନକ ସଫଳତା ମିଳିଥିବା କୁହାଯାଇଛି । ଡିସିଜିଆଇ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଆଜି ଅନୁମତି ଦେଇଛନ୍ତି ।

ଏହି ଓରାଲ୍ ଡ୍ରଗ୍ ର ବ୍ୟାପକ ଉତ୍ପାଦନରେ କୌଣସିସମସ୍ୟା ନାହିଁ ବୋଲି ଇନଷ୍ଟିଚ୍ୟୁଟ୍ ଅଫ ନ୍ୟୁକ୍ଲିୟର୍ ମେଡିସିନ୍ ଆଣ୍ଡ ଆଲାଏଡ ସାଇସେନ୍ସ ପକ୍ଷରୁ ଦାବି କରାଯାଇଛି ।

Previous Post

ଫେକ୍ ଭିଡ଼ିଓକୁ ନେଇ ଅଡୁଆରେ ବିଜେପି

Next Post

ବୁଲା ଗାଈ ଗୋରୁଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ

Next Post
ବୁଲା ଗାଈ ଗୋରୁଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ

ବୁଲା ଗାଈ ଗୋରୁଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA