Saturday, July 4, 2026 03:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତପୁ ମିଶ୍ରଙ୍କ ଅବସ୍ଥା ଗୁରୁତର

ରାଜ୍ୟ ବାହାରେ ଚିକିତ୍ସା ପାଇଁ ସାହାଯ୍ୟ ନିବେଦନ

by Our Correspondent
17 Jun, 2021- 08:56 PM
in Latest News, News
1 min read
0
ତପୁ ମିଶ୍ରଙ୍କ ଅବସ୍ଥା ଗୁରୁତର

ଭୁବନେଶ୍ୱର: ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି । କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ଜଟିଳତାର ଶିକାର ହୋଇ ଏବେ ଏକ ଘରୋଇ ହସ୍ପିଟାଲ୍ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ କୋଲକତା କିମ୍ବା ଚେନ୍ନାଇ ନେବାକୁ ଯୋଜନା କରାଯାଉଥିବା ବେଳେ ପରିବାର ଓ ପ୍ରିୟଜନମାନେ ରାଜ୍ୟ ସରକାର ଏବଂ ଶୁଭେଚ୍ଛୁମାନଙ୍କ ସାହାଯ୍ୟ ଲୋଡିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିର ସହଯୋଗୀମାନେ ଟଙ୍କା ଯୋଗାଡ ପାଇଁ ଅଣ୍ଟା ଭିଡ଼ିଛନ୍ତି ।

ମେ ମାସ ଦ୍ୱିତୀୟ ସପ୍ତାହରେ ତପୁ କରୋନାରେ ଆକ୍ରାନ୍ତ ହୋଇଥିଲେ । ହୋମ୍ ଆଇସୋଲେସନ୍ ରେ ଥିଲା ବେଳେ ତାଙ୍କ ଅବସ୍ଥା ଖରାପ ହେବାରୁ ମେ ୧୯ ତାରିଖ ସଂଧ୍ୟାରେ ସେ ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ମାତ୍ର ତାଙ୍କ ଅବସ୍ଥାରେ ଉନ୍ନତି ଆସି ନ ଥିଲା । ପରବର୍ତ୍ତୀ ସମୟରେ ସେ କୋଭିଡ୍ ନେଗେଟିଭ୍ ଚିହ୍ନଟ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହୋଇପଡ଼ିଥିଲା । ତାଙ୍କର ଅକ୍ସିଜେନ୍ ସ୍ତର ହ୍ରାସ୍ ପାଇଥିଲା । କିଛି ଦିନ ତଳେ ତାଙ୍କ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା । ତେବେ ଗତକାଲିଠାରୁ ତାଙ୍କର ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିଛି ।

ତାଙ୍କୁ କୋଲକତା କିମ୍ବା ଚେନ୍ନାଇ ଏୟାରଲିଫ୍ଟ କରିବାକୁ ଯୋଜନା ହୋଇଥିଲେ ମଧ୍ୟ ଅର୍ଥ ଏଥିରେ ପ୍ରତିବନ୍ଧକ ସାଜିଛି । ପରିବାର ପକ୍ଷରୁ ଏଥିପାଇଁ ରାଜ୍ୟ ସରକାରଙ୍କ ସହାୟତା ଲୋଡାଯାଇଛି । ତପୁଙ୍କ ଜୀବନରକ୍ଷା ପାଇଁ ତାଙ୍କର ଅଗଣିତ ଶୁଭେଚ୍ଛୁ ପ୍ରାର୍ଥନା କରୁଥିଲା ବେଳେ ଫିଲ୍ମ ଇଣ୍ଡଷ୍ଟ୍ରିର ସହଯୋଗୀମାନେ ସାହାଯ୍ୟ ପାଇଁ ଅଣ୍ଟା ଭିଡ଼ିଛନ୍ତି । କ୍ରାଉଡ ଫଣ୍ଡିଂ ଜରିଆରେ ଅର୍ଥ ଆଦାୟ ପାଇଁ ସମସ୍ତେ ଲାଗିପଡ଼ିଛନ୍ତି ।

ଏଥିପାଇଁ ସୋସିଆଲ୍ ମିଡ଼ିଆରେ ଅଭିଯାନ ଆରମ୍ଭ ହୋଇଛି । ସାହାଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଏହା ଜରିଆରେ ପଠାଇବାକୁ ନିବେଦନ କରାଯାଇଛି । ସୂଚନାଥାଉକି, ତପୁଙ୍କ ବାପା କୋଭିଡ୍ ରେ ଆକ୍ରାନ୍ତ ହୋଇ ମେ ୧୦ ତାରିଖରେ ପ୍ରାଣ ହରାଇଛନ୍ତି ।

Please Send your Help to

Deepak Pujari(Husband of Tapu Mishra)

PhonePe/Google Pay-9937719118

BANK CCOUNT DETAILS:

Account Name-DHRUTIDIPA MISHRA

Account no-921010020302491

IFSC-UTIB0000024

MICR-751211002

Bank Name- AXIS BANK

UPI ID-8249489004@axisbank

 

Previous Post

୧୬୯୦ କୋଟିର କୋଭିଡ୍ ସହାୟତା ଘୋଷଣା

Next Post

ମାଟ୍ରିକ୍ ମାର୍କ ଭିତ୍ତିରେ +୨ ମୂଲ୍ୟାୟନ

Next Post
ମାଟ୍ରିକ୍ ମାର୍କ ଭିତ୍ତିରେ +୨ ମୂଲ୍ୟାୟନ

ମାଟ୍ରିକ୍ ମାର୍କ ଭିତ୍ତିରେ +୨ ମୂଲ୍ୟାୟନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA