Wednesday, September 9, 2026 12:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗିରିବାଳା ବେହେରା କଂଗ୍ରେସର କଟକ ମେୟର ପ୍ରାର୍ଥୀ

by Our Correspondent
02 Mar, 2022- 10:28 PM
in Latest News, News
1 min read
0
ଗିରିବାଳା ବେହେରା କଂଗ୍ରେସର କଟକ ମେୟର ପ୍ରାର୍ଥୀ

ଭୁବନେଶ୍ୱର/କଟକ: କଟକ କଂଗ୍ରେସ ସଂଗଠନର ଟାଣୁଆ ନେତ୍ରୀ ଗିରିବାଳା ବେହେରାଙ୍କୁ ମେୟର ପ୍ରାର୍ଥୀ କରିଛି ଦଳ । ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କଂଗ୍ରେସ ପ୍ରାର୍ଥୀ ଚୟନ କମିଟିର ପ୍ରଥମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦିନେ ଦୁଇ ଦିନ ମଧ୍ୟରେ ଭୁବନେଶ୍ୱର ଏବଂ ବ୍ରହ୍ମପୁର ମହାନଗର ନିଗମର ମେୟର ପ୍ରାର୍ଥୀ ଚୂଡ଼ାନ୍ତ ହୋଇଯିବ ବୋଲି ଜଣାପଡ଼ିଛି ।

କଟକ ମହାନଗର ନିଗମରେ ଦୁଇ ଦୁଇ ଥର କର୍ପୋରେଟର ଥିବା ଗିରିବାଳା କଂଗ୍ରେସର ଜଣେ ଟାଣୁଆ ନେତ୍ରୀ ଓ ଦକ୍ଷ ସଂଗଠକ ଭାବେ ପତିଆରା ରଖିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ମହମ୍ମଦ ମୋକିମ୍ ଙ୍କ ବିଜୟ ପଛରେ ତାଙ୍କର ବଡ଼ ଭୂମିକା ଥିଲା । ଏବେ ଦଳର କଟକ ନଗର ଶାଖାର ନେତୃତ୍ୱ ନେଉଥିବା ବେଳେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ଉପସଭାନେତ୍ରୀ ଦାୟିତ୍ୱରେ ଅଛନ୍ତି ।

ଏଥିସହ ମେୟର ପ୍ରାର୍ଥୀ ଚୟନରେ କଂଗ୍ରେସ ସମସ୍ତଙ୍କଠାରୁ ଆଗରେ ଅଛି । ଆଜି ଚୟନ କମିଟି ବୈଠକରେ ଗିରିବାଳାଙ୍କ ମେୟର ପ୍ରାର୍ଥୀତ୍ୱ ସମେତ କଟକ ମହାନଗର ନିଗମର ସମସ୍ତ କର୍ପୋରେଟର ପ୍ରାର୍ଥୀତ୍ୱ ମଧ୍ୟ ଚୂଡ଼ାନ୍ତ ହୋଇଛି । ଅନ୍ୟପକ୍ଷରେ ବିଜେଡ଼ି ଏବଂ ବିଜେପି ପକ୍ଷରୁ ମେୟର ପ୍ରାର୍ଥୀତ୍ୱ ନେଇ ସ୍ପଷ୍ଟ ସୂଚନା ମିଳିପାରୁନାହିଁ ।

ପୌର/ମହାନଗର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି । ୭ ତାରିଖ ରହିଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ୪୭ଟି ମ୍ୟୁନିସିପାଲିଟି ଏବଂ ୫୯ ଏନଏସିରେ ୨୭ ଲକ୍ଷରୁ ଅଧିକ ଭୋଟର ୩,୦୩୦ ବୁଥ୍ ରେ ମତଦାନ ସାବ୍ୟସ୍ତ କରିବେ । ସେହିଭଳି ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମରେ ୧୪.୨୬ ଲକ୍ଷ ଭୋଟର ୧୪୦୭ ବୁଥ୍ ରେ ମତଦାନ ସାବ୍ୟସ୍ତ କରିବେ ।

Previous Post

୫ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ

Next Post

ନିଜ ଲୋକପ୍ରିୟତା ମାପିଲେ ଅପରାଜିତା !

Next Post
ନିଜ ଲୋକପ୍ରିୟତା ମାପିଲେ ଅପରାଜିତା !

ନିଜ ଲୋକପ୍ରିୟତା ମାପିଲେ ଅପରାଜିତା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA