Wednesday, June 24, 2026 07:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶ୍ରୀମନ୍ଦିର ପ୍ରକଳ୍ପ ବିରୋଧୀଙ୍କୁ ସୁପ୍ରିମକୋର୍ଟ ଝଟକା

ପରିକ୍ରମା ପ୍ରକଳ୍ପ ଚାଲୁ ରହିବ

by Our Correspondent
03 Jun, 2022- 12:02 PM
in Latest News, News
1 min read
0
ଶ୍ରୀମନ୍ଦିର ପ୍ରକଳ୍ପ ବିରୋଧୀଙ୍କୁ ସୁପ୍ରିମକୋର୍ଟ ଝଟକା

କୋର୍ଟଙ୍କ ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କୁ ଦଣ୍ଡ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବନ୍ଦ କରିବାକୁ ଷଡ଼ଯନ୍ତ୍ର ରଚିଥିବା ଚକ୍ରାନ୍ତକାରୀମାନଙ୍କୁ ଲାଗିଛି ଶକ୍ତ ଧକ୍କା । ବେଆଇନ ପ୍ରକଳ୍ପ ନିର୍ମାଣ ହେଉଥିବା ଅଭିଯୋଗରେ ଦାଖଲ ଦୁଇଟି ଯାକ ସ୍ୱତନ୍ତ୍ର ଲିଭ୍ ପିଟିସନ୍ କୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରକଳ୍ପ କାର୍ଯ୍ୟ ଚାଲୁ ଥିବାରୁ ଏହା ବନ୍ଦ କରିବା ଉଦ୍ୟମ ଉପରେ ଓଲଟି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । କୋର୍ଟଙ୍କ ବହୁମୂଲ୍ୟ ସମୟ ଅଯଥା ନଷ୍ଟ କରିଥିବାରୁ ଦୁଇ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି ସୁପ୍ରିମକୋର୍ଟ ଖଣ୍ଡପୀଠ ।

ଅଭିଯୋଗ ଥିଲା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଆଇନ ଭାବେ ହେଉଛି ଏବଂ ଆମସା ଆଇନର ଉଲ୍ଲଂଘନ କରି ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ ହେଉଥିବାରୁ ଏହା ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତି ବିପଦ ସୃଷ୍ଟି କରିଛି । ଏହି ନିର୍ମାଣ ବନ୍ଦ କରିବା ପାଇଁ ହାଇକୋର୍ଟରେ ପୂର୍ବରୁ ମାମଲା ହୋଇଥିଲା । ମାତ୍ର ମେ’ ୯ ତାରିଖରେ ହାଇକୋର୍ଟ ତାଙ୍କ ରାୟରେ ନିର୍ମାଣ କାର୍ଯ୍ୟ ବନ୍ଦ କରି ନ ଥିଲେ । ହାଇକୋର୍ଟଙ୍କ ଏହି ଆଦେଶ ବିରୋଧରେ ଗତମାସ ୨୭ ତାରିଖରେ ଅଦେ୍ର୍ଧନ୍ଦୁ କୁମାର ଦାସ ଏବଂ ସୁମନ୍ତ କୁମାର ଘଡ଼େଇ ସୁପ୍ରିମକୋର୍ଟରେ ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କରିଥିଲେ । ଶ୍ରୀଜଗନ୍ନାଥ ପ୍ରକଳ୍ପ କରିଡ଼ରରେ ବେଆଇନ ନିର୍ମାଣ କରାଯାଉଥିବା ସେମାନେ ଅଭିଯୋଗ ବାଢ଼ି ଏହାକୁ ବନ୍ଦ କରିବା ପାଇଁ ଆବେଦନ କରିଥିଲେ ।

ଜଷ୍ଟିସ୍ ବି.ଆର. ଗଭାଇ ଓ ଜଷ୍ଟିସ୍ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଗତକାଲି ଏହାର ଶୁଣାଣି ହୋଇଥିଲା । ପ୍ରଥମ ଆବେଦନକାରୀ ଅଦେ୍ର୍ଧନ୍ଦୁ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନା ଏବଂ ଦ୍ୱିତୀୟ ଆବେଦନକାରୀ ସୁମନ୍ତ ଘଡ଼େଇଙ୍କ ପକ୍ଷରୁ ଆଇନଜୀବୀ ବିନୟ ନଭା ଖଣ୍ଡପୀଠଙ୍କ ଆଗରେ ସେମାନଙ୍କ ଯୁକ୍ତି ଉପସ୍ଥାପନ କରିଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ଏବଂ ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ର ପ୍ରକଳ୍ପ ସପକ୍ଷରେ ଯୁକ୍ତି ଦର୍ଶାଇଥିଲେ ।

ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଗତକାଲି ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ ଏବଂ ଆଜି ଏହାର ରାୟ ଶୁଣାଇଥିଲେ ।

Previous Post

ସାରଳା ମନ୍ଦିର ପାଇଁ ୪୨ କୋଟି

Next Post

ବିଜେଡିର ଐତିହାସିକ ବିଜୟ, ବିଜେପିର ଅମାନତ ରହିଲାନି

Next Post
ବିଜେଡିର ଐତିହାସିକ ବିଜୟ, ବିଜେପିର ଅମାନତ ରହିଲାନି

ବିଜେଡିର ଐତିହାସିକ ବିଜୟ, ବିଜେପିର ଅମାନତ ରହିଲାନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA