Monday, October 5, 2026 06:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଇଞ୍ଜିନିୟରିଂ ଛାତ୍ରଙ୍କ ରହସ୍ୟଜନକ ଅନ୍ତର୍ଦ୍ଧାନ

ଥାନାରେ ଏତଲା, ପୁଲିସ ଶୁଣୁନି !

by Our Correspondent
17 Dec, 2021- 09:48 PM
in Latest News
1 min read
0
ଇଞ୍ଜିନିୟରିଂ ଛାତ୍ରଙ୍କ ରହସ୍ୟଜନକ ଅନ୍ତର୍ଦ୍ଧାନ

ଭୁୁବନେଶ୍ୱର: ସିଭି ରମଣ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବର୍ଷ କମ୍ପ୍ୟୁଟର ସାଇନସ୍ ଛାତ୍ର ସୌରଭ ସୁମନ ଗତକାଲିଠାରୁ ନିଖୋଜ ହୋଇଯାଇଛନ୍ତି । ହଷ୍ଟେଲ୍ ରେ ରହୁଥିବା ଏହି ଛାତ୍ରଜଣଙ୍କର ଗତକାଲି ମଧ୍ୟାହ୍ନ ଭୋଜନ ପରଠୁ ଆଉ ପତ୍ତା ମିଳୁନି । ସାଙ୍ଗମାନେ ସବୁଆଡ଼େ ଖୋଜାଖୋଜି କରି ବିଫଳ ହେବା ପରେ ତମାଣ୍ଡୋ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ ନିଷ୍କ୍ରିୟ ଥିବା ଅଭିଯୋଗ ହୋଇଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ସହଯୋଗ କରୁ ନ ଥିବା ତାଙ୍କ ବନ୍ଧୁମାନେ ଅଭିଯୋଗ କରିଛନ୍ତି ।

ବିଶ୍ୱବିଦ୍ୟାଳୟର ଓଲଡ୍ ଆପାର୍ଟମେଣ୍ଟ ହଷ୍ଟେଲ୍ ରୁମ୍ ନଂ ୪୦୫ ରେ ଦୁଇବନ୍ଧୁ ସୌରଭ ସୁମନ ଏବଂ ଶୋଭିତ୍ ରହୁଛନ୍ତି । ଅଭିଯୋଗ ଅନୁଯାୟୀ, ସୌରଭ ଗତକାଲି ଦିନ ୨ଟାରେ ହଷ୍ଟେଲ୍ ରେ ମଧ୍ୟାହ୍ନ ଭୋଜନ କରିଥିଲେ । ମାତ୍ର ତାପରଠାରୁ କେହି ତାଙ୍କୁ ଦେଖିନାହାନ୍ତି । ତାଙ୍କର ମୋବାଇଲ୍ ଫୋନ୍ ଟି କିନ୍ତୁ ହଷ୍ଟେଲ୍ ରୁମ୍ ରେ ଅଛି ।

ସାଙ୍ଗମାନେ ଗତକାଲି ସଂଧ୍ୟା ପରଠୁ ତାଙ୍କୁ ଖୋଜାଖୋଜି କରି ବିଫଳ ହେବା ପରେ ତମାଣ୍ଡୋ ଥାନାରେ ଏତଲା ଦେଇଥିଲେ । ହେଲେ ପୁଲିସ ଏ ପର୍ଯ୍ୟନ୍ତ ତାଙ୍କୁ ଠାବ କରିବା ପାଇଁ ସାମାନ୍ୟତମ ଉଦ୍ୟମ କରି ନ ଥିବା ଅଭିଯୋଗ ହୋଇଛି । ସୌରଭଙ୍କୁ ଠାବ କରିବା ପାଇଁ ଖୋଦ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ସହଯୋଗ କରୁ ନ ଥିବା ସାଙ୍ଗମାନେ ଅଭିଯୋଗ କରିଛନ୍ତି । ତେବେ ଏହି ଅଭିଯୋଗ ଉପରେ ପୁଲିସ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

୩୦ ଘଣ୍ଟା ବିତିଯାଇଥିଲେ ମଧ୍ୟ ସୌରଭଙ୍କ ଖୋଜଖବର ମିଳୁ ନ ଥିବାରୁ ବନ୍ଧୁମାନେ ଭୟଭୀତ ହୋଇପଡ଼ିଛନ୍ତି । କେହି ତାଙ୍କର ଠାବ ପାଇଥିଲେ ରୁମମେଟ୍ ଶୋଭିତ୍ ଙ୍କୁ ତାଙ୍କ ମୋବାଇଲ୍ ନଂ ୭୩୬୭୦୪୩୮୩୧ କିମ୍ବା ବନ୍ଧୁ ଆକାଶ ମୁଖାର୍ଜୀଙ୍କୁ ମୋବାଇଲ୍ ନଂ ୯୩୪୮୩୮୯୮୪୩ ଯୋଗେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

ନିଖୋଜ ଛାତ୍ର ସୌରଭ ସୁମନ୍ ଙ୍କ ଘର ବିହାରର ଦରଭଙ୍ଗା । ତେବେ ତାଙ୍କ ପରିବାର ରାଞ୍ଚିରେ ରହୁଛନ୍ତି ।

Previous Post

କିଟ୍‍ ଓ କିସ୍ ରେ କଳାକୁମ୍ଭ ଉଦ୍‍ଯାପିତ

Next Post

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଓ-ହବ୍’ ଶୁଭାରମ୍ଭ

Next Post
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଓ-ହବ୍’ ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା 'ଓ-ହବ୍' ଶୁଭାରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA