Monday, May 11, 2026 10:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶନିବାର ରାତିରେ ମହାନଦୀ ବନ୍ୟା

by Our Correspondent
16 Sep, 2021- 07:06 PM
in Latest News, News
1 min read
0
ଶନିବାର ରାତିରେ ମହାନଦୀ ବନ୍ୟା

ଭୁବନେଶ୍ୱର: ମହାନଦୀରେ ମାଡ଼ି ଆସୁଛି ବନ୍ୟା । ଆସନ୍ତା ଶନିବାର ସକାଳେ ମୁଣ୍ଡଳୀଠାରେ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ତେବେ ଏହି ବନ୍ୟା ମଧ୍ୟମ ଧରଣର ସମ୍ଭାବନା ଥିବାରୁ ବିଶେଷ ଆତଙ୍କିତ ହେବାର କାରଣ ନାହିଁ । ପରିସ୍ଥିତିକୁ ନଜରରେ ରଖି ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ଆଶ୍ୱାସନା ଦେଇଛନ୍ତି ।

ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଜାରି ରହିଛି । ଏଥିଯୋଗୁଁ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଛି । ଏବେ ହୀରାକୁଦକୁ ସେକେଣ୍ଡ ପିଛା ୫ ଲକ୍ଷ ୨୦ ହଜାର କ୍ୟୁସେକ୍ ଜଳ ପଶୁଥିବା ବେଳେ ୪.୮୦ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ହୀରାକୁଦର ୨୮ ଟି ଗେଟ୍ ରେ ପାଣି ଛଡ଼ାଯାଉଛି । ଆସନ୍ତା ଶନିବାର ସକାଳୁ ମଧ୍ୟାହ୍ନ ଭିତରେ ୮ ଲକ୍ଷ କ୍ୟୁସେକ୍ ଜଳ ମୁଣ୍ଡଳୀରେ ପ୍ରବାହିତ ହେବ । କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଏହାର ବିଶେଷ ପ୍ରଭାବ ପଡ଼ିବ ।

ସମ୍ଭାବ୍ୟ ବନ୍ୟାକୁ ଆଖିରେ ରଖି ଉପକୂଳ ୬ ଟି ଜିଲ୍ଲାରେ ଓଡ୍ରାଫ୍, ଏନଡିଆରଏଫ ଓ ଅଗ୍ନିଶମ ଟିମ୍ କୁ ଆଲର୍ଟ କରାଯାଇଛି । ଓଡ୍ରାଫ୍ ର ୩୦ଟି ଟିମ, ଏନଡିଆରଏଫ ର ୧୨ ଟିମ, ଅଗ୍ନିଶମ ବିଭାଗର ୧୦ ଟି ଟିମ୍ ବିଭିନ୍ନ ସମ୍ବେଦନଶୀଳ ଜାଗାରେ ମୁତୟନ ହୋଇଛନ୍ତି ।

ଏସଆରସି କହିଛନ୍ତି, ବୈତରଣୀର ଜଳସ୍ତର ବଢ଼ିଥିଲେ ମଧ୍ୟ ବିଶେଷ କ୍ଷତି ହେବନାହିଁ । ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ବର୍ଷା ଫଳରେ ଜଳସ୍ତର ବଢ଼ିଛି । ଯାଜପୁର ଓ ଭଦ୍ରକରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି ।

ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ୍ ସାମଲ କହିଛନ୍ତି, ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହେବ ଏବଂ ବନ୍ୟା ଜଳ ନଦୀ ବନ୍ଧ ଭିତରେ ରହିବା ଆକଳନ କରାଯାଇଛି । ଆସନ୍ତାକାଲି ସୁଦ୍ଧା ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ ଜଳ ପହଞ୍ଚିବ । ଆଗକୁ ପୂର୍ଣ୍ଣିମା ଥିବାରୁ ଜଳ ନିଷକ୍ରସନ ସମସ୍ୟା ଦେଖାଦେବ ବୋଲି ସେ କହିଛନ୍ତି । ତେବେ ସମ୍ଭାବ୍ୟ ପରିସ୍ଥିତି ପାଇଁ ୭ରୁ ୧୦ ଟି ଜିଲ୍ଲାକୁ ଆଲର୍ଟ ରଖାଯାଇଛି । ଜଳସମ୍ପଦ ବିଭାଗର ଜଣେ ଲେଖାଏଁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ସେ କହିଛନ୍ତି ।

Previous Post

ପିପିଲି ପାଇଁ ତିନି ଦଳର ଷ୍ଟାର୍ ପ୍ରଚାରକ

Next Post

ବୈଜୟନ୍ତଙ୍କୁ ଏନସିସି ସୁଧାର ଦାୟିତ୍ୱ

Next Post
ବୈଜୟନ୍ତଙ୍କୁ ଏନସିସି ସୁଧାର ଦାୟିତ୍ୱ

ବୈଜୟନ୍ତଙ୍କୁ ଏନସିସି ସୁଧାର ଦାୟିତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA