Saturday, July 4, 2026 02:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନକଲି ଔଷଧ କାରବାର: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

by Our Correspondent
14 Jun, 2021- 08:52 PM
in Latest News, News
1 min read
0
ନକଲି ଔଷଧ କାରବାର: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ବେଳେ ନକଲି ଔଷଧ କାରବାର ଭଳି ସଙ୍ଗୀନ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଇତିମଧ୍ୟରେ ନକଲି ଔଷଧ ଚେର ସାରା ରାଜ୍ୟକୁ ଲମ୍ବିଥିବା ଏକ ପ୍ରକାର ସ୍ପଷ୍ଟ ହେଲାଣି । ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇ ନମୁନା ପରୀକ୍ଷା ପାଇଁ ପଠାଗଲାଣି ।

ମହାମାରୀ କରୋନା କାଳରେ ଲୋକଙ୍କ ଜୀବନ ରକ୍ଷା କରୁଥିବା ଔଷଧର ନକଲି କାରବାର ସମ୍ପର୍କରେ ଡ୍ରଗସ୍ କଣ୍ଟ୍ରୋଲ୍ ବିଭାଗ ସୂଚନା ପାଇବା ପରେ ଗତ ଶୁକ୍ରବାର ଦିନ କଟକ ତୁଳସୀପୁରରେ ଥିବା ଏକ ଗୋଦାମ ‘ମେଡିଲିଓଡ୍ ମେଡିକାମେଣ୍ଟ ପ୍ରାଇଭେଟ୍ ଲିମିଟେଡ଼’ ଉପରେ ଚଢ଼ାଉ କରାଯାଇଥିଲା । କରୋନା ଔଷଧ ଫାବିଫିରାଭିର୍ ସମେତ ଥଣ୍ଡା, କାଶ ଆଦି ପାଇଁ ବ୍ୟବହୃତ ପ୍ରାୟ ୭୦ ଲକ୍ଷ ଟଙ୍କାର ଔଷଧ ଜବତ କରାଯାଇଥିଲା । ଏହି ଔଷଧଗୁଡ଼ିକ ହିମାଚଳପ୍ରଦେଶର ମ୍ୟାକ୍ସ ରିଲିଫ୍ ହେଲଥ୍ କେୟାର୍ ରୁ କିଣିଥିବା ମାଲିକ କହୁଥିଲେ ମଧ୍ୟ ସେଭଳି କୌଣସି ସଂସ୍ଥା ନ ଥିବା ତଦନ୍ତରୁ ଜଣାପଡ଼ିଛି । କଟକରୁ ବିଭିନ୍ନ ବ୍ରାଣ୍ଡର ଏହି ବେନାମୀ ଔଷଧଗୁଡ଼ିକ ରାଜ୍ୟର ବିଭିନ୍ନ ସ୍ଥାନକୁ ବିକ୍ରୀ ପାଇଁ ପଠାଯାଇଛି । ଡ୍ରଗସ୍ କଣ୍ଟ୍ରୋଲରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଏହି ଔଷଧ ଜବତ ହୋଇଛି ।

କରୋନା କାଳରେ ଲୋକମାନେ ଜୀବନ ରକ୍ଷା ପାଇଁ ସଂଘର୍ଷ କରୁଥିବା ବେଳେ ନକଲି ଔଷଧ କାରବାର ଆଲୋଡ଼ନ ସୃଷ୍ଟି କରିଛି । ଏହି ନକଲି ଔଷଧ କାରବାର  ଦୀର୍ଘ ଦିନ ଧରି ଚାଲି ଆସୁଥିବା ଅଭିଯୋଗ ହେଉଛି  । ଏହା ପଛରେ ଏକ ବଡ଼ ରାକେଟ୍ ଥିବା ସନ୍ଦେହ କରାଯାଉଛି । ଏବେ ମୁଖ୍ୟମନ୍ତ୍ରୀ ଏହି ସମ୍ବେଦନଶୀଳ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ଫଳାଫଳକୁ ଅପେକ୍ଷା କରାଯାଉଛି ।

Previous Post

ଜୁନ୍ ଶେଷ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ !

Next Post

ବଲାଙ୍ଗୀରରେ ଉନ୍ମତ୍ତ ପ୍ରେମିକର ହାଇଡ୍ରାମା

Next Post
ବଲାଙ୍ଗୀରରେ ଉନ୍ମତ୍ତ ପ୍ରେମିକର ହାଇଡ୍ରାମା

ବଲାଙ୍ଗୀରରେ ଉନ୍ମତ୍ତ ପ୍ରେମିକର ହାଇଡ୍ରାମା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA