Friday, May 1, 2026 03:50 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅମ୍ରିତଙ୍କୁ ଏୟାର ଆମ୍ବୁଲାନସ୍ ରେ ଚେନ୍ନାଇ ନିଆଗଲା

by Our Correspondent
03 Jun, 2021- 11:07 PM
in Latest News, News
1 min read
0
ଅମ୍ରିତଙ୍କୁ ଏୟାର ଆମ୍ବୁଲାନସ୍ ରେ ଚେନ୍ନାଇ ନିଆଗଲା

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଥିବା ବ୍ରହ୍ମପୁରର ୨୪ ବର୍ଷୀୟ ଯୁବକ ଅମ୍ରିତ ପ୍ରଧାନଙ୍କୁ ଆଜି ଏୟାର ଆମ୍ବୁଲାନସ୍ ରେ ଚେନ୍ନାଇ ନିଆଯାଇଛି । ସେଠିକାର ଆପୋଲୋ ହସ୍ପିଟାଲ୍ ରେ ଚିକିତ୍ସା କରାଯିବ । ଭୁବନେଶ୍ୱର ଏମସ୍ ହସ୍ପିଟାଲ୍ ରୁ ଏୟାରପୋର୍ଟ ପର୍ଯ୍ୟନ୍ତ ୧୨ କିଲୋମିଟର ରାସ୍ତାକୁ ଗ୍ରାନ୍ କରିଡର କରାଯାଇ ମାତ୍ର ୧୧ ମିନିଟ୍ ରେ ତାଙ୍କୁ ପହଞ୍ଚା ଯାଇଥିଲା ।
କରୋନା ଆକ୍ରାନ୍ତ ଅମ୍ରିତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେ ନିମୋନିଆ ଓ ସେଫ୍ଟିସେମିଆରେ ପୀଡ଼ିତ ହୋଇଛନ୍ତି । ତାଙ୍କ ଫୁସଫସର ୫୦ ପ୍ରତିଶତ ନଷ୍ଟ ହୋଇଯାଇଛି । ତାଙ୍କ ପାଇଁ ଇକମୋ ମେସିନ୍ ଦରକାର ଥିବା ବେଳେ ଫୁସଫୁସ ପ୍ରତିରୋପଣ ଜରୁରୀ ହୋଇପଡ଼ିଛି । ଏହି ଚିକିତ୍ସା ଯୋଗାଇ ଦେବା ପାଇଁ ଭୁବନେଶ୍ୱର ଏମସ୍ ଡାକ୍ତରମାନେ ଚେନ୍ନାଇ ଆପୋଲୋ ହସ୍ପିଟାଲ୍ ସହ ଯୋଗାଯୋଗ କରିଥିଲେ । ସେମାନେ ରାଜି ହେବା ପରେ ତାଙ୍କୁ ଚେନ୍ନାଇ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଆପୋଲୋରୁ ଏକ ୪ ଜଣିଆ ଡାକ୍ତରୀ ଦଳ ଏମସ୍ ଆସି ଅମ୍ରିତଙ୍କ ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କଲା ପରେ ଆଜି ଅପରାହ୍ନରେ ଏୟାରଲିଫ୍ଟି କରାଯାଇଥିଲା । ଠିକ୍ ୫ଟା ୫ ମିନିଟ୍ ରେ ତାଙ୍କୁ ଏମସ୍ ରୁ ଅଣାଯାଇଥିଲା ।

ଆପୋଲୋରେ ଅମ୍ରିତଙ୍କ ଜଟିଳ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଦେଢ଼କୋଟି ଟଙ୍କା ଇତିମଧ୍ୟରେ ଯୋଗାଡ଼ ହୋଇପାରିଛି । ପୁଅର ଜୀବନ ରକ୍ଷା ପାଇଁ ଅମ୍ରିତ ପରିବାରର ନିବେଦନ ପରେ ରାଜ୍ୟ ଓ ରାଜ୍ୟ ବାହାରୁ ସହଯୋଗର ହାତ ବଢ଼ିଥିଲା ।

ସୂଚନାଥାଉକି, ଗତ ମାସ ୨ ତାରିଖରେ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ଅମ୍ରିତ କୋଭିଡ୍ ସଂକ୍ରମିତ ହେବା ପରେ ଭୁବନେଶ୍ୱର ଏମସ୍ ରେ ଭର୍ତ୍ତି ହୋଇଥିଲେ । ଅନ୍ୟମାନେ ସୁସ୍ଥ ହୋଇ ଫେରିଥିଲେ ମଧ୍ୟ ଅମ୍ରିତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ଗତ ମାସ ୧୨ ତାରିଖରୁ ସେ ଭେଣ୍ଟିଲେଟରକୁ ଚାଲିଯାଇଥିଲେ । ମାତ୍ର ତାଙ୍କ ଅବସ୍ଥାରେ ସୁଧାର ଆସି ନ ଥିଲା । ବରଂ ତାଙ୍କ ଶରୀରର ଅନ୍ୟ ଅଂଶ ପ୍ରଭାବିତ ହୋଇଥିଲା ।

ବ୍ରହ୍ମପୁର ବାସୁଦେବନଗର ବାସିନ୍ଦା ଅମ୍ରିତ ବାପାମାଆଙ୍କର ଏକମାତ୍ର ପୁଅ । ତାଙ୍କ ବାପା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଏବଂ ମାଆ ଜଣେ ପ୍ରାଥମିକ ଶିକ୍ଷୟିତ୍ରୀ । ତାଙ୍କର ଏକମାତ୍ର ଭଉଣୀ ମନୀଷା ବିବାହ କରିଛନ୍ତି ।

Previous Post

ବୁଲା କୁକୁର, ଗାଈଗୋରୁଙ୍କ ପାଇଁ ଆଉ ୬୭ ଲକ୍ଷ ଟଙ୍କା

Next Post

ଯୁକ୍ତ ଦୁଇ ପରୀକ୍ଷା ବାତିଲ

Next Post
ଯୁକ୍ତ ଦୁଇ ପରୀକ୍ଷା ବାତିଲ

ଯୁକ୍ତ ଦୁଇ ପରୀକ୍ଷା ବାତିଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA