Friday, July 3, 2026 10:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମାଟ୍ରିକ୍ ମାର୍କ ଭିତ୍ତିରେ +୨ ମୂଲ୍ୟାୟନ

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ରେଜଲ୍ଟ

by Our Correspondent
18 Jun, 2021- 07:06 PM
in Latest News, News
1 min read
0
ମାଟ୍ରିକ୍ ମାର୍କ ଭିତ୍ତିରେ +୨ ମୂଲ୍ୟାୟନ

ଭୁବନେଶ୍ୱର: କରୋନା ଯୋଗୁଁ ଚଳିତବର୍ଷର ଯୁକ୍ତ ଦୁଇ ପରୀକ୍ଷା ବାତିଲ ହୋଇଥିଲା ବେଳେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ପଦ୍ଧତି ଏବଂ ରେଜଲ୍ଟ ସଂକ୍ରାନ୍ତରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ସୂଚନା ଦିଆଯାଇଛି ।

ରେଗୁଲାର ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ମୂଲ୍ୟାୟନ ସେମାନଙ୍କ ମାଟ୍ରିକ୍ ପରୀକ୍ଷା ନମ୍ବରକୁ ଆଧାର କରାଯିବ । ସେହିଭଳି ଏକ୍ସ ରେଗୁଲାର୍ ପିଲାଙ୍କ କ୍ଷେତ୍ରରେ ପୂର୍ବରୁ ଦେଇଥିବା ଯୁକ୍ତ ଦୁଇ ପରୀକ୍ଷା ନମ୍ବରକୁ ଆଧାର କରି ମୂଲ୍ୟାୟନ କରାଯିବ । ଆସନ୍ତା ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ । ଏହି ବିକଳ୍ପ ବ୍ୟବସ୍ଥାରେ ଯେଉଁମାନେ ସନ୍ତୁଷ୍ଟ ହେବେନି କରୋନା ପରେ ଚାହିଁଲେ ଅଫଲାଇନ୍ ରେ ପରୀକ୍ଷା ଦେଇପାରିବେ ।

କରୋନା ପାଇଁ ପରୀକ୍ଷା ବାତିଲ ହେବା ପରେ ବିକଳ୍ପ ବ୍ୟବସ୍ଥା ଭାବେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ପଦ୍ଧତି ନିରୂପଣ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା । ଇତିମଧ୍ୟରେ ବିଶେଷଜ୍ଞ କମିଟି ତାଙ୍କ ରିପୋର୍ଟ ଦେଇଥିଲେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କମିଟି ଏହାକୁ ଅନୁମୋଦନ ଦେଇଛନ୍ତି । ସିଏଚଏସଇ ୱେବସାଇଟ୍ ରେ ଏହାର ବିସ୍ତୃତ ସୂଚନା ଦିଆଯାଇଛି ।

ୟୁଜି,ପିଜି: ଅଗଷ୍ଟରେ ପରୀକ୍ଷା, ସେପ୍ଟେମ୍ବରରେ ଫଳ

ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ଶେଷବର୍ଷ/ ଫାଇନାଲ ସେମିଷ୍ଟାର ପରୀକ୍ଷା ଜୁଲାଇ/ଅଗଷ୍ଟ ମାସରେ ଅନଲାଇନ୍ ମାଧ୍ୟମରେ ହେବ । ଅଗଷ୍ଟ/ସେପ୍ଟେମ୍ବର ମାସରେ ପରୀକ୍ଷାଫଳ ପ୍ରକାଶ ପାଇବ । ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ଭର୍ଚୁଆଲ୍ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀମାନଙ୍କର ପୂର୍ବ ସେମିଷ୍ଟାର ପରୀକ୍ଷା ଯଦି ବାକି ଥିବ କିମ୍ବା ବ୍ୟାକପେପର୍ ଥିବ, ସେହି ପରୀକ୍ଷା ମଧ୍ୟ ଜୁଲାଇ/ଅଗଷ୍ଟ ମାସ ସୁଦ୍ଧା ଅନଲାଇନ୍ ରେ ହେବ । ପରୀକ୍ଷା ତାରିଖ ସଂପୃକ୍ତ ବିଶ୍ୱବିଦ୍ୟାଳୟ/ ସ୍ୱୟଂଶାସିତ କଲେଜ ନିର୍ଦ୍ଧାରଣ କରିବେ । ଛାତ୍ରଛାତ୍ରୀମାନେ ସେମାନଙ୍କ ଘରୁ କିମ୍ବା ସୁବିଧାଜନକ ସ୍ଥାନରୁ ଏହି ଅନଲାଇନ୍ ରେ ପରୀକ୍ଷା ଦେଇପାରିବେ ।

Previous Post

ତପୁ ମିଶ୍ରଙ୍କ ଅବସ୍ଥା ଗୁରୁତର

Next Post

ରଥଯାତ୍ରା ପାଇଁ ୪ ଥର କୋଭିଡ୍ ଟେଷ୍ଟ

Next Post
ରଥଯାତ୍ରା ପାଇଁ ୪ ଥର କୋଭିଡ୍ ଟେଷ୍ଟ

ରଥଯାତ୍ରା ପାଇଁ ୪ ଥର କୋଭିଡ୍ ଟେଷ୍ଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA