ନୂଆଦିଲ୍ଲୀ: ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ (ଏନଆଇଆରଏଫ) ୨୦୨୧ ତାଲିକା ପ୍ରକାଶ ପାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉନ୍ମୋଚନ କରିଛନ୍ତି । ସମୁଦାୟ ୧୧ ଟି କାଟାଗୋରି ତାଲିକାରେ ସ୍ଥାନିତ ହୋଇଛି । ଶ୍ରେଷ୍ଠ ଓଭରଅଲ୍ ଇନଷ୍ଟିଚ୍ୟୁଟ୍ ଭାବେ ଆଇଆଇଟି ମାଡ୍ରାସ୍ ମାନ୍ୟତା ପାଇଥିବା ବେଳେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ବାଙ୍ଗାଲୋର ଦ୍ୱିତୀୟ ସ୍ଥାନରେ ଅଛି । ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ମଧ୍ୟ ଆଇଆଇଏସ ବାଙ୍ଗାଲୋର ଶୀର୍ଷରେ ରହିଛି ।
ଶ୍ରେଷ୍ଠ ୧୦ ଓଭରଅଲ୍ ଇନଷ୍ଟିଚ୍ୟୁଟ୍
(୧)ଆଇଆଇଟି ମାଡ୍ରାସ (୨)ଆଇଆଇଏସ ବାଙ୍ଗାଲୋର (୩)ଆଇଆଇଟି ବମ୍ବେ (୪)ଆଇଆଇଟି ଦିଲ୍ଲୀ (୫)ଆଇଆଇଟି କାନପୁର (୬)ଆଇଆଇଟି ଖଡ଼ଗପୁର (୭)ଆଇଆଇଟି ରୁରକି (୮)ଆଇଆଇଟି ଗୌହାଟୀ (୯) ଜେଏନୟୁ, ନୂଆଦିଲ୍ଲୀ (୧୦) ବନାରସ୍ ହିନ୍ଦୁ ୟୁନଭରସିଟି, ବାରାଣସୀ
ଶ୍ରେଷ୍ଠ ୧୦ ବିଶ୍ୱବିଦ୍ୟାଳୟ
(୧)ଆଇଆଇଏସସି, ବାଙ୍ଗାଲୋର (୨) ଜେଏନୟୁ (୩)ବନାରସ ହିନ୍ଦୁ ୟୁନଭରସିଟି (୪) କାଲକାଟା ୟୁନିଭରସିଟି (୫)ଅମ୍ରିତା ବିଶ୍ୱ ବିଦ୍ୟାପୀଠମ (୬) ଜେଏମଆଇ (୭) ମଣିପାଲ ଏକାଡେମୀ (୮)ଜେୟୁ (୯)ୟୁନଭରସିଟି ଅଫ ହାଇଦ୍ରାବାଦ (୧୦)ଆଲିଗଡ଼ ମୁସଲିମ୍ ୟୁନଭରସିଟି
ଶ୍ରେଷ୍ଠ ୧୦ କଲେଜ
(୧)ମିରାଣ୍ଡା ହାଉସ (୨)ଲେଡି ଶ୍ରୀରାମ କଲେଜ (୩)ଲୋୟଲା କଲେଜ (୪)ସେଣ୍ଟ ଜାଭିୟର କଲେଜ, କୋଲକତା (୫)ରାମକୃଷ୍ଣ ମିସନ୍ ବିଦ୍ୟାମନ୍ଦିର (୬)ପିଏସଜିଆର କ୍ରିଷ୍ଣାମାଲ୍ କଲେଜ ଫର୍ ଉଇମେନ (୭)ପ୍ରେସିଡେନ୍ସୀ କଲେଜ, ଚେନ୍ନାଇ (୮)ସେଣ୍ଟ ଷ୍ଟିଫେନ୍ କଲେଜ (୯)ହିନ୍ଦୁ କଲେଜ (୧୦)ଶ୍ରୀରାମ କଲେଜ ଫର କମର୍ସ
ଶ୍ରେଷ୍ଠ ୧୦ ଇଞ୍ଜିନିୟରିଂ କଲେଜ
(୧)ଆଇଆଇଟି ମାଡ୍ରାସ (୨)ଆଇଆଇଟି ଦିଲ୍ଲୀ (୩)ଆଇଆଇଟି ବମ୍ବେ (୪)ଆଇଆଇଟି କାନପୁର (୫)ଆଇଆଇଟି ଖଡ଼ଗପୁର (୬)ଆଇଆଇଟି ରୁରକି (୭)ଆଇଆଇଟି ଗୌହାଟୀ (୮)ଆଇଆଇଟି ହାଇଦ୍ରାବାଦ (୯)ଏନଆଇଟି ତିରୁଚିରାପଲ୍ଲୀ (୧୦)ଏନଆଇଟି ସୁରଥକଲ
ଶ୍ରେଷ୍ଠ ୫ ମେଡ଼ିକାଲ୍ କଲେଜ
(୧)ଏମସ୍ ଦିଲ୍ଲୀ (୨)ପିଜିଆଇଏମଇଆର ଚଣ୍ଡୀଗଡ଼ (୩)ସିଏମସି ଭେଲୋର (୪)ନିମହନଓ, ବାଙ୍ଗାଲୋର (୫)ଏସଜିପିଆଇଏମଏସ ଲକ୍ଷ୍ମୋ÷
ଶ୍ରେଷ୍ଠ ୫ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍
(୧)ଆଇଆଇଏମ ଅହମ୍ମଦାବାଦ (୨)ଆଇଆଇଏମ ବାଙ୍ଗାଲୋର (୩)ଆଇଆଇଏମ କଲକତା (୪)ଆଇଆଇଏମ କୋଝିକୋଡ଼େ ୫) ଆଇଆଇଟି ଦିଲ୍ଲୀ
ଶ୍ରେଷ୍ଠ ୫ ଗବେଷଣା(ରିସର୍ଚ୍ଚ) ଇନଷ୍ଟିଚ୍ୟୁଟ୍
(୧)ଆଇଆଇଏସସି, ବେଙ୍ଗାଲୁରୁ (୨)ଆଇଆଇଟି, ମାଡ୍ରାସ (୩)ଆଇଆଇଟି, ବମ୍ବେ (୪)ଆଇଆଇଟି, ଦିଲ୍ଲୀ (୫)ଆଇଆଇଟି ଖଡ଼ଗପୁର
ଆର୍କିଟେକଚର
(୧)ଆଇଆଇଟି ରୁରକି (୨) ଏନଆଇଟି କାଲିକଟ (୩) ଆଇଆଇଟି ଖଡ଼ଗପୁର (୪) ସ୍କୁଲ ଅଫ ପ୍ଲାନିଂ ଆଣ୍ଡ ଆର୍କିଟେକଚର୍, ଦିଲ୍ଲୀ (୫) ସେଣ୍ଟର ଫର ଏନଭାରମେଣ୍ଟାଲ୍ ପ୍ଲାନିଂ ଆଣ୍ଡ ଟେକନୋଲୋଜି, ଅହମ୍ମଦାବାଦ
ଫାର୍ମାସୀ
(୧)ଜାମିଆ ହମଦର୍ଦ, ନୂଆଦିଲ୍ଲୀ (୨) ପଞ୍ଜାବ ୟୁନଭରସିଟି, ଚଣ୍ଡୀଗଡ଼ (୩) ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ ଟେକନୋଲୋଜି ଆଣ୍ଡ ସାଇନ୍ସ, ପିଲାନୀ (୪) ଏନଆଇପିଇଆର ମୋହଲି (୫) ଇନଷ୍ଟିଚ୍ୟୁଟ୍ ଅଫ କେମିକାଲ୍ ଟେକନୋଲୋଜି ମୁମ୍ବାଇ